Latest Odisha News

BREAKING NEWS

Browsing Category

ଓଡିଶା

Odisha

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦେଢ଼ କିଲୋମିଟର ଭାରରେ ବୋହି ପ୍ରସୂତିଙ୍କୁ ମେଡିକାଲ ଆଣିଲେ ୧୦୮ କର୍ମଚାରୀ

ବାଲିଗୁଡ଼ା: ଗାଁ ଅଛି ହେଲେ ରାସ୍ତା ନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଏକ ଭାରରେ ପ୍ରାୟ ଦେଢ଼ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼…

ନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଶ୍ରାବଣ ତୃତୀୟ ସୋମବାର ଜଳ ଲାଗି ପାଇଁ ଯିବାବେଳେ ଭାସି ଯାଇଥିବା ସେବାୟତଙ୍କ ମୃତଦେହ ମିଳିଛି । ଗତକାଲି ଜଳାଭିଷେକ ପାଇଁ ଯିବା ବେଳେ ଭାସି ଯାଇଥିଲେ ଶ୍ୟାମ ସୁନ୍ଦର । ଆଜି ତାଙ୍କ ମୃତଦେହ ପରଜଙ୍ଗ ଥାନା କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲରୁ ମିଳିଛି । ମୃତକ…

ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଏସଓପି ଭୁଲି ବାଇକରେ ମାଓ ଅଞ୍ଚଳ ଗସ୍ତ କଲେ ଜିଲ୍ଲାପାଳ

ରାୟଗଡ଼ା: ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ନକ୍ସଲ ପ୍ରବଣ ଅଞ୍ଚଳରେ ରାୟଗଡ଼ା ଜିଲାପାଳ ସ୍ୱଧା ଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ପାରସାଲୀ ପଞ୍ଚାୟତ ଲାଖପଦର…

ବିଧାୟକ କ୍ୱାର୍ଟର ମରାମତିରେ ଦୁର୍ନୀତି ଅଭିଯୋଗ; ମନ୍ତ୍ରୀ କହିଲେ ଆବଶ୍ୟକ ପଦକ୍ଷେପ ନିଆଯାଉଛି

ଭୁବନେଶ୍ୱର: ବିଧାୟକଙ୍କ କ୍ୱାର୍ଟର ମରାମତିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ତ୍ତ ବିଭାଗକୁ ବିଜେଡି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି । ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଏ ସଂପର୍କିତ ଏକ ପ୍ରଶ୍ନ ବିଧାନସଭାରେ ପଚାରିଥିଲେ ।…

କାଶୀପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ରାୟଗଡା:  କାଶୀପୁର ବ୍ଲକରେ ଗତ 26 ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହଇଜା ।  ମୁଣ୍ଡବ୍ୟଥା ପାଲଟିଛି ଜଳ ଯୋଗାଣ । ଗତ ଦୁଇଦିନ ତଳେ କାଶୀପୁର ବ୍ଲୋକ୍କର ବିଭିନ୍ନ ଗାଁରେ ଯୋଗାଇ ଦିଆଯାଉଥିବା ଟେଙ୍କର ପାଣିରେ ଇ- କୋଲାଇ ଜୀବାଣୁ ଚିହ୍ନଟ ହେବା ପରେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଫଳରେ…

ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦ୍ୟୁଷିତ ହୋଇଗଲାଣି

ଭୁବନେଶ୍ୱର:  ଓଡ଼ିଶାର ପ୍ରାୟ ସାଢ଼େ ଚାରିକୋଟି ଲୋକେ ତାଙ୍କ ଦୈନଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ସର୍ବଦା ନିର୍ଭର କରିଥାନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ନଦୀ…

ପୁରୀ ଅଂଚଳରୁ ପେଟ୍ରୋଲ ମିଳିବାର ସଂଭାବନା : ଜମି ମାଲିକଙ୍କୁ ମିଳିଲା ଟଙ୍କା

ପୁରୀ: ଓଡ଼ିଶାର ମାଟି ତଳେ ରହିଛି ତୈଳ ଓ ପ୍ରାକୃତିକ ଗ୍ୟାସ୍‌। ଏନେଇ ଅନେକ ଥର କୁହାଯାଇଥିଲାବେଳେ ଏବେ ଏହା ଉପରେ ମୋହର ମାରିଛି ଅଏଲ ଇଣ୍ଡିଆ ଲିମିଟେଡ୍‌  କଂପାନିର । କଂପାନିର ସର୍ଭେରୁ ସ୍ପଷ୍ଟ ହେବା ପରେ  ଆଜି ପୁରୀ ଜିଲ୍ଲା ଗୋପ ଅଞ୍ଚଳ ୩୭ ଜଣ ଜମି ମାଲିକଙ୍କୁ ଗୁଣ୍ଠକୁ ବର୍ଷକୁ 15…

ଶେଷ ହେଲା ବଜେଟ୍ ଅଧିବେଶନ: ଦରମା ବଢ଼ିବା ନିଷ୍ପତ୍ତି ନେବ କମିଟି

ଭୁବନେଶ୍ବର:  ଶେଷ ହେଲା ବଜେଟ୍ ଅଧିବେଶନ (ମୈାସୁମୀ ଅଧିବେଶନ) ।  ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି  । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହୋଇଛି ବଜେଟ୍ ଅଧିବେଶନ  । ତେବେ ଶେଷ ଦିନରେ ସବୁଠୁ ବଡ଼ କଥା ଯାହା ହୋଇଛି ତାହା ହେଉଛି ବିଧାୟକଙ୍କ ଦରମା…

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ

ଭୁବନେଶ୍ୱର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ୱାସ, ମୋ ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆଜି…

ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରିଛି ବନବିଭାଗ : ସିଏଜି

ଭୁବନେଶ୍ବର:  ରାଜ୍ୟରେ ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଏନେଇ ଆଜି ବିଧାନସଭାରେ ଆଗତ ହୋଇଥିଲା୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟରେ ଦର୍ଶାଯାଇଛି । 485 ବୃକ୍ଷୋରୋପଣ ମଧ୍ୟରୁ 191ଟି ସଫଳ ହୋଇନଥିବାରୁ ବିଭାଗ ଦ୍ବାରା 13.71 କୋଟି ଟଙ୍କାର ନିଷ୍ଫଳ…