Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୌର ନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ମତଦାନ

 ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟରେ ସରିଲା ପ୍ରଚାର । ୨୪ ତାରିଖ ଗୁରୁବାର ଭୋଟ ଗ୍ରହଣ ହେବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରାର୍ଥୀମାନେ ସନ୍ଧ୍ୟା ୫ଟି ସୁଦ୍ଧା ପ୍ରଚାର ଶେଷ କରିଛନ୍ତି ।ରାଜ୍ୟରେ ୫୯ଟି ବିଜ୍ଞପିତ ପରିଷଦ , ୪୭ଟି ପୌର ପରିଷଦ ଏବଂ ୩ଟି…

ପୌର ନିର୍ବାଚନକୁ ହିଂସାମୁକ୍ତ କରିବା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ୱର  : ସରିଲା ପ୍ରଚାର ।  କାଲି ପୌର ନିର୍ବାଚନ ପାଇଁ  ଭୋଟ ହେବ । ଭୋଟିଂକୁ ଅବାଧ ହିଂସାମୁକ୍ତ କରିବାକୁ କମିଶନରେଟ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରସ୍ତୁତି ଜୋରସୋରରେ କରିଛି । ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ରିହାଲର୍ସଲ କରାଯାଇଛି । ଚଳିତ ପୌର ନିର୍ବାଚନରେ ୫୦ ପ୍ଲାଟୁନ ଫୋର୍ସ…

ପୌର ନିର୍ବାଚନ ପାଇଁ ଖୋର୍ଦ୍ଧାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ଖୋର୍ଦ୍ଧା  : ଆସନ୍ତାକାଲି ପୌର ନିର୍ବାଚନ ପାଇଁ ବନ୍ଦ ରହିବ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାନୁଷ୍ଠାନ । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ସ୍କୁଲ ଏବଂ କଲେଜ ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଆସନ୍ତାକାଲି ପୌର…

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ:  ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର…

ବିଧାୟକ ପ୍ରଶାନ୍ତଙ୍କ ଗାଡ଼ି ନମ୍ବର ବଦଳାଗଲା ନା ପୂର୍ବରୁ ବଦଳାଯାଇଥିଲା

ଭୁବନେଶ୍ୱର: ଗିରଫ ହୋଇ ବାଣପୁର ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହେବ ବୋଲି ସୂଚନା ରହିଛି । ଯେଉଁ ଗାଡି ବ୍ୟବହାର କରୁଥିଲେ ବିଧାୟକ ସେଥିରେ ଲାଗିଥିବା ଗାଡି ନମ୍ବର ଆଉ ଗୋଟିଏ ଗାଡିର । ସେହି ଗାଡିଟି ହ୍ୟୁଣ୍ଡାଇ କ୍ରେଟାର ଏବଂ…

ଜାମିନ୍ ଖାରଜ, ବାଣପୁର ଜେଲରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଣପୁର: ଖାରଜ ହେଲା ଜାମିନ୍, ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଜିଲ୍ଲା ଦୌରା ଜଜ କୋର୍ଟରୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର କୋର୍ଟରେ ହାଜର କରାଯାଇଥିଲା । ରାତି ୯ଟା ୧୦ ମିନିଟରେ ହାଜର ହେବା…

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ: ୪ ମୃତ, ୪ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ତିନି ଭାଇ ଏବଂ ଜଣେ ପୁତୁରାର ଜୀବନ । ବିଳମ୍ବିତ ରାତିରେ ଗଞ୍ଜାମ ଶେରଗଡ ବ୍ଲକର ହିଞ୍ଜିଳି ଥାନା ନିକଟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଚାରି ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ହସ୍ପିଟାଲରେ…

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ, ବହି ପଢ଼ା ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସୁନ୍ଦରଗଡ଼: କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏହି ଅଭିଯାନ…

ସରିଗଲା ପ୍ରଚାର, ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍

ଭୁବନେଶ୍ୱର: ମହାନଗର ନିଗମ ଏବଂ ପୌର ନିର୍ବାଚନ ପାଇଁ ପ୍ରଚାର ସରିଗଲା କିନ୍ତୁ ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍ ନେତା । ପଞ୍ଚାୟତ ନିର୍ବାଚନର ପରାଜୟ ପରେ ବିଜେପି ମହାନଗର ଏବଂ ପୌର ନିର୍ବାଚନ ଉପରେ ଜୋରଦାର ଫୋକସ କରିବ ଏବଂ ପଞ୍ଚାୟତ ନିର୍ବାଚନର ଭୁଲରୁ ଶିକ୍ଷାଲାଭ କରି ଶାସକ…

ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ, ସନ୍ଦେହ ଘେରରେ ଡକ୍ଟରେଟ ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର: ସରିଛି ପ୍ରଚାର, ଏବେ ଅନ୍ଧାରି ବିଜେର ସମୟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପଡିବ ଭୋଟ୍ । କିନ୍ତୁ ପ୍ରଚାର ବେଳେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ଶିକ୍ଷାଗତ ଯୋଗ୍ୟତା ଏବେ ସନ୍ଦେହ ଘେରକୁ ଆସିଛି । ସୁନୀତି ତାଙ୍କ ନାଁ ପୂର୍ବରୁ…