Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାଳଚେର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ

ଭୁବନେଶ୍ବର: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ…

[ଦେଖନ୍ତୁ ଭିଡିଓ] ଭାରସ୍ୟାମ ହରାଇ ଓଲଟିଲା ଯାତ୍ରାପାର୍ଟି ବସ୍, ୧୩ ଯାତ୍ରା କଳାକାର ଗୁରୁତର

ଢେଙ୍କାନାଳ  :  ମଦୁଆ ଡ୍ରାଇଭର ଓଲଟାଇ ଦେଲା ଯାତ୍ରାପାର୍ଟି ବସ । ଏହି ଦୁର୍ଘଟଣା ଫଳରେ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗଡ଼ପଳାଶୁଣି ରାସ୍ତାର ଜରଡ଼ା ଘାଟି ନିକଟରେ ଓଲଟିଲା ଯାତ୍ରାପାର୍ଟି ବସ ଜଗଦମ୍ବା । ୧୩ ଜଣ ଯାତ୍ରୀ ଗୁରୁତର ଆହତ…

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ପଢ଼ା ହେବ ବିପର୍ଯ୍ୟୟ ପରିଚାଳନା

ଭୁବନେଶ୍ୱର: ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି,…

ଦୁର୍ବଳ ହେଉଛି ବାତ୍ୟା ଅସାନି : ପ୍ରଭାବରେ ପାରାଦୀପରେ କୂଳ ଲଙ୍ଘୁଛି ସମୁଦ୍ର

ପାରାଦୀପ: ଦୁର୍ବଳ ହେଲା ବାତ୍ୟା ‘ଅସାନି’ । ଆଜି ସନ୍ଧ୍ୟାରେ ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଅସାନି’ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ…

ଅନଲାଇନ୍ ଟ୍ରେଡିଂ ନେଲା ଜୀବନ : ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡି ଜୀବନ ହାରିଲେ ଯୁବକ

ବାଲେଶ୍ୱର  : ଅନଲାଇନ୍ ଟ୍ରେଡିଂ ନେଲା ଜୀବନ । ଅନଲାଇନରେ ଅର୍ଥ କାରବାର କରି ଋଣ ଭାରରେ ବୁଡିଗଲେ ଯୁବକ । ଶେଷରେ ଚିଠି ଲେଖି ହାରିଲେ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସଦାସହି ଗାଁରେ । ଗାଁର ପୂର୍ଣ୍ଣଚନ୍ଦ୍ର ଦାସ ଋଣ ଭାରରେ ବୁଡିଯାଇ ମାନସିକ…

ରାଜଧାନୀରେ ଏନକାଉଣ୍ଟର୍: ଚକରାକୁ ଗୁଳି ଚୋଟ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ । ଗତକାଲି ରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧି-ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ…

ଦୁର୍ବଳ ପଡ଼ିଲା ଅସାନି, ଦୁଇ ଦିନ ପରେ ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଅସାନି ଦୁର୍ବଳ ହୋଇଛି । ପ୍ରଥମେ ଗଭୀର ଅବପାତ ଓ ଆଜି ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଆହୁରି ଦୁର୍ବଳ ପଡ଼ିବ । ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଡିପ୍ରେସନ୍ । ଗତକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିଲା ଅସାନି । ଏହାପରେ…

ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକଙ୍କର ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ଇଡି

ଭୁବନେଶ୍ୱର: ଖଣି ବ୍ୟବସାୟୀ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ଭିତରେ ରହିଛି ବ୍ୟାଙ୍କ ଜମା ଓ ଫିକ୍ସଡ ଡିପୋଜିଟ୍ । ଏଥିସହ ୬୯ ଲକ୍ଷ ଟଙ୍କାର ନଗଦ କ୍ୟାସକୁ ବି ସିଜ୍ କରିଛି । ୨୦ ଘଣ୍ଟାର ମାରାଥନ୍ ରେଡ୍ ପରେ…

ଅପରାଧମୁକ୍ତ ଭୁବନେଶ୍ବର ପ୍ରତି ପ୍ରାଥମିକତା: ଡିସିପି

ଭୁବନେଶ୍ୱର: ଆଉ ଚଳିବ ନାହିଁ ପୁଲିସକୁ ଚକମା ଦେଇ ବାହାରେ ବୁଲୁଥିବା ଅପରାଧୀଙ୍କ ଥାଟବାଟ । ଯେଉଁଠି ଥିଲେ ବି ଥାନାକୁ ଖୋଜି ଆଣିବ କମିଶନରେଟ ପୋଲିସ୍ । ଏଥିପାଇଁ ନୂଆ ଡିସିପି ପ୍ରତୀକ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସହରାଞ୍ଚଳ ପୁଲିସ ଅଧୀନରେ ଥିବା ୨୦୦୦ରୁ ଅଧିକ…

ଭେଦକୁ ଭେଦିଲେ ଅକଲ ଗୁଡୁମ !

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏବେ ଜୋର୍ ଧରିଛି ରାଜନୀତିକ ବୟାନବାଜି। ଉଠୁଛି, ପଡୁଛି ବିଜେପି-ବିଜେଡି ଲଢ଼େଇ । ରଥଯାତ୍ରା ପୂର୍ବରୁ ଆରମ୍ଭ ହୋଇଥିବା ଏହି ବୟାନବାଜି କିନ୍ତୁ ପୁରୀ ରାଜନୀତିକୁ ଗୋଳିଆ କରି ଦେଇଛି । ଗୋଳିଆ ହେବାର ପ୍ରମୁଖ କାରଣ ବିଧାୟକ ଜୟନ୍ତ ଷଡ଼ଙ୍ଗୀ…