Latest Odisha News

BREAKING NEWS

Browsing Category

ଓଡିଶା

Odisha

କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ

କାମାକ୍ଷାନଗର: କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଘଟିଛି ଏହିଭଳି ଅଘଟଣା । ମୃତ ଯୁବକ ଜଣକ ହେଲେ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ । ସୂଚନା ଅନୁସାରେ, ଗତ କାଲି ରାତିରେ ବିରଞ୍ଚି ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବାବେଳେ ଅସାବଧାନତା…

ଆଜି ଶ୍ରୀମନ୍ଦିରରେ ଓଢ଼ଣଷଷ୍ଠୀ ପାଳିତ, ମହାପ୍ରଭୁଙ୍କୁ ଲାଗି ହେଲା ଶୀତବସ୍ତ୍ର

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଓଡ଼ଣଷଷ୍ଠୀ ପାଳିତ ହୋଇଛି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ଼ଲାଗି କରାଯାଇଛି । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼…

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଅନୁଗୋଳ ଜିଲ୍ଲାର ଜଣେ ଓଡ଼ିଆ ଯବାନ । ସହିଦ ଓଡ଼ିଆ ଯବାନଙ୍କ ନାଁ ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ ଅଫିସର ଥିଲେ । ତାଙ୍କ ଘର…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳିଦେଲେ ୫ଟି ଗାଡ଼ି, ଜଣଙ୍କୁ ଅପହରଣ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଲଙ୍କାକାଣ୍ଡ ଘଟାଇଛନ୍ତି । ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏହାପରେ ଠିକାକାମରେ ନିୟୋଜିତ ଜଣେ ସୁପରଭାଇଜରଙ୍କୁ ଅପହରଣ କରି ନେଇଥିବା ସୂଚନା…

ଓଡ଼ିଶାରେ ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାରେ ଅଧାରୁ ପାଠ ପଢ଼ା ଛାଡି ଥିବା ପିଲାଙ୍କ ତାଲିକ ଦାଖଲ କଲେ ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି ୨୦୨୦-୨୧ରେ ପିଲା ଅଧାରୁ ପାଠ ପଢ଼ା ଛାଡି ଦେଇଛନ୍ତି। କରୋନା କାଳରେ ପିଲାମାନେ ପାଠପଢ଼ା ଛାଡୁଛନ୍ତି। ଏହି ରିପୋର୍ଟ ଅନୁସାରେ…

ରାସ୍ତା ନିର୍ମାଣରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ଧାରଣା

କାମାକ୍ଷାନଗର:  ଗାଁ କୁ ଭଲ କଂକ୍ରିଟ ରାସ୍ତା ଖଣ୍ଡିଆ ନାହିଁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ପଞ୍ଚାୟତ ଯୌତୁକପଶି ଗାଁରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି । ଗାଁରେ କଂକ୍ରିଟ ରାସ୍ତା ଉପରେ ମାଟି ବିଛାଇ ଅନ୍ୟ ଏକ କଂକ୍ରିଟ ରାସ୍ତା ନିର୍ମାଣ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

କେନ୍ଦୁଝର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ । କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଘଟିଛି ଏହି ଅଘଟଣ । ଆଜି ଭୋରରୁ ୧୮ ଟିକିଆ ହାତୀ ପଲ ନେକଡ଼ାଘର ଜଙ୍ଗଲରେ ବୁଲିଥିଲେ । ସେହି ସମୟରେ ଏକ ମାଈ ହାତୀ ୩୩ କେଭି ତାର ସଂସ୍ପର୍ଶରେ…

ଆଖୁ ଲୋଭରେ କୂଅରେ ପଡିଲା ଭାଲୁ

ଅନୁଗୁଳ: ଆଖୁ ଖାଇବା ଲୋଭରେ କୂଅରେ ଖସିପଡ଼ିଲା ଭାଲୁ । ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁ ମୁଣ୍ଡରେ ଥିବା ଆଖୁ କିଆରୀକୁ ଏକ ଭାଲୁ ଆଖୁ ଖାଇବାକୁ ପଳାଇ ଆସିଥିଲା । ତେବେ ଆଖୁ ଖାଉଥିବା ବେଳେ ଆଖୁ କିଆରୀ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା ଭାଲୁ । ଭାଲୁଟିର ଚିତ୍କାର ଶୁଣି ସ୍ଥାନୀୟ…

[ଭିଡ଼ିଓ] କରୋନା ପ୍ରଭାବିତଙ୍କୁ ସାହା ‘ଅମୃତ’

ମାଲକାନଗିରି: କରୋନା ମହାମାରୀରେ ବହୁତ ଲୋକ ସର୍ବହରା ହୋଇପଡ଼ିଛନ୍ତି । କିଛି ପରିବାର ହରାଇଥିବା ବେଳେ କିଛି ବେରୋଜଗାରିଆ ପାଲଟି ଯାଇଛନ୍ତି । ଏବେ ବି ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇନି । ମାଲକାନଗିରି ଜିଲ୍ଲାର ସେହିଭଳି କିଛି ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଆନନ୍ଦମାର୍ଗ…

“ଜୱାଦ” କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ୧୫ ଡିସେମ୍ବରରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ତୁରନ୍ତ କ୍ଷତି ପୁରଣ ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଆର୍ଥିକ ସହାୟତା, କୃଷିଋଣ ଛାଡ ସମେତ ବିଭିନ୍ନ ଦାବି ପୂରଣ ନହେଲେ ଚଳିତ ମାସ ୧୫ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବେ ପ୍ରଦେଶ କିଷାନ କଂଗ୍ରେସ। ଜୱାଦ ଜନିତ ଅଦିନିଆ…