Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ସମେତ ପାଞ୍ଚ ରାଜ୍ୟକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶା ସମେତ ୫ଟି ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ଲାଗି 'ଅରେଞ୍ଜ ଆଲର୍ଟ' ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଗୁରୁବାର ଏହି ଓ୍ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର. କେ. ଜେନାମଣି କହିଛନ୍ତି ଯେ, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା…

ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ

କଟକ: ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ 'ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର' ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ସ୍ୱେରେଜ କାମ ଶୀଘ୍ର ସାର

ଭୁବନେଶ୍ୱର: ରାଜ୍ୟର ମହାନଗର ଗୁଡ଼ିକରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପ ଶୀଘ୍ର ସାରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଓ ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ…

ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା : ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ୱ

ପୁରୀ :  ଏବେ ପର୍ଯ୍ୟଟକଙ୍କ ପାଇଁ କାଳ ସାଜିଛି ସମୁଦ୍ର । ପ୍ରଶାସନର ବେଫିକର ମନୋଭାବ ଯୋଗୁଁ ଗୋଟିଏ ପରେ ଗୋଟିଏ ଜୀବନକୁ ଗିଳି ଦେଉଛି ସମୁଦ୍ର। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। କିନ୍ତୁ ସମୁଦ୍ର ଗାଧୁଆ ଏବେ ଅସୁରକ୍ଷିତ ହୋଇପଡିଥିବାରୁ ପର୍ଯ୍ୟଟକ ମାନେ ଗାଧେଇବା ବେଳେ…

[ଦେଖନ୍ତୁ ଭିଡିଓ] ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା: ଗ୍ରୀଷ୍ମପ୍ରବାହରେ ବି ପରୀକ୍ଷା ସେଣ୍ଟରରେ ନାହିଁ କୌଣସି ବ୍ୟବସ୍ଥା

ଯାଜପୁର : ଆଜିଠାରୁ ଆରମ୍ଭ  ଯୁକ୍ତଦୁଇ ପରୀକ୍ଷା । ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯିବ । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯିବ । ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା…

[ଦେଖନ୍ତୁ ଭିଡିଓ] ବାହାଘର ପ୍ରସେନରେ ଜୀଅନ୍ତା ନାଗ ନେଇ ନାଚିବା ପଡ଼ିଲା ମହଙ୍ଗା,୫ ଅଟକ

ମୟୁରଭଞ୍ଜ  : ବାହାଘର ପ୍ରସେନରେ ଜୀଅନ୍ତା ନାଗନାଗୁଣୀ ନେଇ ନାଚିବା ପଡ଼ିଲା ମହଙ୍ଗା। ସାପ ଖେଳାଳି ସମେତ ୫ଜଣ ଅଟକ। ତା ସହିତ ସାପକୁ ଉଦ୍ଧାର କରିଛି ବନ ବିଭାଗ। ଭଲରେ ଦେଖନ୍ତୁ ଏହି ଦୃଶ୍ୟକୁ। ଏକ ବାହାଘର ପ୍ରସେସନରେ ନିରୀହ ଜୀବମାନଙ୍କୁ ଛାଡିଲାନି ମଣିଷ। ନିଜ ଆଭିଜାତ୍ୟ ଆଉ ମନୋରଞ୍ଜନ…

AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର

ଭୁବନେଶ୍ୱର: AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର । ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷାନୁଷ୍ଠାନ ଭାବେ ଏହି ପୁରସ୍କାର ମିଳିଛି । ଶିକ୍ଷାକ୍ଷେତ୍ରରେ ସାମଗ୍ରିକ ଉତ୍କର୍ଷତା ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ…

ତାତିରୁ ମିଳିବ ଟିକିଏ ଆଶ୍ୱସ୍ତି, ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ହିଟ-ୱେବରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ ଆଗାମୀ ୩ ଦିନ ପରେ ରାଜ୍ୟରେ କମିବ ତାପମାତ୍ରା । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେ ୧ ରୁ ୨ ମଧ୍ୟରେ ତାପମାତ୍ରା ଦିନ ବେଳା ୨ ଡିଗ୍ରୀ ଯାଏଁ କମିବ ବୋଲି ଆକଳନ କରିଛି ଆଞ୍ଚଳିକ…

ରାଜଧାନୀରେ ଲୋମଟାଙ୍କୁରା ଘଟଣା, ଛୁଆକୁ ହତ୍ୟା କରି ଝୁଲିପଡିଲେ ବାପ ଓ ମା

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା ୩ ମୃତଦେହ । ୧୫ମାସର ଶିଶୁ କନ୍ୟାକୁ ହତ୍ୟା ପରେ ଝୁଲି ପଡିଲେ ବାପା ଓ ମା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ପ୍ଲଟ ନମ୍ପର ୧୫୦୮ରେ ଦେଖିବାକୁ ମିଳିଛି ଏପରି ଘଟଣା। ବୁଧବାର ରାତି ପ୍ରାୟ ୯ଟା ୩୦ସମୟର ତିନି ମୃତ ଦେହକୁ ଜବତ ପରେ…

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢୁଛି । ଖାସ କରି ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢୁଛି । ଏହାକୁ ନଜରରେ ରଖି ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ରାଜ୍ୟରେ ଏବେ ପିଜିଟିଭିଟି ୨୦ ତଳେ ରହିଛି । ହସ୍ପିଟାଲାଇଜେସନ ନାହିଁ ବୋଲି…