Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ମନ୍ତ୍ରୀମଣ୍ଡଳ ହେବ ପୁନର୍ଗଠନ : ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭୁବନେଶ୍ୱର : ଓଡ଼ିଶା ମନ୍ତ୍ରୀମଣ୍ଡଳ ହେବ ପୁନର୍ଗଠନ । ଶନିବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଦେଇଛନ୍ତି ନିର୍ଦ୍ଦେଶ। ନୂଆ ମନ୍ତ୍ରୀମଣ୍ଡଳ ରବିବାର ଦିନ ଶପଥ ନେବ ବୋଲି ମିଳିଛି ସୂଚନା। ଏହାରି ଭିତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…

କାଠ ଫାଳିଆରେ ପିଟିପିଟି ବାପାଙ୍କୁ ହତ୍ୟା କଲେ ଦୁଇ ନୃଶଂସ ପୁଅ

ସୁନ୍ଦରଗଡ଼: ନୃଶଂସ ପାଲଟିଲା ପୁଅ । ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଙ୍ଗରା ଭୁମିଜ । ଘରୋଇ କଳିକୁ କେନ୍ଦ୍ର…

[ଦେଖନ୍ତୁ ଭିଡିଓ] ଜୁନ୍ ଶେଷରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ।ଫଳ ପ୍ରକାଶ ନେଇ ପ୍ରକ୍ରିୟା ଜାରି ଅଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ଅନୁସାରେ ଚଳିତବର୍ଷ ୫ ଲକ୍ଷ ୨୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ । ରାଜ୍ୟରେ ମୋଟ ୫୮ଟି…

ମୋ ଜନ୍ମ ବେଳେ ନବୀନ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଗୋରା ହୋଇଥାନ୍ତି: ବିଜେଡି ବିଧାୟକ

ଭୁବନେଶ୍ୱର: ରାଜନୀତିରେ ଆନୁଗତ୍ୟ ନଦେଖାଇଲେ ଆଗକୁ ବଢ଼ିହେବନି କି ସୁଯୋଗ ମଧ୍ୟ ମିଳେନି । ଏଥିପାଇଁ ରାଜନୈତିକ ଦଳରେ ଖୋସାମତିଆ ନେତାଙ୍କର ଗୋଟିଏ ପଲଟନ ରହିଥାନ୍ତି । ଯେଉଁମାନେ କାମ କମ୍ ନିଜ ଦଳର ମୁଖିଆଙ୍କୁ ନିତି ସଞ୍ଜ ସକାଳେ ପ୍ରଂଶସା କରିବାକୁ ଭୁଲନ୍ତି ନାହିଁ। ଏହି ନେତାଙ୍କ…

ପୁରୀ ପରିକ୍ରମା ପ୍ରକଳ୍ପ ପଛରେ ରହିଛି କି ‘ଭାଟିକାନ ସିଟି’ର ଛାପ, ପିନାକୀଙ୍କ ବୟାନ ବିତର୍କକୁ କଲା…

ନୂଆଦିଲ୍ଲୀ: ପୁରୀ ନିଜର ଐତିହ୍ୟ ପରମ୍ପରା ପାଇଁ ବିଶ୍ୱ ଦରବାରରେ ପରିଚିତ । ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ହେଉଛି ପୁରୀଧାମ । ହିନ୍ଦୁ ଧର୍ମର ଏହି ପବିତ୍ର ଧାମର ରୂପରେଖ କିନ୍ତୁ ବଦଳିଯିବ । ଆଉ ଏହାକୁ ବଦଳାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା କହିଛନ୍ତି ପୁରୀ ସାଂସଦ…

ହାରିବା ପରେ ରାଧାରାଣୀଙ୍କର ମନେ ପଡ଼ିଲା ‘ଇଭିଏମ୍ ଟାମ୍ପରିଂ’ ଉପାଖ୍ୟାନ

ବ୍ରଜରାଜନଗର: ଅଜବ ବୟାନ । ବ୍ରଜରାଜନଗର ଉପ ନିର୍ବାଚନରେ ହାରିବା ପରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଦେଇଛନ୍ତି ଏକ ଅଜବ ବୟାନ। ଯାହା ବିଜେପି ବିରୋଧରେ ସାଧାରଣତଃ ଆସେ । କିନ୍ତୁ ଏବେ ବିଜେପିର ଏହି ନେତ୍ରୀ ଆଣିଛନ୍ତି ବିରୋଧୀ ଯେଉଁ ଅଭିଯୋଗ ନିର୍ବାଚନ ହାରିବା ପରେ ଆଣନ୍ତି।…

୯ ଘଣ୍ଟା ଇଡି ଜେରାର ସମ୍ମୁଖୀନ ହେଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଇଡି ଜେରାର ସାମ୍ନା କରିଛନ୍ତି ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ୨୦୧୪ରେ ହୋଇଥିବା ଏଟି ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତଙ୍କୁ ଜେରା କରିବାକୁ ଡାକିଥିଲା ଇଡି। ୯ ଘଣ୍ଟାରୁ ଅଧିକ ସମୟ…

ବିଜେଡିର ତିନି ନେତା ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ଓଡ଼ିଶାରୁ ବିଜେଡିର ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଏହି ତିନି ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ବିଧାନସଭାର…

ପରିକ୍ରମା ପ୍ରକଳ୍ପ: ନ୍ୟାୟାଳୟ ବଦଳିଲେ ଏଏସଆଇର ଆଭିମୁଖ୍ୟ ବଦଳୁଛି

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏଏସଆଇର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। କାରଣ ଏହି ସର୍ବେକ୍ଷଣ ସଂସ୍ଥା ମନ୍ଦିର ପ୍ରସଙ୍ଗରେ ହାଇକୋର୍ଟରେ ଗୋଟିଏ କଥା କହୁଥିବା ବେଳେ ସୁପ୍ରିମକୋର୍ଟରେ ଆଉ ଏକ କଥା କହିଛି। ଯାହାକି ଅନେକ କାଳିଆ…

ରାତିରେ ଗଛ କାଟିବାକୁ ଆସିଥିଲା ପ୍ରଶାସନ, ଅଟକାଇଲେ ପ୍ରକୃତିପ୍ରେମୀ

ଭୁବନେଶ୍ୱର: ଦୈନନ୍ଦିନ ଜୀବନର କାମ ସାରି ଲୋକେ ବିଛଣା ଉପରକୁ ଯିବା ବେଳକୁ ରାତି ଅଧରେ ଗଛ କାଟିବାକୁ ଉଦ୍ୟମ କରିଥିଲା ପ୍ରଶାସନ । ରାଜଧାନୀ ଭୁବନେଶ୍ୱରରେ ଜେସିବି ସହିତ ଅନ୍ୟାନ୍ୟ ମେସିନ ଆଣି ପହଞ୍ଚିଥିଲା ବନ ବିଭାଗ । ଆଉ ସକାଳ ହେବା ବେଳକୁ ଗଛ କାଟି ପଦା କରିବାକୁ ଉଦ୍ୟମ କରିଥିଲା।…