Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୩ ତମ ରାଜ୍ୟ ସବ୍-ଜୁନିଅର କ୍ୟାଡେଟ୍ ଏବଂ ଜୁନିଅର କରାଟେ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉକ୍ରଳ କରାଟେ ସ୍କୁଲରେ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ୩୩ତମ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୧୮ଟି ଜିଲ୍ଲାରୁ ୪୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କୁ ଦୁଇ ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦଳରେ ସବ୍-ଜୁନିଅର କ୍ୟାଡେଟ୍…

ଗର୍ବିତ କଲେ କଳାହାଣ୍ଡିର ପୁଅ, ପିଏମ୍ ୟୁବା ପାଇଁ ମନୋନୀତ ହେଲେ ଯୁବ ଗାଳ୍ପିକ ଡିଲେଶ୍ବର ରଣା

ଭବାନୀପାଟଣା : ସର୍ବଭାରତୀୟ ସ୍ତରରେ ଗର୍ବିତ କଲେ କଳାହାଣ୍ଡିର ପୁଅ । ପିଏମ୍ ୟୁବା ମେଣ୍ଟରସିପ୍ ଯୋଜନାରେ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଉଦୀୟମାନ ଯୁବ ଲେଖକ ଡିଲେଶ୍ବର ରଣା । ଏହି ଯୋଜନାରେ ସେ ମାସିକ ୫୦ ହଜାର ଟଙ୍କା ଲେଖାଏଁ, ୬ ମାସ ମୋଟ ୩ ଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କ…

କୋରାପୁଟ ବନଭାରତୀ କଲୋନୀରେ ଯୁବକଙ୍କୁ ହତ୍ୟା, ୨ ଅଟକ

କୋରାପୁଟ : କୋରାପୁଟ ସହର ବନଭାରତୀ କଲୋନୀରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତକ ହେଲେ ସନ୍ୟାସୀ ପୂଜାରୀ । ସୂଚନା ଅନୁସାରେ, କୋରାପୁଟ ପରଜା ସାହିରେ ରହି ବସଷ୍ଟାଣ୍ଡରେ କୁଲି କାମ କରୁଥିଲେ ସନ୍ୟାସୀ ।…

ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ : ବିଜେଡି

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡି କାର୍ଯ୍ୟକାରୀଣି ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ ମୋହର ଲାଗିଛି ।…

ଚେରୀ -ଅଟା ସାନ୍ତାକ୍ଲଜରେ ବଡ଼ ଦିନର ଶୁଭେଚ୍ଛା

ଭୁବନେଶ୍ୱର : ବଡ଼ଦିନ ପାଇଁ ସବୁଠି ଉତ୍ସବ ମୁଖର ପରିବେଶ। କରୋନା କଟକଣା ଭିତରେ ପାଳନ ହୋଇଛି ବଡ଼ ଦିନ। ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକରେ ସୁନ୍ଦର ଭାବେ ସାଜସଜା ହୋଇଛି। ସମସ୍ତେ ପ୍ରତିଯୋଗୀତା ମୂଳକ ଭାବେ ସାନ୍ତାକ୍ଲଜ କରୁଥିବା ବେଳେ ଭିନ୍ନ ଏକ ପ୍ରୟାସ କରିଛନ୍ତି ଜଣେ ଚିତ୍ର ଶିଳ୍ପୀ।…

ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ରିମାଣ୍ଡରେ ୨ ଅଭିଯୁକ୍ତ

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲା । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ ରିମାଣ୍ଡରେ ଯାଇଛନ୍ତି  । ସେପଟେ ଅଭିଯୁକ୍ତ ଦ୍ୱୟଙ୍କୁ ୭ ଦିନିଆ ରିମାଣ୍ଡରେ…

ଭିମସାରରେ ୨ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ଭିମସାରେ ପୁଣି ୨ଜଣଙ୍କ ଠାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ବେନ୍ସିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ…

ବିଲରେ ପଡ଼ିଛି ଶହ ଶହ ବିଦେଶୀ ପକ୍ଷୀଙ୍କ ମୃତ ଦେହ

ଖୋର୍ଦ୍ଧା: ବିଲରେ ପଡ଼ିଛି ବିଦେଶୀ ପକ୍ଷୀଙ୍କ ମୃତ ଦେହ । ଆଜି ସକାଳୁ ସକାଳୁ ରାସ୍ତାକଡ଼ରେ  ଶହ ଶହ ମୃତ ବିଦେଶୀ ପକ୍ଷୀ ମାନଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପ୍ରାୟ ୨ ଶହ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।…

ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ।  ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ୫ରେ ହେବାକୁ ଥିବା ମାଟ୍ରିକ୍‌ ସମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ନିଶ୍ଚିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବୌଦ୍ଧ: ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା । କାକା ଶ୍ୱଶୁର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ।  ବୌଦ୍ଧ ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ। ଗୋବର୍ଦ୍ଧନଙ୍କୁ ତାଙ୍କର କାକା ଶ୍ୱଶୁର ଓ ୨ ଶାଳକ…