Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼

ଭୁୁବନେଶ୍ୱର: ଆସନ୍ତା ୧୬ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଏନେଇ ବୁଧବାର ସୂଚନା ଦେଇଛି ଯେ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ…

ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ

ନୂଆପଡା : ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ଶୁଭ ଉଦଘାଟନ କରିଛନ୍ତି ।ଆଜି ପ୍ରଥମେ ଶ୍ରୀମତି ସାହୁ ନୂଆପଡା ଜିଲ୍ଲା ଖଡିଆଳ…

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଚାଲିଗଲା ୩ଜଣଙ୍କ ଜୀବନ

ଯାଜପୁର: ବିଦ୍ୟୁତ ଆଘାତରେ ଚାଲିଗଲା ୩ଜୀବନ । ଏହିପରି ଦୁଃଖଦ ଖବର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସିକନ୍ଦରାବାଦରେ ଏକ କମ୍ପାନୀରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ତାଙ୍କ ପତ୍ନୀ ଓ ସାନ ଝିଅ ବିଦ୍ୟୁତ ଆଘାତରେ ଆଖି ବୁଜିଥିବା ଜଣାପଡ଼ିଛି । ମୃତକମାନେ ହେଲେ ବିଞ୍ଝାରପୁର…

ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ , ଶୁଣୁ ନାହାନ୍ତି ଅଧିକାରୀ

ନୂଆପଡା : ସରକାର ଗରିବ ମାନଙ୍କର ସହାୟତା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ହିତାଧିକାରୀଙ୍କ ପାଖରେ ପହଁଞ୍ଚିବା ବେଳକୁ ତାହା ବାଟବଣା ହେଉଛି । ଆମେ କହୁଛୁ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରଙ୍ଗା ପଞ୍ଚାୟତ କଥା । ଏଠାରେ ହିତାଧିକାରୀ ପାଉଥିବା ବାର୍ଦ୍ଦକ୍ୟ ଭତ୍ତା ଓ ଭିନ୍ନକ୍ଷମ…

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଶିଶୁ ଅଦଳବଦଳ ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ଆସିଛି । ଅଭିଯୋଗ ପାଇବା ପରେ ଆରମ୍ଭ ହୋଇଛି ପୋଲିସର ଖୋଳତାଡ଼ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ, ସୋମବାର ଗଣ୍ଡପାଲି ଗାଁର ବିଶିକେଶନ…

ମର୍ମନ୍ତୁଦ ଦୁର୍ଘଟଣା, ବାଲି ବୋଝେଇ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

ଯାଜପୁର: ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣା । ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ କଟିକଟା ଗାଁର ପ୍ରବଜନ ସାମଲ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ସକାଳୁ ପ୍ରବଜନ ସାମଲ ପାଣିକୋଇଲି ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ବିନ୍ଧାଚନ୍ଦପୁର…

୧୫ରୁ୧୮ ବର୍ଷ ପିଲାଙ୍କ ଟିକାକରଣ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ଯେଉଁ ପିଲାମାନଙ୍କ ଟିକାକରଣ କରାଯିବ, ସେଥିପାଇଁ ଆମେ ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ସେମାନଙ୍କ ପାଇଁ ଡେଡିକେଟେଡ କୋଭିଡ ଟିକାରଣ…

ସୁମଧର ସଙ୍ଗୀତ ପରିବେଷଣ କରି ଲୋକଙ୍କ ମନ ମୋହିଲେ ଦୃଷ୍ଟିହୀନ କଳାକାର

ଭଦ୍ରକ: ଆଖିକୁ ଦିଶୁନାହିଁ । ହେଲେ ସୁମଧୁର ସଙ୍ଗୀତ ପରିବେଶଣ କରି ଲୋକଙ୍କ ମନ ମୋହିପାରୁଛନ୍ତି । କେବଳ ଗୀତ ଗାଉଛନ୍ତି ତାହା ନୁହେଁ, ଅର୍ଗାନ, ତାବଲା, ବେହେଲା ଓ ଝାଞ୍ଜ ବଜାଇବାରେ ବେଶ୍ ପାରଦର୍ଶିତା ଅର୍ଜନ କରିଛନ୍ତି ଏହି ଦୃଷ୍ଟିହୀନ କଳାକାର । ଦୃଷ୍ଟିହୀନଙ୍କ ଦ୍ୱାରା ଗଠିତ ମା’…

ଜେ କେ ପେପର ମିଲରେ କର୍ମଚାରୀଙ୍କ କଟିଲା ହାତ

ରାୟଗଡା : ଟିପ୍ପର ଜାମ ହେବା ଯୋଗୁଁ କଟିଲା ଜଣେ କର୍ମଚାରୀଙ୍କ ହାତ । ଗତକାଲି ରାତିରେ ଜେ କେ ପେପର ମିଲର ଜଣେ କର୍ମଚାରୀଙ୍କର ହାତ କଟିଯାଇଛି ।କାମ କରୁଥିବା ସମୟରେ କନବେୟାର ବେଲ୍ଟ ଜାମ ହେବା ଯୋଗୁଁ ଜଣେ ଠିକା କର୍ମଚାରୀଙ୍କ ବାମ ହାତ କଟିଯାଇଛି । ଖବର ପାଇ ଅଗ୍ନିସମ କର୍ମଚାରୀ…

ଚିନ୍ତା ବଢାଉଛି ଝାଡ଼ଖଣ୍ଡି ହାତୀ ପଲ

ବାରିପଦା: ଚିନ୍ତା ବଢାଉଛି ଝାଡଖଣ୍ଡୀ ହାତୀ ପଲ ଥମୁନି ହାତୀ ଉତ୍ପାତ। ଦିନକୁ ଦିନ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି। ଘରଦ୍ୱାର ଭାଙ୍ଗିବା ସହିତ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି। ଏବେ ରାତିରେ ନୁହେଁ ଦିନରେ ବି ହାତୀ ପଲ ଗାଁ ଭିତରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି।…