Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲକାନଗିରି ଏମଭି ୭ନମ୍ବର ଗ୍ରାମରେ ଭାଲୁ ଆତଙ୍କ

ମାଲକାନଗିରି: ପୁଣି ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଏମ ଭି-୭ନମ୍ବର ଗ୍ରାମରେ ଦୁଇଟି ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ଭାଲୁ ଗ୍ରାମରେ ପଶି ଅନେକ ଲୋକଙ୍କ ଘର ଘର କାନ୍ଥ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।…

ମଶାରୀ ଭିତରେ ପଶି ଦେଢ଼ ବର୍ଷର ଶିଶୁକୁ କାମୁଡ଼ିଲା ତମ୍ପ ସାପ

ଯାଜପୁର: ମଶାରୀ ଭିତରେ ପଶି ଦେଢ଼ ବର୍ଷର ଶିଶୁକୁ କାମୁଡ଼ିଲା ତମ୍ପ ସାପ । ଏହିଭଳି ଖବର ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ମଶାରୀ ଭିତରୁ ୩ଫୁଟ ଲମ୍ବର ବିଷଧର ତମ୍ପ ସାପକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୨ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ । ମାତ୍ର ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଡ଼ିସେମ୍ବର ୨ ଓ ୩ରେ ଲଗାଣ ବର୍ଷାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆକଳନ ଅନୁସାରେ ୨୪ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗରରେ…

ବଣଭୋଜିକୁ ମିଳିଲା ଅନୁମତି, ନନ୍ଦନକାନନ ଅଫିସିଆଲ ୱେବସାଇଟରେ ବୁକିଂ ସୁବିଧା ଉପଲବ୍ଧ

ଭୁବନେଶ୍ୱର: ପାଖେଇ ଆସୁଛି ନୂଆ ବର୍ଷ । ପିକନିକ୍ କରିବା ପାଇଁ ସମସ୍ତେ ପ୍ରସ୍ତୁତ ମଧ୍ୟ ହେଲେଣି । ବିଭିନ୍ନ ସ୍ଥାନରେ ଏବେଠୁ ଜମିଲାଣି ଭୋଜିର ଆସର । ହେଲେ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ମାତ୍ର ଏହା ମଧ୍ୟରେ ଡ଼ିସେମ୍ବର ୧ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି…

ପଦ୍ମଶ୍ରୀ ନନ୍ଦ ସାର କରୋନାରେ ଆକ୍ରାନ୍ତ

ଯାଜପୁର: ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି । ଗତକାଲି ନନ୍ଦ ସାର ଅସୁସ୍ଥ ଅନୁଭବ କରିଥିଲେ । ଏହା…

ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର : କରୋନା ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଢ଼ିଲାଣି ଚିନ୍ତା । ସଂକ୍ରମଣ ଭୟ ଥିବାରୁ ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଲାଣି । ତେବେ ଏଭଳି ଆଶଙ୍କା ଦେଖା ଦେଉଥିଲେ ବି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ । ଏନେଇ…

ମହଙ୍ଗା ହେଲା ମୋବାଇଲ ସେବା

ଭୁବନେଶ୍ୱର: ମହଙ୍ଗା ହେଲା ମୋବାଇଲ ସେବା । ଦେବାକୁ ପଡିବ ଅଧିକ ଟଙ୍କା ।  ଭୋଡାଫୋନ୍, ଏୟାରଟେଲ ପରେ ଜିଓ କମ୍ପାନୀ ବଢାଇଛି ରିଚାର୍ଜ ପ୍ୟାକର ଦାମ । କରୋନା ପାଇଁ ସରକାରୀ, ବେସରକାରୀ କାମ ପାଖରୁ ଆରମ୍ଭ କରି ସ୍କୁଲ ଅନଲାଇନରେ ଚାଲିଛି । ଏପରି ସ୍ଥିତିରେ ଫୋନ୍ କଲ୍ ଏବଂ ଡାଟା ପ୍ୟାକ…

ଘୋଷଣା ହେଲା ରାଜ୍ୟ ବିଜେପିର କୋର କମିଟି

ଭୁବନେଶ୍ବର : ସଙ୍ଗଠନକୁ ସୁଦୃଢ଼ କରିବାକୁ ଘୋଷଣା ହୋଇଛି ରାଜ୍ୟ ବିଜେପିର କୋର କମିଟି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୫ ଜଣିଆ କୋର୍ ଟିମ ଗଠନ କରିଛି । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ…

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ

ଭୁବନେଶ୍ବର : ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ । ଅଗଷ୍ଟ ମାସରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂସ୍କୃତିକ…

ଡରାଇଲାଣି ଓମିକ୍ରନ୍ ଭାଇରାସ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ବିଶ୍ବକୁ ଡରାଇଲାଣି ଓମିକ୍ରନ୍ ଭାଇରସ । ମାମଲା ବଢୁଥିବାରୁ ଏବେ ଦେଶରେ ନିଆଯାଇଛି ଆଗୁଆ ପଦକ୍ଷେପ । ଖାସ କରି ଓମିକ୍ରନ୍ ଭାଇରସକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଉଚ୍ଚସ୍ତରୀୟ ବୈଠକ । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ…