Latest Odisha News

BREAKING NEWS

Browsing Category

ଓଡିଶା

Odisha

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ସଫାରୀ କର୍ମଚାରୀ ଗିରଫ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ୩ ଜଣ ସଫାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି । ପର୍ଯ୍ୟଟକଙ୍କୁ ଆକ୍ରମଣ ନେଇ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା…

ନୂଆପଡ଼ା ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ କଙ୍କାଳ ଠାବ

ନୂଆପଡ଼ା  : ହଷ୍ଟେଲ୍ ଭିତରେ କଙ୍କାଳକୁ ନେଇ ଚର୍ଚ୍ଚା । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କାର୍ଲାକୋଟ ସମଲେଶ୍ୱରୀ ହାଇସ୍କୁଲର ବନ୍ଦ ପଡ଼ିଥିବା ଛାତ୍ରୀ ନିବାସ ଭିତରୁ ଏକ କଙ୍କାଳ ଠାବ ହୋଇଛି । କରୋନା ସମୟରେ କ୍ୱାରେଣ୍ଟିନ ସେଣ୍ଟର ଭାବେ ବ୍ୟବହୃତ ହେଉଥିବା ଏହି ହଷ୍ଟେଲ୍ ଏବେ ବନ୍ଦ…

ନନ୍ଦନକାନନରେ ଅତିଥିଙ୍କୁ ଆକ୍ରମଣ: ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ । ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ରଥଯାତ୍ରା ନେଇ ଆଜି ବସୁଛି ସମନ୍ୱୟ କମିଟି ବୈଠକ

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ରଥଯାତ୍ରାର ଭକ୍ତଙ୍କ ଗହଣରେ ହେବ କି ନାହିଁ । କିଭଳି ପ୍ରସ୍ତୁତି କରାଯାଇଛି ? ବିସ୍ତୃତ ଭାବରେ ଆଲୋଚନା ପାଇଁ ଆଜି ପୁରୀରେ ବସୁଛି ରଥଯାତ୍ରା ସମ୍ପର୍କିତ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି…

ଅନୁଭବଙ୍କ ନାଁରେ ପୁଣି ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ପରେ ପୁଣି ତେଜିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଉପରେ ସେ ଆପତ୍ତି ଉଠାଇଛନ୍ତି । ଏତଲାରେ…

ବାହାଘରରୁ ଫେରିବା ବେଳେ ଦୁର୍ଘଟଣାରେ ୨ ମୃତ, ୩ ଆହତ

ଠାକୁରମୁଣ୍ଡା(ମୟୂରଭଞ୍ଜ): ବାହାଘରରୁ ଫେରିବା ବେଳେ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩ ଜଣ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା– ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏହି…

ସଫା ହେବ ବ୍ରହ୍ମପୁରର ସବୁ ପୋଖରୀ: ଦଳ ସଫେଇ ମେସିନ କିଣିବ ବିଏମ୍‌ସି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବହୁ ବର୍ଷ ପର୍ଯ୍ୟନ୍ତ ପ୍ରମୁଖ ଜଳ ଉତ୍ସ ରହିଥିଲା ପୋଖରୀ । କିନ୍ତୁ ଗତ କିଛି ବର୍ଷ ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଲାଣି । ଅନେକ ପୋଖରୀ ମୁଷ୍ଠିମେୟଙ୍କ ଜବରଦଖଲରେ ରହିଛି । ଅନେକ ସ୍ଥାନରେ ପୋଖରୀ ଦଳରେ ଭର୍ତ୍ତି…

ସମବାୟ ନିର୍ବାଚନ ପ୍ରସ୍ତୁତି: ଗଞ୍ଜାମ, ଗଜପତିରେ ବୃହତ ବିଜୟ ଲକ୍ଷ୍ୟରେ ବିଜେଡ଼ି

ବ୍ରହ୍ମପୁର : ଆସନ୍ତା ଜୁନ ୧୯ ଓ ୨୬‌ ତାରିଖରେ ହେବାକୁ ଥିବା ସମବାୟ ନିର୍ବାଚନ ନେଇ ରବିବାର ଗଂଜାମ ଓ ଗଜପତି ଜିଲାର ବିଜେଡିର ସମସ୍ତ ସାଂସଦ ଓ ବିଧାୟକ ଓ ସମବାୟବିତଙ୍କୁ ନେଇ ନିର୍ବାଚନୀ ପ୍ରାକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିଲେ ସଫାରି କର୍ମଚାରୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ଛତିଶଗଡ଼ରୁ ଆସିଥିବା ୨୭ ଜଣିଆ ଏକ ଦଳକୁ ସଫାରି କର୍ମଚାରୀ ମାଡ଼ ମାରିଥିବା ଥାନାରେ ପ୍ରଥମ ଅଭିଯୋଗ ହୋଇଛି । ସେପଟେ ସଫାରି…

ବ୍ରହ୍ମପୁର ସହରରେ ଭାଲୁ ଆତଙ୍କ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜଙ୍ଗଲି ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ସହର ନିକଟରେ ଗତକାଲି ରାତିରେ ଏକ ଭାଲୁ ବୁଲୁଥିବା ଦେଖି ସେ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ବଡବଜାର ଥାନା ଅନ୍ତର୍ଗତ ପ୍ରହଲାଦନଗର ନିକଟ ମାଳୁଆଣି ଶ୍ମଶାନ ନିକଟରେ ଗତ କାଲି ରାତି ୩ଟା ବେଳେ ଏହି ଭାଲୁଟି…