Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ବିଭିନ୍ନ ସମସ୍ୟା ନେଇ ଧାରଣାରେ ପାରାଦୀପ ବନ୍ଦର ଶ୍ରମିକ

ପାରାଦୀପ  : ଶୋଷଣର ଶିକାର ହେଉଛନ୍ତି ଶ୍ରମିକ। ପ୍ରତିଥର ନିଜର ପ୍ରାପ୍ୟ ଦାବି କରି ଧାରଣା ଦେବା ସହିତ ବିରୋଧ କରିଆସୁଛନ୍ତି। ହେଲେ କୌଣସି ପ୍ରକାରର ସମାଧାନ ହୋଇପାରିନି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଶୋଷଣର ଶିକାର ହେଉଛନ୍ତି ଶ୍ରମିକ ମାନେ । କାମ କରୁଛନ୍ତି ହେଲେ ଏଯାଏ ତାଙ୍କୁ…

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି…

ଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ରାଜ୍ୟ ଗଣଶିକ୍ଷା ବିଭାଗ ଏବଂ…

ଅନାଥ ଆଶ୍ରମରେ ପିଲାଙ୍କ ସହ ନାଚିଲେ ନବରଙ୍ଗପୁର ଏସପି

ନବରଙ୍ଗପୁର: ଅନାଥାଶ୍ରମରେ ସ୍କୁଲ ପିଲାଙ୍କ ସହ ଗୀତ ଗାଇ ନାଚିଲେ ନବରଙ୍ଗପୁର ଏସପି । କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବରେ ଗୀତ ଗାଇଲେ ନବରଙ୍ଗପୁର ଏସପି ଏସ୍. ସୁଶ୍ରୀ । ନନ୍ଦାହାଣ୍ଡି ବ୍ଲକ ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା କିଶୋରୀ ଜାଗୃତି ସପ୍ତାହ ।…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ୍ ୧୩ ତାରିଖରେ ହେବ ଉପ-ନିର୍ବାଚନ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ୍ ୨ଯାଏଁ ଚାଲିବ ନାମାଙ୍କ ଦାଖଲ ପ୍ରକ୍ରିୟା । ଜୁନ୍ ୩ ତାରିଖରେ ହେବ ଯାଞ୍ଚ । ଜୁନ ୬ ତାରିଖ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳିଦେଲେ ଟ୍ରାକ୍ଟର, ଜେସିବି ମେସିନ୍

ଭବାନୀପାଟଣା: ପୁଣି ମାତିଲେ ମାଓବାଦୀ । ରାସ୍ତାକାମକୁ ବିରୋଧ କରି ଲଙ୍କାକାଣ୍ଡ ଘଟାଇଛନ୍ତି । ଜାଳି ଦେଲେ ରାସ୍ତାକାମରେ ନିୟୋଜିତ ଟ୍ରାକ୍ଟର, ଜେସିବି ମେସିନ୍ ଓ ଟିପର୍ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାନ ପିପିଲି ଗାଁରେ ଏଭଳି ଲଙ୍କାକାଣ୍ଡ କରିଛନ୍ତି ମାଓବାଦୀ ।…

ପ୍ରେମିକା ଘରେ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ

ବ୍ରହ୍ମଗିରି(ପୁରୀ): ପ୍ରେମିକା ଘରେ ପଶି ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ସାହୁପଡ଼ା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ । ଏହା ଆତ୍ମହତ୍ୟା ନାଁ ହତ୍ୟା ଏଯାଏ…

ଜଳିଗଲା ୯ ବଖରା, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପାଉଁଶ

ଭଦ୍ରକ: ରାତିରେ ଘରେ ଲାଗିଲା ନିଆଁ । ଜଳିଗଲା ୯ବଖରା ଘର । ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତ ସମିଆ ସାହାଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥିରେ ଧାନ, ଚାଉଳ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି । ରାତିରେ ସମସ୍ତେ ଶୋଇଥିବା…

ବିଦାୟ ବିରାଜ: କ୍ୟାନସର ସହ ସଂଗ୍ରାମ କରି ପରପାରିକୁ ଚାଲିଗଲେ

ଭୁବନେଶ୍ୱର:  ପରଲୋକରେ  ଓଡ଼ିଆ ସିନେମା, ଟିଭି ଏବଂ ନାଟକ ଜଗତର ଖ୍ୟାତନାମା କଳାକାର ବିରାଜ ଦାସ । ଦୀର୍ଘ ଦିନ ଧରି କ୍ୟାନସର ସହ ସଂଗ୍ରାମ କରିବା ବେଳେ 63 ବର୍ଷ ବୟସରେ ସେ ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ବିରାଜଙ୍କ ବିୟୋଗରେ ଓଲିଓଡରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ…

ନାବାଳିକାକୁ ଯୌନ ଶୋଷଣ କରି କନେଷ୍ଟବଳ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ଥାନାର ଓଏପିଏଫ(ଓଡ଼ିଶା ଅକଜିଲିଆରି ପୋଲିସ ଫୋର୍ସ) କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଏକ ନାବାଳିକାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳ ଠାରୁ ଚାରି ବର୍ଷ ଧରି ଯୌନ ଶୋଷଣ କରିଥିବା ଅଭିଯୋଗ ଆସିଛି । ଏନେଇ ଚାଇଲ୍ଡ ଲାଇନ ଓ ସଂପୃକ୍ତ ନାବାଳିକା ଭୁବନେଶ୍ୱର ମହିଳା ଥାନାରେ…

ତମ୍ବାଖୁ ନିରୋଧୀ ଆଇନ୍‌ କାର୍ଯ୍ୟକାରୀରେ ଗଞ୍ଜାମ ଶ୍ରେଷ୍ଠ

ବ୍ରହ୍ମପୁର : ତମ୍ବାଖୁ ନିରୋଧୀ ଏବଂ ତମ୍ବାଖୁ କାରବାର ନିୟନ୍ତ୍ରଣ ପାଇଁ ଥିବା ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ଗଞ୍ଜାମ ଜିଲାକୁ ଶ୍ରେଷ୍ଠ ଜିଲା ଭାବେ ବିବେଚିତ କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି । ଏହି ଖବର ଗଞ୍ଜାମ ଜିଲା ମୁଖ୍ୟ…