Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ‘ମିଲେଟ୍ ଅନ୍ ହ୍ୱିଲ୍ସ’

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଜଳଖିଆକୁ ଲୋକପ୍ରିୟ କରିବା ପାଇଁ ‘ମିଲେଟ୍ ଅନ୍ ହ୍ୱିଲ୍ସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ନୂଆଗାଁ ଏବଂ କୁତ୍ରା ବ୍ଲକର ବିଭିନ୍ନ ହାଟ,…

ଜାନୁଆରୀ ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍

ଭୁବନେଶ୍ବର : ଜାନୁଆରୀ ମାସ ପାଇଁ ଜାରି ହେଲା ଗାଇଡଲାଇନ୍ । ଓମିକ୍ରନ ସଂକ୍ରମଣକୁ ନଜରରେ ରଖି ଏଥର ଗାଇଡଲାଇନରେ କିଛିଟା ପରିବର୍ତ୍ତନ କରିଛନ୍ତି । ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।…

ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ୨୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ୨୯ତମ ବାର୍ଷିକ ସମ୍ମିଳନୀ ଉକ୍ରଳ ବିଶ୍ୱବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ଡିସେମ୍ବର ୨୫ ଓ ୨୬, ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଓଡ଼ିଶା ବିଧାନସଭାର ମାନ୍ୟବର…

ଅହିରାଜର ହାଡକୁ ଯୋଡିବାରେ ସଫଳ ହେଲା ଓୟୁଏଟି ଭେଟେନାରୀ କଲେଜର ସର୍ଜରୀ ବିଭାଗ

ଭୁବନେଶ୍ୱର : ଅହିରାଜର ହାଡକୁ ଯୋଡିବାରେ ସଫଳ ହେଲା ଓୟୁଏଟି ଭେଟେନାରୀ କଲେଜର ସର୍ଜରୀ ବିଭାଗ । ଅହିରାଜର ହାଡ଼କୁ ଯୋଡିବା ପାଇଁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଏବଂ ତାଙ୍କର ଟିମ ମିଶି ସଫଳତାର ଅହିରାଜ ସାପର ପ୍ଲାଷ୍ଟର୍ କରିଥିଲେ ।…

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଶୋର ମହାନ୍ତିଙ୍କ ବିୟୋଗରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି ବୋଲି କହିଛନ୍ତି ଶୋକ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଜଣେ ଜନପ୍ରିୟ…

ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର : ଝାରସୁଗୁଡା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ…

ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ

କଟକ : ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସାଲେପୁର ସ୍ଥିତ ସତ୍ୟଭାମା ପୁରରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ସମାରୋହର ଆଜି ଥିଲା ଉଦଯାପନୀ ଦିବସ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର…

XIMB ସହଯୋଗରେ ଜେଏସଡବ୍ଲୁ ପକ୍ଷରୁ ସାମାଜିକ ଅର୍ଥନୈତିକ ସର୍ଭେ

ଜଗତସିଂହପୁର : ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଫର ମ୍ୟାନେଜମେଣ୍ଟ ଷ୍ଟଡିଜ୍, ଭୁବନେଶ୍ବର ସହଯୋଗରେ JSW ଦ୍ୱାରା ଏକ ସାମାଜିକ ଅର୍ଥନୈତିକ ସର୍ଭେ ଆରମ୍ଭ ହୋଇଛି । ପ୍ରୋଜେକ୍ଟ କାର୍ଯ୍ୟକଳାପ ସହିତ ସିଙ୍କରେ ତୁରନ୍ତ କାର୍ଯ୍ୟଧାରା ଅନୁଧ୍ୟାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରସ୍ତାବିତ…

ଚଳିତ ବର୍ଷ ଦେଶରେ ପ୍ରାଣ ହରାଇଛନ୍ତି ସର୍ବାଧିକ ୧୨୬ଟି ବାଘ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ପ୍ରାଣ ହରାଇଛନ୍ତି ୧୨୬ଟି ବାଘ । ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠାରୁ ଅଧିକ ବାଘ ପ୍ରାଣ ହରାଇଛନ୍ତି । ବାଘ ମୃତ୍ୟୁ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ବା ଏନଟିସିଏ ପକ୍ଷରୁ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ମୃତ ବାଘଙ୍କ ମଧ୍ୟରୁ ଶିକାର ଓ…

ଖଡ଼ିମାଟି ପଥର ଖନନ ବିରୋଧରେ ୫ ଖଣ୍ଡ ଗାଁ ଲୋକଙ୍କ ମେଳି

କୋରାପୁଟ : କୋରାପୁଟ ଖଡ଼ିମାଟିରେ ପଥର ଖନନକୁ ବିରୋଧ । ପଥର ଖନନକୁ ବିରୋଧ କରି ମେଳି କରିଛନ୍ତି ୫ ଖଣ୍ଡ ଗାଁ ଲୋକ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ଲମତାପୁଟ ତହସିଲଦାର ପହଞ୍ଚି ପରିସ୍ଥିତି ଉପରେ କଡ଼ା ନଜର…