Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏସପି ତ୍ରିନାଥ ମିଶ୍ର ଦୁର୍ନୀତିଖୋର ବ୍ୟକ୍ତି ବୋଲି କୋର୍ଟ ଆଗରେ ପ୍ରମାଣ ଦେଇପାରିଲାନି ଭିଜିଲାନ୍ସ

କଟକ: ପ୍ରାୟତଃ ଏବେ ନିତିଦିନିଆ ଖବର ପାଲଟି ଗଲାଣି ଭିଜିଲାନ୍ସ ଟିମର ରେଡ୍ । ବିଭିନ୍ନ ଲୋକଙ୍କ ଘରେ ରେଡ୍ କରି ସେମାନେ ଆୟ କରିଥିବା ବେଆଇନ ସମ୍ପତ୍ତିର ପର୍ଦ୍ଦାଫାଶ କରୁଛି ବୋଲି ଭିଜିଲାନ୍ସ କହୁଛି । କିନ୍ତୁ ପରିତାପର ବିଷୟ ଭିଜିଲାନ୍ସ ଏପରି କରି କେବଳ ନିଜର ଭାବମୂର୍ତି ସଜାଡିବାକୁ…

ଓମଫେଡ୍ କ୍ଷୀର ହେଲା ମହଙ୍ଗା, ୨୧ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର: ଓମଫେଡ୍ କ୍ଷୀରର ଦାମ ବଢ଼ିଲା । ଲିଟର ପିଛା ୨ ଟଙ୍କା ବଢାଇବାକୁ ଓମଫେଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବଜାରରେ ଏବେ ୫୦୦ ଗ୍ରାମ କ୍ଷୀରର ଦାମ ୨୩ ଟଙ୍କା ରହିଛି । ନୂଆ ଦର ଅନୁଯାୟୀ ୨୧ ତାରିଖରୁ ଏହି କ୍ଷୀରର ଦାମ ୨୪ ଟଙ୍କା ହୋଇଯିବ । କୃଷକଙ୍କ ମୂଲ୍ୟ ବୃଦ୍ଧି,…

ଆସନ୍ତା ୨୦ରୁ କଡ଼ାକଡ଼ି ଚେକିଂ ହେବ ସ୍କୁଲ ଯାନବାହନ

ଭୁବନେଶ୍ୱର: ଆସନ୍ତା ୨୦ରୁ କଡ଼ାକଡ଼ି ହେବ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ଯାନବାହାନ ଚେକିଂ। ୨୦ରୁ ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ। ଗାଡ଼ିରେ…

ଡବ୍ଲ୍ୟୁଓଡିସି ବିଧାୟକ ପାଣ୍ଠି ୫କୋଟି ହେଉ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ରେ ଥିବା ୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରାଶିକୁ ବୃଦ୍ଧି କରାଯାଉ। ଏଥିପାଇଁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଯେ, ଡବ୍ଲ୍ୟୁଓଡିସି…

କେଉଁଝର ଜିଲ୍ଲାପାଳଙ୍କୁ ୱାରେଣ୍ଟ ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: ସୋମବାର ହାଇକୋର୍ଟ କେଉଁଝର ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଜନଜାତି କମିଶନ ଜାରି କରିଥିବା ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜଷ୍ଟିସ୍ ରଥ ଦର୍ଶାଇଛନ୍ତି ଯେ, କମିଶନ ନିୟମ-୨୦୨୧ ଅନୁଯାୟୀ ତାଙ୍କ ପରିଧି ବାହାରେ କ୍ଷମତା…

କଲେଜ ପିଲାଙ୍କ ଖରା ଛୁଟି ମାତ୍ର ୧୬ ଦିନ; ଶୀଘ୍ର କୋର୍ସ ସାରିବାକୁ ନିର୍ଦ୍ଦେଶ

ଭୁୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖରା ଦିନିଆ ଛୁଟିକୁ କମେଇ ଦେଇଛନ୍ତି । କେବଳ ଜୁନ୍୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଛୁଟି ମିଳିଛି । କରୋନା ମହାମାରୀ ପାଇଁ ଲମ୍ବା ସମୟ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଲମ୍ବା ସମୟ ଧରି ବନ୍ଦ ରହିଥିଲା । ଏହି ସମୟରେ…

ବିଶ୍ୱ ଐତିହ୍ୟ ଦିବସରେ ସରକାରଙ୍କୁ ଐତିହ୍ୟ ରକ୍ଷା ଦିଗରେ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କଲା ଜଗନ୍ନାଥ ସେନା

ପୁରୀ : ବିଶ୍ୱ ଐତିହ୍ୟ ଦିବସରେ ଶ୍ରୀମନ୍ଦିର ଏତିହ୍ୟ ସୁରକ୍ଷା ଦିଗରେ ସ୍ୱର ଉଠାଇଲା  ଜଗନ୍ନାଥ ସେନା । ପୁରାତନ ଐତିହ୍ୟ ଓ କୀର୍ତ୍ତିରାଜିକୁ ସଂରକ୍ଷଣ ଓ ପ୍ରସାର କରିବା ଏହି ଦିବସର ମହାନ ଉଦ୍ଦେଶ୍ୟ ।  । ବିଗତ କିଛିଦିନ ହେବ ଓଡିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରକୁ ବିପଦରେ ପକାଇ ଚାଲିଛି…

[ଭିଡିଓ] ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ପୁରୀ : ଓଡିଶା ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି । ଆରପାରିକୁ ଚାଲିଯାଇଛନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷ ହୋଇଛି ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ।ବଡପୁଅ ମହାଦୀପ କର ପ୍ରଫୁଲ୍ଲ କରଙ୍କୁ ମୁଖାଗ୍ନୀ ଦେଇଥିଲେ । ଶେଷ କୃତ୍ୟ ସମୟରେ ସାନ…

ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ଆଲୋଚନା ସଫଳ , ତିନି ମାସ ଭିତରେ ଦାବି ପୁରଣ ହେବ

ଭୁବନେଶ୍ୱର : ବିଭିନ୍ନ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ଆସୋସିଏସନ୍ ସହ ସରକାର ଆଲୋଚନା କରିଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛି ସଂଘ । ଏହି ଆଲୋଚନା ସଫଳ ହୋଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭର ମାନଙ୍କ ଦାବି ଓ…

[ଦେଖନ୍ତୁ ଭିଡିଓ] ଅଫେରା ରାଇଜରେ କମଳ ଦେଶର ରାଜକୁମାର ମଉଡ଼ମଣି ପ୍ରଫୁଲ୍ଲ କର

ଭୁବନେଶ୍ବର: ଆଉ ଶୁଣିବାକୁ ମିଳିବନି ‘କମଳ ଦେଶ ରାଜକୁମାର ମୁଁ ହାତରେ ପୁଷ୍ପଧନୁ…’। ନିଜର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲକ୍ଷେ ରାଜାର ମଉଡ଼ମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ତାଙ୍କ ନିଧନରେ ଓଡ଼ିଶା ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଦୀର୍ଘ ୬…