Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଜନ୍ମମାଟିରେ ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ତାଙ୍କର ମର ଶରୀରକୁ ଚିହ୍ନଟ କରାଯାଇଛି । ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ପରେ ବାୟୁସେନା ପକ୍ଷରୁ ପାର୍ଥିବ ଶରୀରକୁ ଭୁବନେଶ୍ୱର ପଠାଯିବ ।…

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା, ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ

ଯାଜପୁର: ବିବାହ ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । ନ୍ୟାୟ ପାଇଁ ଏବେ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି ପ୍ରେମିକା । ଯାଜପୁର ଜିଲ୍ଲା କୋରାଇ ଥାନା ରଗଡ଼ି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ହୋଇଛି, ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା…

ବିଧାୟକ ନିଖୋଜ, କାନ୍ଥବାଡ଼ରେ ଲାଗିଲା ପୋଷ୍ଟର

ରାଉରକେଲା: ବିଧାୟକ ନିଖୋଜ ନେଇ ଲାଗିଲା ପୋଷ୍ଟର । ରଘୁନାଥପାଲ୍ଲୀର ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ନେଇ ପୋଷ୍ଟର ଲାଗିଛି । ରାଉରକେଲା ସେକ୍ଟର-୬ ହିଲଟପ୍ ଅଞ୍ଚଳରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ଲେଖାଅଛି, ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ । ନିର୍ବାଚନ ପରଠୁ…

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ଥଗିତ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ଥଗିତ । ଡିସେମ୍ୱର ମାସର ଗାଇଡଲାଇନ ଅନୁସାରେ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗତକାଲି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟିର…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍

ସୋର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଳ ପକାଇବା ବାହାନରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋରଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଗତକାଲି ରାତିରେ ଏହି ସଶସ୍ତ୍ର ଡକାୟତି ହୋଇଛି । ଦୁଇ ଜଣ ବାଇକ୍…

ଜରୁରୀକାଳୀନ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ନୀତି ଆୟୋଗର ଅନୁଧ୍ୟାନ ରିପୋର୍ଟ

ନୂଆଦିଲ୍ଲୀ : ନୀତି ଆୟୋଗ ପକ୍ଷରୁ ଦେଶର ଦ୍ବିତୀୟ ଓ ତୃତୀୟସ୍ତର ଚିକିତ୍ସା ସେବା କ୍ଷେତ୍ର ଏବଂ ଜିଲ୍ଲାସ୍ତରର ଜରୁରୀକାଳୀନ ତଥା ଆଘାତ ଚିକିତ୍ସା ସେବା ସମ୍ପର୍କରେ ଦୁଇଟି ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟ ଦୁଇଟିରେ ବ୍ୟାପକ ତଥ୍ୟାବଳୀ ରହିଛି । ଗୋଟିଏ ରିପୋର୍ଟରେ…

ଛୁରୀ ଦେଖାଇ ଲୁଟିନେଲେ ୩ ଲକ୍ଷ ୭୦ ହଜାର ଟଙ୍କା , ପୋଲିସର ତଦନ୍ତ ଜାରି

ଗଞ୍ଜାମ : ଗଞ୍ଜାମରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପ୍ରାୟଗୀ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ କରିଛନ୍ତି ଦୁବୃର୍ତ୍ତ । କୃଷ୍ଣପ୍ରସାଦ ବ୍ଲକର ରବିନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର…

ମା’ ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରି ଘଟଣା, ୨ଅଭିଯୁକ୍ତ ଗିରଫ

ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରି ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସୋନପୁର ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ସୋନପୁର ସହରର ମହାଦେବ ଥପା ଓ ଶୁଶାନ୍ତ ବେହେରା । ଏମାନଙ୍କ ଠାରୁ ୧୨୦ ଗ୍ରାମର ବିସ୍କୁଟ ଜବତ କରିଛି ପୋଲିସ ।…

ନୂଆବର୍ଷରେ ବନ୍ଦ ରହିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ : ଏଥର ନୂଆ ବର୍ଷରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ନୂଆବର୍ଷରେ ଭକ୍ତଙ୍କ ସମ୍ଭାବ୍ୟ ଭିଡକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଛତିଶା ନିଯୋଗ…

ଭଡ଼ା ଘରେ ଏକୁଟିଆ ଅଛନ୍ତି ତପସ୍ବିନୀ, କୁଆଡେ ଗଲେ ସୁମିତ ?

ବ୍ରହ୍ମପୁର : ଭଡ଼ା ଘରେ ଏକୁଟିଆ ଅଛନ୍ତି ତପସ୍ବିନୀ ଓରଫ ଡିମ୍ପଲ । ସ୍ତ୍ରୀକୁ ଛାଡି କୁଆଡେ ଗଲେ ସ୍ବାମୀ ସୁମିତ ? ମନ ମିଳିବା ପାଇଁ ସାତ ଦିନ ଏକାଠି ରହିବାକୁ ଉଭୟଙ୍କୁ ଆଦେଶ ଦେଇଥିଲେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ । କିନ୍ତୁ ଆଜି ସ୍ବାମୀ ସୁମିତ କେଉଁ ଆଡେ ପଳାଇଥିବା ଅଭିଯୋଗ…