Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଭିନେତା ମିହିର ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଟକ: ଅଭିନେତା ମିହିର ଦାସ ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଚାଲିଛି ଚିକିତ୍ସା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୭ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିହିର ଦାସଙ୍କ ଅସୁସ୍ଥ ଖବର ଶୁଣି ଓଲିଉଡ଼ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା…

ଏମ୍‌ସ ଭୁବନେଶ୍ବରରେ ଅତ୍ୟାଧୁନିକ ଥ୍ରୀଡି ଲାପ୍ରୋସ୍କୋପିକ୍ ପ୍ରକ୍ରିୟା ସମ୍ପର୍କିତ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ଲାପ୍ରୋସ୍କୋପିକ୍ ୟୁରୋଲୋଜି ସମ୍ପର୍କରେ ଅଧିକ ଜାଣିବା ଏବଂ ଏହାର ବିଭିନ୍ନ ଦିଗ ଉପରେ ଅତ୍ୟାଧୁନିକ ଗବେଷଣାଲବ୍ଧ ତଥ୍ୟ ସମ୍ପର୍କରେ ଅବଗତ ହେବା ପାଇଁ ଏମ୍‌ସ ଭୁବନେଶ୍ବରର ୟୁରୋଲୋଜି ବିଭାଗ ପକ୍ଷରୁ ଉନ୍ନତ ଥ୍ରୀଡି ଲାପ୍ରୋସ୍କୋପିକ୍ ୟୁରୋଲୋଜି ପ୍ରକ୍ରିୟା ସମ୍ପର୍କିତ…

ସମ୍ ଅଲ୍ଟିମେଟ ମେଡିକେୟାରକୁ ଏଚ୍‌ଏସିସିପି ପ୍ରମାଣପତ୍ର

ଭୁବନେଶ୍ବର : ସମ୍ ଅଲ୍ଟିମେଟ ମେଡିକେୟାରକୁ ମିଳିଛି ଏଚ୍‌ଏସିସିପି ପ୍ରମାଣପତ୍ର । ୱାନ୍ ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ବାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଓଡ଼ିଶାର ପ୍ରଥମ ହସ୍ପିଟାଲ ଭାବେ ହାଜାର୍ଡ ଆନାଲିସିସ୍ କ୍ରିଟିକାଲ କଣ୍ଟ୍ରୋଲ…

ଜୟପୁରରେ ଏନଆଇଏ ଟିମ୍, ହାର୍ଡକୋର ମାଓବାଦୀ ଦୁବାଶି ଶଙ୍କରକୁ କରାଯିବ ଜେରା

ଜୟପୁର : ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍ । ଗିରଫ ହାର୍ଡକୋର ମାଓ ନେତା ଦୁବାଶି ଶଙ୍କରକୁ ପଚରାଉଚରା କରିବା ପାଇଁ ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଛି ଏନଆଇଏ ଟିମ୍ । ଏନଆଇଏ କରିଥିବା ଆବେଦନକୁ କୋର୍ଟ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ସରକାରୀ ଆଇନଜୀବୀ ଶୈଳଜା ପଟ୍ଟନାୟକ ।…

ଗୋପାଳପୁରରେ ସ୍ଥାପିତ ହେବ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ

ବ୍ରହ୍ମପୁର : ଗୋପାଳପୁରରେ ସ୍ଥାପିତ ହେବ ଗ୍ଲୋବାଲ୍ ସ୍କେଲ୍ ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରାୟ ୨୨୦୦ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ…

ଡିସେମ୍ବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ଭାରତ୍ତୋଳନ ପ୍ରତିଯୋଗିତା

ଭୁବନେଶ୍ବର : ଆସନ୍ତା ୧୧ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ରାଜ୍ୟ ଭାରତ୍ତୋଳନ ପ୍ରତିଯୋଗିତା । ଓଡ଼ିଶା ଭାରାତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ…

ବିଦ୍ୟୁତ ବିତରକ ସଂସ୍ଥାର ଦାଦାଗିରିକୁ ନେଇ ଥାନାକୁ ଘେରିବା ସହ ମାଣବସାଇ ପ୍ରତିବାଦ କଲେ ଗ୍ରାମବାସୀ

ପାରାଦୀପ : ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି ସାଙ୍ଗକୁ ପୋଲିସର ଦମନ ଲୀଳା ବିରୋଧରେ ତାତିଲେ ଗ୍ରାମବାସୀ। ଏନେଇ ଶହ ଶହ ମହିଳା ଓ ପୁରୁଷ କୁଜଙ୍ଗ ଥାନା ଘେରଉ କରିବା ସହ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ ବୁଧବାର ଦିନ ମଧ୍ୟାହ୍ନରେ ବିଦ୍ୟୁତ ବିତରକ ସଂସ୍ଥାର…

ଓମିକ୍ରନକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ସଂକ୍ରମଣ ବଢୁଥିବା ବେଳେ, ଭାରିଆଣ୍ଟକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟ ସରକାରଙ୍କ ସହ ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏଯାଏଁ ବିଦେଶରୁ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୧୧୩୪…

ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ବିନାଶକାରୀ ଟିକା

ନୂଆଦିଲ୍ଲୀ : ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ବିନାଶକାରୀ ଟିକା । ଓମିକ୍ରନର ମୁକାବିଲା ଲାଗି ଫାଇଜରର ତିନିଟି ଟିକା ସକ୍ଷମ ହେବ ବୋଲି କହିଛି କମ୍ପାନୀ । ଜର୍ମାନୀ ଓ ଆମେରିକାର ମିଳିତ ଉଦ୍ୟମରେ ପ୍ରସ୍ତୁତ ଫାଇଜର-ବାୟୋଏନଟେକ୍ ପକ୍ଷରୁ କୁହାଯାଇଛି ଯେ, ଫାଇଜରର ଦୁଇଟି ଡୋଜ ଓମିକ୍ରନ…

ବିଧାନସଭାରେ ବିରୋଧୀଙ୍କର ଘଣ୍ଟମାଡ,ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ପୁଣି ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ । ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବାବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଆଗରେ ହୋହଲ୍ଲା କରିଛନ୍ତି । ଖାଲି…