Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍‌ସ ଭୁବନେଶ୍ବର ମନୋନୀତ

ଭୁବନେଶ୍ବର : ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ପରୀକ୍ଷଣ ପାଇଁ ଏକ ବିକାଶନ୍ମୋଖୀ କେନ୍ଦ୍ର ଭାବରେ ଏମ୍‌ସ ଭୁବନେଶ୍ବରକୁ ମନୋନୀତ କରାଯାଇଛି । ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିଏମଆର ପକ୍ଷରୁ ଏମ୍‌ସ…

ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂଶଲ

କଟକ : ଓଡିଶା ପୋଲିସର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁନୀଲ କୁମାର ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୭ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ଆଜି ଡିଜିପି…

ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ୦୧.୦୭.୨୦୨୧ରୁ ପିଛିଲା ଭାବରେ ଲାଗୁ ହେବ…

ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ନୂଆ ଗାଇଡଲାଇନ, ଜଗିବେ ୯ ପ୍ଲାଟୁନ ଫୋର୍ସ

ପୁରୀ : ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ନୂଆ ଗାଇଡଲାଇନ । ପୁରୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ କଡ଼ାକଡ଼ି ହେବ ପାଟ୍ରୋଲିଂ । କୋଭିଡ ଗାଇଡଲାଇନ ଅନୁସାରେ ହେବନି ଭିଡ଼ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ବେଳେ, ଆସନ୍ତାକାଲି ପତିତପାବନ ଦର୍ଶନ ପାଇଁ ବ୍ୟବସ୍ଥା ହେଉଛି । ଏହାସହ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ସପ୍ତମ ବେତନ କମିଶନର ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା…

ବାଲୁକା ଚିତ୍ରକଳାରେ ନୂଆବର୍ଷର ଶୁଭେଚ୍ଛା ଜଣେଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା ଚିତ୍ରକଳାରେ ନୂଆବର୍ଷର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଶାଳ ବାଲୁକା ଚିତ୍ରକଳା କରି ସାରା ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। । ଚଳିତ ବର୍ଷ ବାଲୁକା ଚିତ୍ରକଳାରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି…

ଜେ ଏସ ଡବ୍ଲୁ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱ ପ୍ରଦାନ

ପାରାଦୀପ : ଜେ ଏସ ଡ ବ୍ଲୁ କମ୍ପାନୀ ପକ୍ଷରୁ ପ୍ରକଳ୍ପ ପୂର୍ବରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇଛି । । ପାରାଦୀପ ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡଃ ବ୍ଲୁ କମ୍ପାନୀ ପାଇଁ…

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଯବାନ ଗୁରୁତର ଅନେକ ମାଓବାଦୀ ନିହତ ସୂଚନା

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ।ଅନେକ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିରେ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି ।ସୁକମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ପାଲଚାଲମା ଜଙ୍ଗଲରେ ମାଓ…

ନୂଆବର୍ଷରେ ଫୁଲତୋଡା ଦେଇ ଶୁଭେଚ୍ଛା ମନା , ସରକାରୀ କର୍ମଚାରୀ ଏକାଠି ହେବାକୁ ବାରଣ

ଭୁବନେଶ୍ୱର : ଓମିକ୍ରୟ ଭୟ ନେଇ ନୂଆ ବର୍ଷ ପାଇଁ କଟକଣା ଜାରି । ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଇଁ କୌଣସି କର୍ମଚାରୀ ଏକାଠି ହେବା ନେଇ ମନା କରାଯାଇଛି । କୌଣସି ଅଧିକାରୀଙ୍କୁ ନୂଆ ବର୍ଷ ପାଇଁ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇବା ପାଇଁ ବାରଣ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ…

ନାଇଟ୍ କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସରକାରଙ୍କ ତରଫରୁ କଟକଣା କରାଯାଇଛି । ହେଲେ ନାଇଟ୍ କର୍ଫ୍ୟୁବେଳେ ବାଦ୍ ପଡ଼ିବ ଜରୁରୀ ସେବା । ନାଇଟ୍ କର୍ଫ୍ୟୁ କଟକଣାରୁ କିଛି ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ…