Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଯିବେ, ପୋପଙ୍କୁ ଭେଟିବେ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ ଜଣାପଡ଼ିନାହିଁ । କୁହାଯାଉଛି ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ବିଦେଶ…

ପୁଣି କେଶରୀ ମଲରେ ଲାଗିଲା ନିଆଁ । ଫ୍ୟାନରେ ସଟସର୍କିଟ୍ କାରଣରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର : କେଶରୀ ମଲରେ ଅଗ୍ନିକାଣ୍ଡ । ଭୁବନେଶ୍ୱର କେଶରୀ ମଲରେ ଲାଗିଲା ନିଆଁ । ଗତ କିଛି ମାସ ତଳେ କେଶରୀ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ପୁଣି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । କେଶରୀ ମଲରେ ଥିବା ଏକ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଅନ୍ୟଆଡକୁ…

ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ଭାସିଗଲେ ପର୍ଯ୍ୟଟକ

ପୁରୀ  : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ପୁଣି ଭାସିଗଲେ ପର୍ଯ୍ୟଟକ । ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମ ବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ। ଆଜି ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ…

କମ୍ବିଂ ଅପରେସନ୍ ବେଳେ ବାଇକରୁ ଖସି BSF କମାଣ୍ଡାଣ୍ଟଙ୍କ ମୃତ୍ୟୁ

କାଲିମେଳା: କମ୍ବିଂ ଅପରେସନ୍ ବେଳେ ଚାଲିଗଲା ବିଏସ୍ଏଫ କମାଣ୍ଡାଣ୍ଟଙ୍କ ଜୀବନ । ବାଇକରେ କମ୍ବିଂ ପାଇଁ ଯିବାବେଳେ ଖସି ପଡ଼ି ବିଏସ୍ଏଫ କମାଣ୍ଡାଣ୍ଟ ରାକେଶ କୁମାରଙ୍କ ମୃତ୍ୟୁ ହୋଇଛି । ବିଏସଏଫ ୬୭ ବାଟାଲିୟନରେ କାଲିମେଳା ଏମପିଭିରେ-୨୧ରେ ମୁତୟନ ଥିଲେ ରାକେଶ । ସାଥି ଯବାନଙ୍କ ସହିତ ରବିବାର…

ଅପରାହ୍ନ ୩ଟାରେ ଖୋଲିବ ବାରବାଟୀର ସବୁ ଗେଟ୍, ଏବେଠାରୁ ଜମିଲାଣି କ୍ରୀଡାପ୍ରେମୀଙ୍କ ଭିଡ଼

କଟକ: ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ଣ ୩ଟାରୁ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ଉଲ୍ଲେଖ ଥିବା ଗେଟ୍‌ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡ଼ିୟମ୍‌କୁ ପ୍ରବେଶ କରିବେ । ଟିକେଟ୍‌ ଯାଞ୍ଚ୍‌ କଡ଼ାକଡ଼ି ହେବ । ଯାଞ୍ଚ୍‌ ସମୟରେ ଜାଲ୍‌ ଟିକେଟ୍‌ ଧରାପଡ଼ିଲେ…

ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗୁଆଲି ନୀତି

ପୁରୀ :  ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ । ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଗୁଆଲି ନୀତି । ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ବେଶ ଆଡମ୍ବରପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହେବ । ପାଲିଙ୍କିରେ ଶ୍ରୀମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ଗତ ୨ ବର୍ଷ ହେବ କରୋନା…

୯ରୁ ୯୦ ହେବ କଂଗ୍ରେସ, ୨୦୨୪ରେ ସରକାର ଗଢିବେ କହିଲେ ପିସିସି ସଭାପତି

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ କମବ୍ୟାକ କରିବ କଂଗ୍ରେସ । ୨୦୧୯ରେ ୯ଟି ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା ୨୦୨୪ ବେଳକୁ ଏହି ସଂଖ୍ୟା ୯୦ ଛୁଇଁବ । ନବ ନିଯୁକ୍ତ ପିସିସି ସଭାପତି ଏହା କହିଛନ୍ତି । ଆଉ ଏଥିପାଇଁ ସେ ରୋଡମ୍ୟାପ ପ୍ରସ୍ତୁତ କରିସାରିଥିବା କହିଛନ୍ତି ।…

ଦାବି ପୂରଣ ନହେଲେ ଆନ୍ଦୋଳନର ଧମକ ଦେଲେ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ଜୁଲାଇ ୧ ତାରିଖରୁ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବସ୍ ମାଲିକ ସଂଘ । ଶନିବାର ଏଭଳି ଏକ ଚେତାବନୀ ଦେଇଛି ସଂଘ । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ…

ଦନ୍ତାହାତୀର ଦାଦାଗିରି: ସକାଳେ ଯାହାକୁ ମାରିଲା, ସଂଧ୍ୟାରେ ସେହି ଶବକୁ ପୁଣି କଲା ଆକ୍ରମଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଦନ୍ତାହାତୀର ଆତଙ୍କକୁ ନେଇ ସମସ୍ତେ ଭୟଭୀତ । ସକାଳେ ଯେଉଁ ବୃଦ୍ଧଙ୍କୁ ଦଳି ମାରିଥିଲା ସେହି ଶବକୁ ସଂଧ୍ୟାରେ ଆସି ପୁଣି ଦଳି ଦେଇଛି । ଆଉ ଦନ୍ତାହାତୀର ଏପରି ରାଗ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଯାଇଛି । ମୟୂରଭଞ୍ଜ ଜିଲ୍ଲା…

କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ପ୍ରକୋଷ୍ଠ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ  ଗଣେଶ୍ୱର ବେହେରା, ମୁଖପାତ୍ର ତଥା ବିଧାୟକ  ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ତଥା ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଅନ୍ୟମୁଖପାତ୍ର ମାନେ  ନୂତନ ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକଙ୍କୁ…