Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡିଓ] ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନମିଳିଲେ ଆନ୍ଦୋଳନ ତୀବ୍ର ହେବ : ସୁରଥ ବିଶ୍ୱାଳ

ଭୁବନେଶ୍ୱର: ସବୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଓଡିଶାରେ ତାହା ଦିଆଯାଉନାହିଁ ।ଡାକ୍ତରୀ ଶିକ୍ଷାରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ କେନ୍ଦ୍ର ସରକାର ନିଷ୍ପତି ନେବା ପରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଏହି ନିଷ୍ପତିକୁ ମୋହର…

[ଭିଡିଓ] ଚର୍ଚ୍ଚାରେ କଟକ ପୁଅ, ସ୍କ୍ରାପ୍ ମ୍ୟାଟେରିଆଲରୁ ନିର୍ମାଣ କଲେ ସ୍ପୋର୍ଟସ୍ କାର୍

କଟକ: ଚର୍ଚ୍ଚାରେ କଟକ ପୁଅ ସୁଶାନ୍ତ ରାଉତ । ଜଣେ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିଲେ ହେଁ ନିଶା ତାଙ୍କର କାର ନିର୍ମାଣ କରିବା । ହେଲେ କୌଣସି କମ୍ପାନୀ କିମ୍ବା ଗ୍ୟାରେଜ ସହ ସେ ଜଡିତ ନୁହେଁ । ବରଂ ସ୍କ୍ରାପ୍ ମ୍ୟାଟେରିଆଲରୁ ସେ ଏକ ସ୍ପୋର୍ଟସ୍ କାର୍ ପ୍ରସ୍ତୁତ କରି ଚର୍ଚ୍ଚା ସାଉଣ୍ଟିଛନ୍ତି…

ଅପରେସନ ପରେ ବି କିଛି ଖାଉନି ହାତୀ ଛୁଆ

ଢେଙ୍କାନାଳ : ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ଛୁଆ ।ଢେଙ୍କାନାଳରେ ପାଟିରେ ବୋମା ଫୁଟିଥିବା ହାତୀ ଛୁଆ କିଛି ବି ଖାଇ ପାରୁନି । ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତର ହାତୀ ଛୁଆର ଅପରେସନ କରିଥିଲେ । ହେଲେ ହାତୀ ଛୁଆ କିଛି ବି ଖାଉନଥିବାରୁ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛିା ସୂଚନା…

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ , ଜଣେ ମୃତ

ଗଞ୍ଜାମ :ଗଞ୍ଜାମ ପୁରଷୋତ୍ତୋମପୁରରେ ଗୁଳିମାଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଲିମାଡ ହୋଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ପୋଲସରା ରାମ୍ପୁଡି ଗାଁ ଠାରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗୁଳିମାଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି କାର୍ତ୍ତିକ ଶବର । ଗୁଳିମାଡ…

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇପାରେ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ । ହେଲେ ଅନ୍ୟ ରାଜ୍ୟ ଗୁଡିକ ଓ ମେଟ୍ରୋ ସିଟି ଗୁଡିକରେ ଗୋଷ୍ଠୀ ସଂକ୍ରମଣ ରହିଛି ବୋଲି…

ସରକାରୀ ବାବୁଙ୍କୁ ମାଡ ମାରି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ

ଭୁବନେଶ୍ୱର: ସରକାରୀ ବାବୁଙ୍କୁ ମାଡ ମାରି ଅଡୁଆରେ କେନ୍ଦ୍ର ମନ୍ତ୍ରୀ । ସରକାରୀ ଅଫିସରଙ୍କୁ ମାଡ ମାରିବା ଅଭିଯୋଗରେ ପ୍ରଥମେ ଥାନାରେ ମାମଲା ଆଉ ଏବେ ତାଙ୍କ ବହିଷ୍କାର ଦାବି ଜୋର ଧରିଛି । ଏ ନେଇ ଆଜି ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି । ଗତ ୨୧…

ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗ , ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର :ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା କଂଗ୍ରେସ । ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ଆଜି ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ । ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଚଂଚକତା କରି ଅନୁସୂଚିତ ଜାତି ପାଇଁ…

ଭୁବନେଶ୍ୱରରେ ସୁଧୁରିଛି କରୋନା ସଂକ୍ରମଣ ସ୍ଥିତି, ତଥାପି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି ନୋଡ଼ାଲ ଅଧିକାରୀ ଶୁଭେନ୍ଦୁ କୁମାର ଦାସ । ସେ କହିଛନ୍ତି, ରାଜଧାନୀରେ ସ୍ଥିତି ସୁଧୁରୁଛି । ଏବେବି ସତର୍କ ରହିବାକୁ ପଡ଼ିବ । ଭୁବନେଶ୍ୱରରେ ଚାରୋଟି ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଓ ଦୁଇଟି କୋଭିଡ଼ କେୟାର…

[ଭିଡ଼ିଓ] ଚାଷୀଙ୍କ ପାଇଁ ବାଧକ ସାଜିଛି ରେଳ ଧାରଣା

କାମାକ୍ଷାନଗର: ଚାଷୀଙ୍କ ପାଇଁ କାଳ ସାଜିଛି ରେଳ ଧାରଣା । ତାଳଚେର ଓ ଡ଼ୁବୁରୀ ମଧ୍ୟରେ ଚାଲିଥିବ। ରେଳପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି ।  କାମାକ୍ଷାନଗର ବ୍ଲକ ବଡସୁଆଁଳ ହାଟୁଆରି ଗ୍ରାମର ପ୍ରାୟ ଶହଶହ ଏକର ଜମି ରେଳଧାରଣା ଅପରପାର୍ଶ୍ୱରେ ରହିଅଛି । କିନ୍ତୁ ଜମିକୁ ଯିବା ପାଇଁ…

ସିଲ ହେଲା ଢ଼େଙ୍କାନାଳ ସିଭିଲ କୋର୍ଟ,୧୦ଜଣ କର୍ମଚାରୀ କରୋନା ପଜିଟିଭ

ଢ଼େଙ୍କାନାଳ: ମାଇକ୍ରୋ କଣ୍ଟେନମେଣ୍ଟ ସହ ସିଲ ହେଲା ଢ଼େଙ୍କାନାଳ ଜିଲ୍ଲା ସିଭିଲ କୋର୍ଟ । ୭୨ଘଣ୍ଟା ପାଇଁ ସିଲ୍ କଲା ପୌର ପ୍ରଶାସନ । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ, କୋର୍ଟର ୧୦ରୁ ଅଧିକ କର୍ମଚାରୀ କରୋନାରେ…