Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫରୁଆ ଭିତରେ ଦେଢ କୋଟି ମୂଲ୍ୟର ସାପ ଗରଳ

ରିଆମାଳ : ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାହକ ସାଜି ୨ଜଣଙ୍କୁ ଗିରଫ କରିଛି ପୋଲିସ । ଦେବଗଡ଼ ରିଆମାଳ ଥାନା ତାରଙ୍ଗ ଗାଁରେ ଚଢ଼ାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୋଲିସ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।…

ସହରାଞ୍ଚଳ ଉନ୍ନତି ପାଇଁ ୫୦୦ କୋଟି

ଭୁବନେଶ୍ବର : ସହରାଞ୍ଚଳର ହେବ ଉନ୍ନତିକରଣ । ଏନେଇ ୫ଶହ କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାସ୍ତାଘାଟରୁ…

ଉନ୍ନତ ସ୍ୱାସ୍ଥ୍ୟସେବାରେ ଅନୁଗୁଳ, ୧୧୭୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଅନୁଗୁଳ: ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ଢେଙ୍କାନାଳ ପୂର୍ବରୁ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି…

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ୧୨ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା…

[ଭିଡ଼ିଓ] କାର୍ ଭିତରୁ ନାଗ ଉଦ୍ଧାର

ବରୁହା  : କାର୍ ଭିତରୁ ଉଦ୍ଧାର ହେଲା ନାଗ ସାପ । ଯାଜପୁର ବରୁହା ରକେଇ ବଜାରରେ ଜଣେ ବ୍ୟକ୍ତିଙ୍କ କାରରୁ ଏହି ୫ଫୁଟର ନାଗଟିକୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ କାର୍ ନେଇ ବାହାରକୁ ବାହରୁଥିବା ବେଳେ ସାପର ଗର୍ଜନ ଶୁଣିବାକୁ ମିଳିଥିଲା । ପରେ ସାପଟି ଇଞ୍ଜିନ୍ ଭିତରେ ଶୋଇଥିବା ଦେଖିବାକୁ…

[ଭିଡ଼ିଓ]ନବଜାତ ଶିଶୁ ଚୋରି ଅଭିଯୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁଟିକୁ ନେଇଗଲେ ଜଣେ ଅଜଣା ମହିଳା

ସୁବର୍ଣ୍ଣପୁର:ନବଜାତ ଶିଶୁ ଚୋରି ଅଭିଯୋଗ । ଏହିଭଳି ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଆଜି ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡ଼ରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ…

[ଭିଡ଼ିଓ] ନିୟମର ଖୋଲାଖୋଲି ଉଲ୍ଲଂଘନ, ମାଲାମାଲ ଜମି ଦଲାଲ

ପାଟଣାଗଡ଼: ବେଧଡକ ଚାଲିଛି ବେଆଇନ୍ ଜମି କାରବାର । ସରକାରଙ୍କ ବିନା ଅନୁମତିରେ ଚଢା ଦରରେ ବିକ୍ରି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଫିଆ । ପାଟଣାଗଡ଼ରେ ସବୁ ନିୟମର ହେଉଛି ଖୋଲାଖୋଲି ଉଲ୍ଲଂଘନ । ଛତୁ ଫୁଟଲା ଭଳି ଦଲାଲ ମାତିଛନ୍ତି । ଆଉ ରାତାରାତି କରୁଛନ୍ତି ଏହି ବେଆଇନ୍ କାମ । ସେପଟେ…

୨୧ରେ ମୁକ୍ତିଲାଭ କରିବ ଓଡିଆ କ୍ରାଇମ୍‌ ଥ୍ରୀଲର ‘ଫୋର୍‌’

ଭୁବନେଶ୍ୱର: ଓଡିଆ ଅଭିନେତା ପାର୍ଥ ସାରଥୀ ରାଏ, କଳକୀ କୃଷ୍ଣ, ସତ୍ୟରଞ୍ଜନ ଏବଂ ପ୍ରସନ୍ନଜିତ୍ ମହାପାତ୍ରଙ୍କ ଅଭିନୀତ ଓଡିଆ କ୍ରାଇମ୍‌ ଥ୍ରୀଲର 'ଫୋର୍‌' ଡିସେମ୍ବର ୨୧ ରେ ମୁକ୍ତିଲାଭ କରିବ। ଏହା ଓଡ଼ିଶାର ପ୍ରଥମ ଅଡିଓଭିଜୁଆଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମ AAO NXT ରେ ମୁକ୍ତିଲାଭ କରିବ।…

ଭଦ୍ରକରେ ଲୁଟେରା ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଚୋରୀ, ଟେର୍ ପାଉନି ପୋଲିସ

ଭଦ୍ରକ: ଭଦ୍ରକ ସହରରେ ଲୁଟେରାଙ୍କ ଆତଙ୍କ । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ଚୋରୀ ହୋଇଛି । ଗତକାଲି ରାତି ସାଢ଼େ ୮ଟା ସମୟରେ ଭଦ୍ରକ ଏସପି ଅଫିସଠାରୁ ମାତ୍ର କିଛି ଦୂରରେ ଏହି ଲୁଟ୍ ହୋଇଛି । କୋଲକାତା ଜୁଏଲାରୀ ଦୋକାନରୁ ଦୁଇ ଲୁଟେରା ଲୁଟି ନେଲେ ୧୫କେଜି ରୂପା ସହ ୩.୫୦ଗ୍ରାମ ସୁନା…

ଆଜି ରାଜ୍ୟରୁ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୩୭ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୯୯ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ବାଲେଶ୍ବରରୁ ୭, ବରଗଡରୁ…