Latest Odisha News

BREAKING NEWS

Browsing Category

ଓଡିଶା

Odisha

କୂଅରୁ ଉଦ୍ଧାର ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ

କେନ୍ଦୁଝର: ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ। ୧୫ଫୁଟ୍ କୂଅରୁ ସୁରକ୍ଷିତଭାବେ ଉଦ୍ଧାର ହୋଇଥିଲା ହାତୀ ଛୁଆ। ବନ ବିଭାଗ ହାତୀ ଛୁଆକୁ ମା ହାତୀ ଓ ତାର ପରିବାର ପାଖରେ ଛାଡ଼ିବା ପାଇଁ ଚେଷ୍ଟା କରିଥିଲା। ହେଲେ ସେଥିରେ ସଫଳ ହୋଇପାରିନଥିଲେ। ହାତୀ ଛୁଆକୁ ବଞ୍ଚେଇବା ପାଇଁ ସରକାରଙ୍କ…

ମମିତା ମେହେର ହତ୍ୟା ମାମଲା : ନୂଆପଡ଼ାରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ନୂଆପଡ଼ା : ମହାଲିଙ୍ଗ ମମିତା ମେହେର ମୃତ୍ୟୁକୁ ନେଇ ତେଜୁଛି ବିବାଦ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ତେଜୁଛି ଆନ୍ଦୋଳନ । ଘଟଣାକୁ ନେଇ ଆଜି ନୂଆପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ଯାହାକୁ ନେଇ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।…

ରାୟଗଡ଼ା ମୁନିଗୁଡାରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ା : ପୁଣି ମାଓ ପୋଷ୍ଟର ଲଗାଇଲେ ମାଓବାଦୀ । ରାୟଗଡା ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡାବାଲି ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ୫ଟି ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଉଲ୍ଲେଖ ରହିଛି । ଏହାସହ ମମିତା…

ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଗହଣା ଲୁଟିନେଲେ ଲୁଟେରା

ଭଦ୍ରକ : ବାଇକ ଡିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଲୁଟିନେଲେ ଲୁଟେରା । ଭଦ୍ରକ ସହରାଞ୍ଚଳ ଥାନା ଛକ ନିକଟରେ ଥିବା ସୁନା ଦୋକାନ ସମ୍ମୁଖରୁ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା । ଏନେଇ ଦୋକାନୀ ଜଣକ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ଦୁର୍ବୃତ୍ତଙ୍କ କୌଣସି…

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ଭୁବନେଶ୍ବର : ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି । ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ…

ନଭେମ୍ବର ୧୬ରୁ ସାରା ରାଜ୍ୟରେ ବନ୍ଦ ରହିବ ବସ୍ ସେବା

ଭୁବନେଶ୍ବର : ଆସନ୍ତା ନଭେମ୍ବର ୧୬ରୁ ସାରା ଓଡ଼ିଶାରେ ବନ୍ଦ ରହିବ ବସ୍ ସେବା । ରାଜ୍ୟ ଘରୋଇ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ମୋଟ୍ ୧୪ ହଜାର ଘରୋଇ ବସ୍ ରହିଛି । କିନ୍ତୁ କୋଭିଡ ଗାଇଡଲାଇନ୍ କୋହଳ ହେବା ପରଠୁ ରାଜ୍ୟରେ ମାତ୍ର ୬୦% ବସ୍‌…

ଓଡ଼ିଶା ଆଇପିଏସ୍ ଅଧିକାରୀ କେ. ଶିବା. ସୁବ୍ରମଣି ସିବିଆଇ ଏସପିଭାବେ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା-କ୍ୟାଡ଼ର ଆଇପିଏସ୍ ଅଧିକାରୀ କେ.ଶିବା ସୁବ୍ରମଣିଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଏସପିଭାବେ ନିଯୁକ୍ତି କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ୨୦୧୦ ବ୍ୟାଚ ଆଇପିଏସ୍ ଅଧିକାରୀ ବର୍ତ୍ତମାନ ଓଡ଼ିଶାର…

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ପିଲା ଚୋରି ଭଳି ଶବ୍ଦ ଶୁଣିଲେ ମନରେ ଛନକା ପଶିଯାଏ । ଏହି ଅଭିଯୋଗ ଯାହା ବିରୋଧରେ ଥରେ ଆସେ, ସେ ସାରା ଜୀବନ ସମାଜରେ ଅଗ୍ରହଣୀୟର ଆଖ୍ୟା ମୁଣ୍ଡାଇବାକୁ ବାଧ୍ୟ ହୋଇଥାଏ । ବାଲେଶ୍ୱର ଜିଲ୍ଲାରେ ପିଲା ଚୋରିକୁ କେନ୍ଦ୍ର କରି ଉଭୟ ଅଭିଯୋଗ ଓ ପ୍ରମାଣ ଆଧାରରେ ଜଣେ ମହିଳାଙ୍କୁ…

ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ମାଗିଲେ ମାଓବାଦୀ

ରାୟଗଡା: ମମିତା ମେହେର ହତ୍ୟା ମାମଲାକୁ ନେଇ ସରଗରମ ରହିଛି ଓଡିଶାର ରାଜନୈତିକ ମହଲ । ବିରୋଧ ଓ ପ୍ରତି-ବିରୋଧକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ତେବେ ଏହି ମାମଲାରେ ଏବେ ମାଓବାଦୀ ସଙ୍ଗଠନ ବି ସାମିଲ ହୋଇଛନ୍ତି । ପୋଷ୍ଟର ମାରିବା ସହ ମମିତାଙ୍କୁ ନ୍ୟାୟ ଦେବା ଲାଗି ଦାବି…

ଦୁର୍ଘଟଣା ରୋକିବା ପାଇଁ ପ୍ରଶିକ୍ଷଣ ପାଇବେ ରାସ୍ତାକଡ଼ ଦୋକାନୀ

କଟକ: ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଦୁର୍ଘଟଣାର ଶିକାର ହୋଇ ଅନେକ ଲୋକ ଆହତ ହେଉଛନ୍ତି। ଅନେକ ଜୀବନ ମଧ୍ୟ ଯାଉଛି। ତେଣୁ ଏହାକୁ ରୋକିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। ହେଲେ ଏଥର ସାମିଲ ହେବାକୁ ଯାଉଛନ୍ତି ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଉଠା ଦୋକାନୀ, ଟାୟାର…