Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରହ୍ମପୁରରେ ଗରିବଙ୍କୁ ମିଳୁଛି ‘ବସ୍ତ୍ର ଉପହାର’; ୮ ମାସରେ ୩୦ ହଜାର ପୋଷାକ

ବ୍ରହ୍ମପୁର: ମଣିଷର ସର୍ବନିମ୍ନ ଆବଶ୍ୟକତା ଭିତରେ ରହିଛି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ । ପୂର୍ବରୁ ବିଭିନ୍ନ ସରକାରୀ ଯୋଜନାରେ ଖାଦ୍ୟ ଏବଂ ବାସଗୃହ ମିଳୁଥିଲା । କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତ୍ର ମଧ୍ୟ ଯୋଗାଇ ଦିଆଯିବ । ଅସହାୟ ଏବଂ ଆବଶ୍ୟକକାରୀଙ୍କୁ ବସ୍ତ୍ର…

ଆତ୍ମସମର୍ପଣ କଲେ ୨୯୫ ଜଣ ମାଓ ସମର୍ଥକ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଶନିବାର ୨୯୫ ଜଣ ମିଲିସିଆ ବା ମାଓ ସମର୍ଥକ ଗ୍ରାମବାସୀ ପୋଲିସ ଓ ବିଏସଏଫ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ନିକଟରେ ଜିଲ୍ଲା ପ୍ରଶାସନ, ବିଏସଏଫ ଏବଂ ପୋଲିସ ଉପସ୍ଥିତିରେ ଏହି ମାଓ ସମର୍ଥକ ମାନେ ମୁଖ୍ୟ ସ୍ରୋତରେ ସାମିଲ…

ଆଇଆଇଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଶ୍ୱସ୍ତରରେ ନେତୃତ୍ୱ ନେବେ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ…

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉକୁ ବିରୋଧ, ୧୩ରେ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛି ବିଜେପି । କଂଗ୍ରେସ ଏଭଳି ଅଭିଯୋଗ ବାରମ୍ବାର କରି ଆସୁଛି । ଦଳର ବିଭିନ୍ନ ନେତାଙ୍କ ଘରେ ସିବିଆଇ, ଇଡି ରେଡ୍ ପରେ ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହୁଛି କଂଗ୍ରେସ । ରେଡକୁ ବିରୋଧ କରି ଆସନ୍ତା ୧୩…

ମ୍ୟାଚ୍ ଦେଖିବାକୁ ବାରବାଟି ଯାଉଛନ୍ତି କି ? ଜାଣନ୍ତୁ କଣ କରିବେ…

କଟକ: ଆସନ୍ତାକାଲି ରବିବାର ବାରବାଟି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଆଜି ବାରବାଟିରେ ଅଭ୍ୟାସ କରିଛନ୍ତି ଦୁଇ ଦଳ । ରାତି ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ତା ପୂର୍ବରୁ ଅପରାହ୍ଣ ୩ଟାରେ…

ସମବାୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ: ବିଜେପି

ଭୁବନେଶ୍ୱର : ଚଳିତ ସମବାୟ ନିର୍ବାଚନରେ ପ୍ରାଥମିକ ସ୍ତରରେ ହେଉଥିବା ଲ୍ୟାମ୍ପ୍ସ ଓ ପ୍ୟାକ୍ସ ନିର୍ବାଚନରେ ଶାସକ ବିଜେଡି ସରକାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହିତ ଚାଷୀମାନଙ୍କୁ ଧୋକା ଦେଉଛି । ଅନେକ ପ୍ରାଥମିକ ସମବାୟ ସମିତିରେ ଶାସକ ଦଳକୁ…

କିଟି କ୍ୟାସ୍ ଗ୍ରୁପ ଜରିଆରେ ଅନଲାଇନ ଠକେଇ, ମଧ୍ୟପ୍ରଦେଶର ଠକକୁ ଧରିଲା ସାଇବର ଥାନା

ଭୁବନେଶ୍ୱର: ୧୦୦୦ ଟଙ୍କା ବିନିଯୋଗରେ ମିଳିବ ୧୦୦ ଟଙ୍କା ସୁଧ । ୧୦ ପ୍ରତିଶତ ସୁଧ ଲୋଭ ଦେଖାଇ ମୋବାଇଲ ଗ୍ରୁପ୍ ଜରିଆରେ ଠକାମିର ଜାଲ ବିଛାଇଥିଲେ । ଗ୍ରାହକଙ୍କ ମନ ଜିଣିବା ପାଇଁ ପ୍ରଥମେ ପ୍ରଥମେ ଭଲ ରିଟର୍ଣ୍ଣ ଦେଉଥିଲେ । ଆଉ ବଡ଼ ଧରଣର ଟଙ୍କା ବିନିଯୋଗ ପରେ ଠକେଇ କରୁଥିଲେ । ସୁଧ ଟଙ୍କାକୁ…

ବେଆଇନ୍ ଲୋନ୍ ଆପ୍ ମାମଲାରେ ୨ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଗୁଗୁଲ ପ୍ଲେ ଷ୍ଟୋରରେ ବେଆଇନ୍ ଲୋନ୍ ଆପ୍ ମାମଲାରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଉଛନ୍ତି କର୍ଣ୍ଣାଟକ ଉଡୁପି ଜିଲ୍ଲାର ରକସିତ ଓ ସୁଶାନ୍ତ । ଉଭୟଙ୍କ ବିରୋଧରେ ଇଓଡବ୍ଲୁ ଆଇପିସି ଧାରା…

[ଦେଖନ୍ତୁ ଭିଡିଓ] ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା

ସୁବର୍ଣ୍ଣପୁର : ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା । ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ। ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ଜମାଖାତା…

ଅଙ୍କୁର ତରଫରୁ ‘ପକ୍ଷୀ ପାଇଁ ବସାଟିଏ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବ୍ୟାପକ ସହରୀକରଣ ଓ କଂକ୍ରିଟ ବଳୟ ଭିତରେ ପକ୍ଷୀମାନଙ୍କ ପାଇଁ ବସା ବାନ୍ଧିବାର ସୁଯୋଗ ସଙ୍କୁଚିତ ହୋଇ ଚାଲିଛି । ପକ୍ଷୀମାନଙ୍କୁ ସୁରକ୍ଷିତ ଭାବରେ ବସା ବାନ୍ଧି ରହିବାର ସୁଯୋଗ ସୃଷ୍ଟି କରିବାକୁ ରାଜଧାନୀର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ଅଙ୍କୁର ଫାଉଣ୍ଡେସନ’ ତରଫରୁ ‘ପକ୍ଷୀ…