Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା : ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କଲା ଦନ୍ତା । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ବସ୍‌ରେ ଥିବା ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବସକୁ ହାତୀର ଆକ୍ରମଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ…

ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ତଥା ପୂର୍ବତନ ଜାତୀୟ କରାଟେ ଚାମ୍ପିୟନ ଡ. ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି । ଡ. ମହାନ୍ତି ଟିମ୍ କଟାରେ ଚାମ୍ପିୟନ ହେବା ସହ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଫାଇଟିଙ୍ଗରେ ଜାତୀୟ…

ଏମ୍‌କେସିଏ କ୍ୟାରମ୍‌: ଗୌତମ ସିଙ୍ଗଲ୍ସ, ଦାଦୁ-ବାପି ଡବଲ୍ସ ଚାମ୍ପିୟନ

ଭୁବନେଶ୍ବର: ମାକାଳିଆଶନୀ କ୍ୟାରମ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ଏମ୍‌କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି । ଏହି ତିନି ଦିନିଆ ପ୍ରତିଯୋଗିତାର ସିଙ୍ଗଲ୍ସରେ କଣାସର ଗୌତମପ୍ରସାଦ ଭୋଳ ଚାମ୍ପିୟନ ହୋଇଥିଲା ବେଳେ ଗଙ୍ଗା ଯମୁନା ପୁରୁଣା ଭୁବନେଶ୍ବରର…

ଭୁବନେଶ୍ବରର ପୁଣି ୬ଟି ଜାଗାରେ ଲାଗିଲା କଣ୍ଟେନମେଣ୍ଟ କଟକଣା

ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ କରୋନା । ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଏବେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଟକଣା ଲାଗାଇଛି ବିଏମସି । ଆଜି ଆଉ ସ୍ଥାନକୁ କଣ୍ଟେନମେଣ୍ଟ…

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା’ ଉପରେ ହିତାଧିକାରୀ ପରାମର୍ଶ ବୈଠକ

ଭୁବନେଶ୍ବର : ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଏବଂ ୟୁଏନଡିପି ସହଯୋଗରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା' ଉପରେ ଏକ ହିତାଧିକାରୀ ପରାମର୍ଶ ବୈଠକ ଆୟୋଜିତ ହୋଇଛି । ସମସ୍ତ ହିତାଧିକାରୀଙ୍କ ଠାରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଥିବା ଆହ୍ବାନ ଏବଂ ସୁଯୋଗ…

କରୋନା ମହାମାରୀରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୭ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ ଅଛନ୍ତି । ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର…

[ଭିଡ଼ିଓ] ତୋର ନାଲିକୁ ମୋର କଳା : ଉପାନ୍ତ ଇଲାକାରେ ପରମ୍ପରା ନାଁରେ ଜମୁଛି ଜୁଆ ଆଡ୍ଡା

ମାଲକାନଗିରି: ତୋର ନାଲିକୁ ମୋର କଳା କୁକୁଡା, ଗଞ୍ଜା ଗୋଡରେ ବାନ୍ଦେ ଛୁରି ଆଉ ହାତରେ ଧରେ ଟଙ୍କା ଆ ଏଥର ଲଢେଇ କରିବା ଆଉ କିଏ ବାଜି ମାରୁଛି ତାହା ଦେଖିବା । ଏମିତି କିଛି ନିଆରା ଢଙ୍ଗରେ କୁକୁଡା ଲଢେଇକୁ ନେଇ ମାଲକାନଗିରି ଜିଲ୍ଲାରେ ଚାଲିଛି ଜୁଆ ଖେଳ । ତେବେ ୧୦ କି ୨୦ ଟଙ୍କାରେ ଏଇଠି…

ଜେଏସଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ପାନବରଜ ସାଙ୍ଗକୁ ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଜଗତସିଂହପୁର : ପ୍ରସ୍ତାବିତ ଜେଏଡବ୍ଲୁ ପ୍ରକଳ୍ପ ପାଇଁ ଜୋରସେରରେ ଆଗଉଛି କାମ । ଏରସମା ତହସିଲ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ ଜେଏସଡବ୍ଲୁର ପ୍ରକଳ୍ପ କାର୍ଯ୍ୟରେ ହେଉଛି ଅଗ୍ରଗତି । ପ୍ରକଳ୍ପ ପାଇଁ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ…

କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓ ସଂକ୍ରମିତ ଲୋକଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଲୋକସଭା ଭବନରେ ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ପ୍ରାଥମିକ ସ୍ତରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରିବାକୁ ସେ…

କାଲିଠାରୁ ମିଳିବ ବୁଷ୍ଟର ଡୋଜ୍, କେମିତି କରିବେ ପଞ୍ଜିକରଣ?

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୦ (ସୋମବାର)ରୁ ପୁରା ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ । ବୁଷ୍ଟର ଡୋଜକୁ ପ୍ରିକସନରୀ ଡୋଜ୍ ମଧ୍ୟ କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହି ଡୋଜକୁ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଏବଂ ୬୦ ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ ଦିଆଯିବ ବୋଲି କେନ୍ଦ୍ର…