Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରେନର ଆଁରୁ ଟାଣିଆଣି ମୃତ୍ୟ ମୁଖରୁ ବଞ୍ଚାଇ ଦେଲେ ସନାତନ

ଭୁବନେଶ୍ୱର: କଥାରେ ଅଛି ରଖେ ହରି ମାରେ କିଏ। ଯାହାଙ୍କୁ ହରି ଭରଷା ତାଙ୍କର ବା କି କରିପାରିବ ସମସ୍ୟା। ସେହିପରି ଭଗବାନ ସାଜି ବିପଦ ବେଳେ ଉଧାରରିଛନ୍ତି  ଜିଅନ୍ତା ଭଗବାନ। କ୍ଷଣିକ ମଧ୍ୟରେ ମୃତ୍ୟ ମୁଖରୁ ବଞ୍ଚିଯାଇଛି ଜଣେ ମହିଳାଙ୍କ ଜୀବନ। ଏଭଳି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା…

‘ଅସାନି’ ଦୁର୍ବଳ ହେଉ ହେଉ ଦାନା ବାନ୍ଧିଲାଣି ବାତ୍ୟା ‘କରିମ୍’

ଭୁବନେଶ୍ୱର: ବାତ୍ୟା ଅସାନିର ବିପଦ ଟଳିବା କ୍ଷଣି ଆଉ ଏକ ବାତ୍ୟା ସୃଷ୍ଟି ହୋଇ ସାରିଥିବା ଜଣାପଡ଼ିଛି । ଯଦିଓ ଭାରତୀୟ ପାଣିପାଗ କେନ୍ଦ୍ର କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ କୌଣସି ସୂଚନା ଦେଇନାହାନ୍ତି ହେଲେ 'ଦ ଓ୍ୱେଦର' ନାମକ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ…

ରାତି ଅଧରେ ଛିନତାଇ କଥା ନକହିବାକୁ ତାଗିଦ କଲେ ପୋଲିସ !

ଭୁବନେଶ୍ୱର: ରାଜ୍ୟର ରାଜଧାନୀକୁ ରାଜ୍ୟବାସୀ ଙ୍କ ଭରଷା। ଉତ୍ତମ ଶିକ୍ଷା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଧାଁଇ ଆସନ୍ତି ଲୋକେ ଭୁବନେଶ୍ୱର। ଆଉ ଏହି କ୍ରମରେ ନବରଙ୍ଗପୁର ଏକ ପରିବାର ଚିକିତ୍ସା ପାଇ ଆସିଥିଲେ ଭୁବନେଶ୍ୱର। ରହୁଥିଲେ ନୟାପଲ୍ଲୀ ବିଜୁ ପଟ୍ଟନାୟକ ଛକ ଆଇଡିବିଆଇ ବ୍ୟାଙ୍କ ପାଖରେ ଥିବା ଏକ…

ପୁରୀ ପରିକ୍ରମା ପ୍ରକଳ୍ପ: ଏସଡିଜିଏମ୍ କୋର୍ଟ ଦେଲେ ଝଟକା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୈତିକ ବୟାନବାଜି ଏବଂ ହୋ ହାଲ୍ଲା ଭିତରେ ପ୍ରଶାସନକୁ ଗୋଟିଏ ବଡ଼ ଝଟକା ଦେଇଛନ୍ତି ଏସ଼ଡିଡିଏମ୍ କୋର୍ଟ । ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବା ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ…

ସୁନ୍ଦରଗଡ଼ରେ ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ

ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି…

ପୁରୀ ଗସ୍ତ ବେଳେ ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ

ପୁରୀ: ପୁରୀ ଗସ୍ତରେ ଆସି ବିଚ ରାସ୍ତାରେ ହଟହଟା ହୋଇଛନ୍ତି ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ ରାସ୍ତା ମଝିରେ ଛାତ୍ର କଂଗ୍ରେସ ଘେରିଥିଲା । ଦଳୀୟ ପତାକା ଦେଖାଇବା ସହିତ କଳା ପତାକା…

କୋର୍ଟ ପରିସରରେ ବିଷ ପିଇଦେଲେ ମହିଳା ଓକିଲ

ବାଲେଶ୍ୱର: ଛାଡ଼ପତ୍ର ପାଇଁ ଦୀର୍ଘ ୧୧ ବର୍ଷ । ନିଜେ ଓକିଲ ହୋଇ ବି ହୋଇ ପାରିଲାନି ଛାଡ଼ପତ୍ର । ଶେଷରେ ବାଲେଶ୍ୱର ପରିବାର ଅଦାଲତରେ ବିଷ ପିଇଦେଲେ ମହିଳା ଓକିଲ ।  ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓକିଲ ଜଣକ ନିଜେ ନିଜ ଛାଡ଼ପତ୍ର ମାମଲା ଲଢ଼ୁଥିଲେ । ତେବେ ନ୍ୟାୟିକ ପ୍ରକ୍ରିୟାରେ…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ…

ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ଏବେ ବ୍ୟାକଫୁଟରେ ରାଜ୍ୟ ସରକାର ଓ ଅଡୁଆରେ ନିର୍ମାଣକାରୀ ସଂସ୍ଥା । ଗତ ଦୁଇଦିନ ତଳେ ହାଇକୋର୍ଟରେ ଏଏସଆଇ ତରଫରୁ ସତ୍ୟପାଠ ଦାଖଲ ହେବାପରେ ଏବେ ବେଆଇନ୍ ନିର୍ମାଣ ଉପରୁ ପରଦା ହଟିଛି । ଏଏସଆଇର ବିନା ଅନୁମତିରେ ନିଷେଧାଞ୍ଚଳରେ ନିର୍ମାଣ…

ବ୍ରଜରାଜନଗର ଉପନିର୍ବାଚନ, ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ କସରତ ଜୋରାଦାର । ଏହିକ୍ରମରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ ଅଳକା ମହାନ୍ତି । ବିଜେଡି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ କିଶୋର ମହାନ୍ତି ସ୍ତ୍ରୀ ଅଳକା ମହାନ୍ତି । ବୁଧବାର ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେଡି…

ଆନ୍ଧ୍ର ମୁହାଁ ଅସାନି: ପରୀକ୍ଷା ସ୍ଥଗିତ, ବିମାନ ଉଡାଣ ବାତିଲ

ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇଛି ଅସାନିି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୨୬୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା…