Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଆଜି ବିଧାନସଭା ଘେରିବାକୁ ଆନ୍ଦୋଳନ କରାଯାଇଥିଲା। ଛାତ୍ର କଂଗ୍ରେସ ଆଜି  ମମିତା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସ କର୍ମୀମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ଧସ୍ତା…

ଏସଟିଏଫ୍ ପଞ୍ଝାରେ ଦୁଇ ବେପାରୀ, ୫ ହରିଣ ଛାଲ ଜବତ

ଭୁବନେଶ୍ୱର: ଏସିଟିଏଫ୍ ହାତରେ ଧରାପଡ଼ିଲେ ହରିଣ ଛାଲ ବେପାରୀ । ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହାୟତାରେ ପିପିଲି ଫ୍ଲାଏ ଓଭର ନିକଟରେ ଡ଼ିଲ ଚାଲିଥିବାବେଳେ ଧରାପଡ଼ିଥିଲେ । ଘଟଣାରେ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ନିକଟରୁ ୫ଟି ହରିଣ ଛାଲ ଜବତ କରାଯାଇଛି । ଏହାସହ…

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର: ହାତ ସହ ସମ୍ପର୍କ ତୁଟିଲା । ଶଙ୍ଖ ଫୁଙ୍କିଲେ ପ୍ରଫୁଲ୍ଲ ମାଝୀ । ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ତଲସରା ବିଧାନସଭାର ଆସନରୁ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମାଝୀ । ନିକଟରେ ତାଙ୍କୁ…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୮୬କରୋନା ପଜିଟିଭ୍ ଚିହ୍ନଟ, ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ୧୬୮ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୧୮ଜଣ ସ୍ଥାନୀୟ ସଂକ୍ରମଣରୁ ବାହାରିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୪୦ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ…

ଆଜି ବି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନକୁ ୯ ଦିନ ହେଲାଣି । ସ୍ୱାଭାବିକ ହେଲାନି ଗୃହ କାର୍ଯ୍ୟ । ମମିତା ମେହେର ପ୍ରସଙ୍ଗରେ ସବୁଦିନ ଗୃହକାର୍ଯ୍ୟ ଠପ୍ । ଆଜି ବି ଗୃହ କାର୍ୟ୍ୟ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ପ୍ରଦର୍ଶନ ସହ ବିରୋଧୀ ଘଣ୍ଟମାଡ଼ କରିଥିଲେ ।…

ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଯାଜପୁର: ଯାଜପୁର ଥାନା ବୃନ୍ଦାବନପୁର ଗାଁରେ ଘଟିଛି ହତ୍ୟାକାଣ୍ଡ । ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । କଟୁରୀ ଚୋଟରେ ଗାଁର ପ୍ରକାଶ ଚନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଛି । ଗାଁକୁ ଷ୍ଟ୍ରିଟ୍ ଲାଇଟ୍ ଲାଗିବା ପାଇଁ ଆସିଥିଲା । ଏହାକୁ ନେଇ ପ୍ରକାଶ ଏବଂ ଦେବ…

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲିବା ପରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା । କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଦୁଇ ମାସ…

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ । ଦୀର୍ଘ ୨ମାସ ପରେ ବି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିପାରିନଥିବା କଂଗ୍ରେସ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ବିଧାନସଭା ଏନେଇ ବାରମ୍ବାର ମୁଲତବୀ ହେଉଛି । ସରକାର…

ସମୁଦ୍ର କୂଳରୁ ୪୦ ଫୁଟ୍ ଲମ୍ବ ବିଶାଳକାୟ ତିମିର ମୃତଦେହ ଉଦ୍ଧାର

ପୁରୀ: ସମୁଦ୍ର କୂଳରୁ ବିଶାଳକାୟ ତିମିର ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଫତେପୁର ଗାଁ ନିକଟ ସମୁଦ୍ର କୂଳରେ ଲାଗିଥିଲା ଏହି ବିଶାଳକାୟ ତିମି ମାଛ । ତାର ମୃତ୍ୟୁ ହୋଇଥିବା ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ଏସିଏଫ୍ ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଗତକାଲି…

ସ୍ୱାଭିମାନ ଅଞ୍ଚଳରେ ନୂଆ ବିଏସଏଫ୍ କ୍ୟାମ୍ପ, ଲାଲବାହିନୀ ଉପରେ ରହିବ କଡ଼ା ନଜର

ମାଲକାନଗିରି: ଲାଲଗଡ଼ରେ ପଶୁଛି ସୁରକ୍ଷା ବାହିନୀ । ମାଲକାନଗିରିରେ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳରେ କାୟା ବିସ୍ତାର କରୁଛି ସୁରକ୍ଷା ବାହିନୀ । ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ପୋଲିସ ପୁଣି ଦୁଇ ପାଦ ଆଗକୁ ଯାଇଛି । ସାତ ଦଶନ୍ଦି…