Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଇଟ୍ କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସରକାରଙ୍କ ତରଫରୁ କଟକଣା କରାଯାଇଛି । ହେଲେ ନାଇଟ୍ କର୍ଫ୍ୟୁବେଳେ ବାଦ୍ ପଡ଼ିବ ଜରୁରୀ ସେବା । ନାଇଟ୍ କର୍ଫ୍ୟୁ କଟକଣାରୁ କିଛି ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ…

ନୂଆବର୍ଷ ପାଇଁ ଅଲାରନାଥ ଓ ବାଲି ହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି

ବ୍ରହ୍ମଗିରି : ଓମିକ୍ରନ ଭୟ ସହ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବେ ସମସ୍ତ ଧାର୍ମିକଅନୁଷ୍ଠାନ ଗୁଡିକରେ କଟକଣା ଜାରି କରାଯାଇଛି । ଏଥିସହ ନୂଆ ବର୍ଷରେ ଜନଗହଳିକୁ ରୋକିବା ପାଇଁ ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଅଲାରନାଥ ଓ ବାଲିହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି କରାଯାଇଛି । ନୂଆ ବର୍ଷରେ…

କୋଭିଡ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ: କମିଶନରେଟ୍ ପୋଲିସ

ଭୁବନେଶ୍ୱର: ପୋଲିସ କମିଶନରଙ୍କ କଡ଼ା ଚେତାବନୀ । ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । କୋଭିଡ ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହିଭଳି ଚେତାବନୀ ଦେଇଛନ୍ତି ଦ୍ୱୈତ ନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏହାକୁ…

ମୁଣ୍ଡେଇଲୋ ଗାଁରେ ହାତୀପଲଙ୍କ ତାଣ୍ଡବ, ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଢେଙ୍କାନାଳ : ତାଣ୍ଡବ ରଚୁଛନ୍ତି ହାତୀ । ନଷ୍ଟ କରୁଛନ୍ତି ଏକର ଏକର ଫସଲ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ଅନ୍ତର୍ଗତ ମୁଣ୍ଡେଇଲୋ ଗାଁର ହାତୀ ପଲ୍ଲ ତାଣ୍ଡବ ଖେଳାଉଛନ୍ତି ।ଫଳରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ…

୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ମିଳିବ ଘର

ଭୁବନେଶ୍ୱର: ଜାଗା ମିଶନର ଏଣିକି ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କ ମିଳିବ ଘର। ଏସମ୍ପର୍କିତ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍।  ୫ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ଲୋକଙ୍କ ଲାଗି ଜାଗା ମିସନ୍ ଯୋଜନା କାର୍ଯ୍ୟକାରୀ କରାଯିବା…

[ଭିଡିଓ]ଅଦିନିଆ ବର୍ଷା ଓ କୁଆପଥର ମାଡ: ନଷ୍ଟ ହୋଇଛି ଫସଲ, ଚିନ୍ତାରେ ଚାଷୀ

ସୋନପୁର: ଅଦିନିଆ ବର୍ଷାରେ ଉଜୁଡ଼ିଯାଇଛି ଚାଷୀର ଫସଲ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରେ ଗତ ଦୁଇ ଦିନ ତଳେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା । ଫଳରେ ଜିଲ୍ଲାର ଛଅଗୋଟି ବ୍ଲକରେ ଚାଷୀର ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ବୀରମହାରାଜପୁର, ଉଲୁଣ୍ଡା ଓ…

ବଂଶଧାରା ନଦୀରୁ ବେଆଇନ୍ ବାଲି ଚାଲାଣ, ୬ ଟ୍ରାକ୍ଟର ଜବତ

ଗୁଣୁପୁର: ବଂଶଧାରା ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ । ରାଜସ୍ୱ ବିଭାଗ ଏବଂ ପୋଲିସର ଅତର୍କିତ ଚଢ଼ାଉରେ ୬ଟ୍ରାକ୍ଟର ଜବତ । ଗତକାଲି ଗୁଣୁପୁରର କଟୁଆଲିଗୁଡ଼ା ଗାଁ ନିକଟ ବଂଶଧାରାନଦୀରୁ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ରାଜସ୍ୱ ବିଭାଗ ଓ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଜବତ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶୁ ବ୍ୟବସାୟୀ ସଂଘର ବିକ୍ଷୋଭ

ଭଦ୍ରକ: ପଶୁ ବ୍ୟବସାୟୀ ସଂଘଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପଶୁ ଚାଷ କରି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ଆଇନ ଅନୁଯାୟୀ ରାସ୍ତାରେ ପରିବହନ ସମୟରେ ସହଯୋଗ କରିବା ପାଇଁ ବିଭିନ୍ନ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏନେଇ…

ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ହାରରେ ମିଳିବ ଦରମା

ଭୁବନେଶ୍ୱର: ଶିକ୍ଷକମାନଙ୍କ ପାଇଁ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦିଆଯିବ। ଏସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ…

[ଭିଡିଓ] ମାଲକାନଗିରିରେ ମାଟି ତଳୁ ବିପୁଳ ପରିମାଣର ଔଷଧ, ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପୁଣି ମାଲକାନଗିରି ପୋଲିସକୁ ସଫଳତା । ମାଟି ତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଯବାନମାନେ ବିପୁଳ ପରିମାଣର ଔଷଧ ସହ ବିସ୍ପୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୬ ଟି ଟିଫିନ୍ ବୋମା , ୨ ଟି ପ୍ରେସର ଆଇଡି , ୨ ଟି ଏମ ଏମ ବଲ ଆମୁନେଓ , ଗୋଟିଏ ଇନଶାସ…