Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକରୁ ପୁଣି ଧରା ହେଲା ଧଳା ଜହର । ବାଲିଯାତ୍ରା ପଡ଼ିଆ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କମିସନରେଟ୍ ପୋଲିସ ସୂଚନା ଦିଆଯାଇଛି । ବ୍ରାଉନସୁଗାର୍ କାରବାର ଘଟଣାରେ ବାପା ପବିତ୍ର ମହାନ୍ତି ଓ…

ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ବଡ଼ ଧରଣର ପଜିଟିଭ୍ ସଂଖ୍ୟାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଲାଣି । ସବୁଠୁ ଅଧିକ ଚିନ୍ତା ଏବେ ରାଜଧାନୀ ଭୁବନେଶ୍ବରକୁ ଘାରିଛି । ଅଧିକାଂଶ ଆକ୍ରାନ୍ତ ଭୁବନେଶ୍ବରରୁ ଚିହ୍ନଟ…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ । ମହାରାଷ୍ଟ୍ରର ପୁଣେସ୍ଥିତ ଏମଆଇଟି ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ୍ ଉପାଧି ଓ ଶ୍ରୀ ସରସ୍ବତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଦାନ…

[ଭିଡ଼ିଓ] ଉଦ୍ଧାର ୨୦ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ

ପାରାଦ୍ଵୀପ : ପାରାଦ୍ଵୀପରୁ ବଙ୍ଗଳାଦେଶୀ ବୋଟ୍ ଓ ୨୦ ମତ୍ସ୍ୟଜୀବୀ ଉଦ୍ଧାର ଘଟଣା । ଘଟଣାରେ ସମସ୍ତ ୨୦ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡଙ୍କୁ ହସ୍ତାନ୍ତର କଲା ଭାରତୀୟ କୋଷ୍ଟଗାର୍ଡ । ଗତ ଡ଼ିସେମ୍ବର ୨୬ ତାରିଖରେ ସେମାନଙ୍କୁ  ଉଦ୍ଧାର କରିଥିଲେ ପାରାଦ୍ଵୀପର ମତ୍ସ୍ୟଜୀବୀ । ବୋଟ୍ ଖରାପ…

ବାଲେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ବାଲେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ଜଣ କୋଭିଡ଼୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୧୨୩ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।…

ଭୁୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ । ବିଏମସି ପକ୍ଷରୁ ଭୁବନେଶ୍ୱର ଦକ୍ଷିଣ ପୂର୍ବ ଜୋନର ଏହି ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । କଣ୍ଟେନମେଣ୍ଟ…

ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟାରେ ଯୋଗଦେବେ ବଲିଉଡ୍‌ ଗୀତିକାର ସମୀର

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ଲିଖିତ ଓ ନିର୍ଦ୍ଦେଶିତ ୮ଟି ମନଛୁଆଁ ଗଜଲଧର୍ମୀ ସଂଗୀତକୁ ନେଇ ଓଡ଼ିଆ ମିଡିଆ ପକ୍ଷରୁ ଆସନ୍ତା ୧୦ ତାରିଖରେ ଆୟୋଜିତ ହେଉଛି "ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟା ୨୦୨୨"। ରବୀନ୍ଦ୍ର ମଣ୍ଡପ ପରିସରରେ ଆୟାଜିତ ହେବାକୁ ଥିବା…

ଘରୋଇ ଇଞ୍ଜିନିୟରିଂ କଲେଜରୁ ୪୬ ଛାତ୍ର କରୋନା ପଜିଟିଭ୍

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜରେ କରୋନା ବିସ୍ଫୋରଣ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏକାଥରକେ ୪୬ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୩ଶହ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ…

[ଭିଡ଼ିଓ]ଅଟୋ ଚାଳକଙ୍କ ମହାନତା, ପର୍ଯ୍ୟଟକଙ୍କୁ ଫେରାଇଲେ ହଜିଯାଇଥିବା ଟଙ୍କା

ପୁରୀ: ଅଟୋ ଚାଳକଙ୍କ ମହାନତା । ପର୍ଯ୍ୟଟକଙ୍କୁ ଫେରାଇଲେ ତାଙ୍କ ହଜିଯାଇଥିବା ଟଙ୍କା । ଏହିପରି ମାନବିକତାର ଚିତ୍ର ଆସିଛି ପୁରୀ ଜିଲ୍ଲାର ଦକ୍ଷିଣ ଦ୍ୱାର ପଟେ ଥିବା ଅଟୋ ଚାଳକ ସଂଘଙ୍କ ନିକଟରୁ । ଅଟୋ ଷ୍ଟାଣ୍ଡର ତନ୍ମୟ ସେଠୀ ଓ ଅନୁରାଧା ସାମନ୍ତରାୟ ଲୋଭର ବଶବର୍ତ୍ତୀ ନହୋଇ ଟଙ୍କା ଫେରାଇ…

[ଭିଡ଼ିଓ] ଦୁର୍ବଳ ଡ୍ୟାମ୍ ଯୋଗୁ ଏକର ଏକର ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ନୂଆପଡ଼ା: ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ନୂଆପଡ଼ା ଖଡ଼ିଆଳ ବଡ଼ମହେଶ୍ୱର ଚାଷୀ ଚିନ୍ତାରେ । ଦୁର୍ବଳ ତିଖାଲି ଡ୍ୟାମ୍ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଗୁ ଏକର ଏକର ଡାଲି ଜାତୀୟ ଫସଲ ନଷ୍ଟ ହୋଇଯାଇଛି । ନିମ୍ନମାନର କାମ ଯୋଗୁ କେନାଲ ଭାଙ୍ଗି ସବୁ ପାଣି ଚାଷ ଜମିରେ ପଶି ସମସ୍ତ ଫସଲ ନଷ୍ଟ ହୋଇଛି…