Latest Odisha News

BREAKING NEWS

Browsing Category

ଓଡିଶା

Odisha

କୌଣସି ଦ୍ୱନ୍ଦ ନାହିଁ, ଆସନ୍ତା ୩ ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ଆଶଙ୍କା ଭିତରେ ଖୋଲୁଛି ସ୍କୁଲ । କୌଣସି ଦ୍ୱନ୍ଦ ରଖିବାର କିଛି କାରଣ ନାହିଁ । ଆସନ୍ତା ୩ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ନିଷ୍ପତ୍ତି ହୋଇସାରିଛି । ସେହି ଅନୁସାରେ ଏସଓପି ଜାରି ସରିଛି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ରାଜ୍ୟରେ ପୁଣି ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଜି ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟ ହୋଇଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି । ମୃତକ ଦୁଇଜଣ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ,୨ ଗିରଫ

କନ୍ଧମାଳ :ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଦୁଇ ଜଣ ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଟିମ୍ ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ମିଳିତ ଉଦ୍ୟମରେ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୧ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣରୁ ୯୭ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍…

ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ରାତି ପାହିଲେ ନୂଆବର୍ଷ । ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀମାନଙ୍କରେ ଜମିଥାଏ ଲୋକଙ୍କ ଭିଡ଼ । ହେଲେ ଏହା ମଧ୍ୟରେ ରହିଛି କରୋନା ସଂକ୍ରମଣର ଭୟ । ରାଜ୍ୟରେ ଓମିକ୍ରନ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି…

ଆଜିଠୁ ବଦଳିବ ପାଗ, ପୁଣି ଫେରିବ ଶୀତ

ଭୁବନେଶ୍ୱର: ପୁଣି ଫେରିବ ଶୀତ । ଆଜିଠୁ ରାଜ୍ୟରେ ବଦଳିବ ପାଗ । ଥଣ୍ଡା କମିଥିବାରୁ କିଛିଦିନ ଲୋକେ ଆଶ୍ୱସ୍ତି ଥିଲେ । ନୂଆବର୍ଷରୁ ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ । ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ କୁହୁଡ଼ି ଦେଖାହେବ । ଓଡ଼ିଶାକୁ ଆସୁଥିବା…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦିନ ୧୨ଟା ୩୦ରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରାଯିବ ବୋଲି ଜଣାପଡ଼ିଛି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏହି ସମୟରେ ବୈଠକ ବସୁଥିବାରୁ ନୂଆ ବର୍ଷ ଓ ପଞ୍ଚାୟତ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସିଡିପିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସିଡିପିଓ । ଅଙ୍ଗନୱାଡ଼ି ପିଲାଙ୍କ ଡ୍ରେସ କିଣା ବିଲ୍ ପାସ୍ କରିବା ପାଇଁ ଟଙ୍କା ନେଉଥିଲେ ସିଡିପିଓ । ହାତ ବଢାଇଲା ବେଳକୁ ମାଡ଼ିବସିଲା ଭିଜିଲାନ୍ସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ସିଡିପିଓ ସୁଷମା ପ୍ରସାଦ ଆଜି ଭିଜିଲାନ୍ସ ହାତରେ…

ଓଡିଶା କ୍ରୀଡା ୨୦୨୧: ଗୌରବାନ୍ୱିତ କଲେ ବୀରେନ୍ଦ୍ର, ଅମିତଙ୍କଠାରୁ ଆରମ୍ଭ କରି ପ୍ରମୋଦ, ଋତାପର୍ଣ୍ଣା

ପୁରୀ: ଆଉ ଦିନକ ପରେ ୨୦୨୧ ବିଦାୟ ନେଇଯିବ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏ ବର୍ଷ ଓଡିଶା କ୍ରୀଡାର ଏକ ସଫଳ ବର୍ଷ କହିଲେ ଭୁଲ ହେବନି । ଅଲିମ୍ପିକ ପଦକ ଖାତାରେ ନାମ ଯୋଡି ହେବାଠାରୁ ଆରମ୍ଭ କରି ଅନେକ କିଛି ଘଟିଯାଇଛି, ଯାହା କି ଆମକୁ ଗୌରବାନ୍ୱିତ କରିଛି । କ୍ରିକେଟ, ଦୂତି ଚାନ୍ଦ ଆଶା…

ସିନ୍ଦୁର ନେଲା ଜୀବନ

ସୁବର୍ଣ୍ଣପୁର: ସମ୍ପର୍କରେ ରକ୍ତର ଛିଟା । ଯିଏ ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା, ସିଏ ନେଲା ଜୀବନ । ସଇତାନ ସାଜିଲା ସ୍ୱାମୀ । ନିଜ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକ୍ରାପଡ଼ା ଗ୍ରାମରେ ।…