Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ର ସରକାର ହ୍ରାସ କଲେ ଏକ୍ସସାଇଜ ଡ୍ୟୁଟି: ଓଡିଶାରେ ପେଟ୍ରୋଲ ୬ଟା ୬୦, ଡିଜେଲ ୧୨ ଟଙ୍କା ୮୦ କମିପାରେ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଜି ପେଟ୍ରୋଲ ଲିଟର ପିଛା ୫ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମାଇଛନ୍ତି । ନଭେମ୍ବର ୪ ତାରିଖରୁ ଦେଶରେ ଏହି ନୂତନ ଦର ଲାଗୁ ହେବ । ପ୍ରାରମ୍ଭିକ ଆକଳନରେ ଓଡିଶାରେ ପେଟ୍ରୋଲ ଲିଟର ପିଛା ୬ଟା ୬୦ ଏବଂ ଡିଜେଲ ୧୨ ଟଙ୍କା ୮୦ ପଇସା…

ସୁନ୍ଦରଗଡ଼ ଖଣି ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ କୋଚିଂ

ସୁନ୍ଦରଗଡ଼ : ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ, ମେଡିକାଲ, ଆଇନ ଏବଂ ଆର୍କିଟେକ୍ଚର ଆଦି ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବା ଲାଗି ଆବଶ୍ୟକ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସୁନ୍ଦରଗଡ଼ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯାଉଛି କୋଚିଂ । ଜିଲ୍ଲାର ଖଣି…

ଉତ୍କଳମଣୀଙ୍କ ଜନ୍ମପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ତ୍ବରାନ୍ବିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ସମୀକ୍ଷା କରାଯାଇଛି । ଲୋକସେବା ଭବନରୁ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଅନୁଗୋଳ : ବିଜେଡିକୁ ବଡ ଝଟକା । ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ। ଅନୁଗୁଳ ଜିଲ୍ଲା ଆଠ ମଲ୍ଲୀକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସଞ୍ଜୀବ ସାହୁ ବିଜେଡି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସଞ୍ଜୀବ କୁମାର ସାହୁ ବ୍ୟକ୍ତିଗତ ସମସ୍ୟା ଦେଖାଇ…

ବାଲୁକା କଳା ଜରିଆରେ ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହା ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ୍ ହାଉସ ନିକଟସ୍ଥ ବେଳାଭୂମିରେ ମା’ କାଳିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ମାନସ…

ବଦଳିଲେ ଝାରପଡା ଜେଲ୍ ଅଧୀକ୍ଷକ

ଭୁବନେଶ୍ବର : ବଦଳିଲେ ଝାରପଡ଼ା ଜେଲ୍ ଅଧୀକ୍ଷକ । ଝାରପଡ଼ାର ଜେଲର ଅଧୀକ୍ଷକ ତିବା ସରୋଜ ବିଶ୍ବାଳଙ୍କୁ ଜେଲ୍ ଡିଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଚୌଦ୍ବାର ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କୁ ଝାରପଡ଼ା ଜେଲ୍ ଦାୟିତ୍ବ ଦିଆଯାଇଛି । ସରୋଜଙ୍କ ବିରୋଧରେ ଥିଲା…

ହୁ ହୁ ହୋଇ ବଢୁଛି ଦରଦାମ୍, ବଲାଙ୍ଗିରରେ ବଢ଼ିଲା ଅସନ୍ତୋଷ

ବଲାଙ୍ଗିର : ହୁ ହୁ ହୋଇ ବଢ଼ିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ । ପ୍ରତିଦିନ ତେଲ ଦର ବଢୁଥିବା ବେଳେ, ପନିପରିବା ଦର ଆକାଶଛୁଆଁ । ବଲାଙ୍ଗୀର ଜିଲ୍ଲାରେ ପଡ଼ିଛି ଅହେତୁକ ତୈଳଦର ବୃଦ୍ଧିର ପ୍ରଭାବ । ଦରବୃଦ୍ଧି ଯୋଗୁ ବଜାର ଉପରେ ପଡିଛି ଏହାର ପ୍ରଭାବ । ବଲାଙ୍ଗୀର ଜିଲ୍ଲାରେ ପେଟ୍ରୋଲ…

୩ ଦଫା ଦାବି ନେଇ ଓୟୁଏଟି ଭେଟେରେନାରୀ ବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ବର : ୩ ଦଫା ଦାବି ନେଇ ଓୟୁଏଟି ଭେଟେରେନାରୀ ବିଭାଗ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ପରୀକ୍ଷା ଶେଷ ହୋଇଥିଲେ ବି ରେଜଲ୍ଟ ପ୍ରକାଶ ପାଇନାହିଁ । ତେଣୁ…

ନୂତନ ବେତନ ସଂଶୋଧନକୁ ବିରୋଧ, ରାଉରକେଲା ଇସ୍ପାତ କାରଖାନା ଆଗରେ ଜୁନିଅର ଅଫିସରଙ୍କ ପ୍ରତିବାଦ

ରାଉରକେଲା : ନୂତନ ବେତନ ସଂଶୋଧନକୁ ବିରୋଧ । ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା ଜୁନିଅର ଅଫିସର କରିଛନ୍ତି ପ୍ରତିବାଦ । ରାଉରକେଲା ଇସ୍ପାତ କାରଖାନା ଅଫିସର ସଂଘ ନେତୃତ୍ବରେ ଜୁନିଅର ଅଫିସରମାନେ ଇସ୍ପାତ କାରଖାନା ଫାଟକ ସମ୍ମୁଖ ବିଶ୍ରା ଛକରେ ଏକାଠି ହୋଇ ଅସନ୍ତୋଷ ପ୍ରକାଶ…

ଭାରତୀୟ କରୋନା ଟିକା କୋଭାକ୍ସିନକୁ WHOର ସ୍ବୀକୃତି

ନୂଆଦିଲ୍ଲୀ : ସବୁ ପ୍ରତୀକ୍ଷାର ହୋଇଛି ଅନ୍ତ । ଶେଷରେ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ମିଳିଛି ସ୍ବୀକୃତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏହାସହ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ବିଦେଶ ଯାତ୍ରା ଉପରେ କିଛି…