Latest Odisha News

BREAKING NEWS

Browsing Category

ଓଡିଶା

Odisha

ପତ୍ର ତୋଳିବାକୁ ଯାଇଥିବାବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ରାଇବୋଲ ପଞ୍ଚାୟତ ହାଡ଼ଗଡ଼ି ଗାଁର ପାର୍ବତୀ ପ୍ରଧାନ। ପାର୍ବତୀ ପତ୍ର ତୋଳିବା ପାଇଁ ଗାଁ ପାଖ ମଉଳାଭଣଜା ଜଙ୍ଗଲକୁ ଯାଇଥିଲେ। ପତ୍ର ତୋଳି ଘରକୁ ଫେରିବା ବାଟରେ ହିଁ ବଜ୍ରାଘାତର ଶିକାର…

୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ସିଜିନ ଟିକେଟକୁ ଅନୁମତି

ଭୁବନେଶ୍ବର : ପ୍ରତିଦିନ ଯାତାୟାତ କରୁଥିବା ରେଳ ଯାତ୍ରୀଙ୍କ ରେଇବାଇ ପଦକ୍ଷେପ । ପୂର୍ବତଟ ରେଳପଥରେ ଆହୁରି ୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍, ତ୍ରୟମାସିକ ସିଜିନ ଟିକେଟ୍ ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦିଆଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା - ୦୮୪୩୧/୦୮୪୩୨…

କୋଭାକ୍ସିନକୁ ମିଳିବ କି ଅନୁମୋଦନ ? ୨୬ରେ ବସିବ ବୈଷୟିକ ପରାମର୍ଶଦାତା କମିଟି ବୈଠକ

ନୂଆଦିଲ୍ଲୀ : କୋଭାକ୍ସିନକୁ ଅନୁମୋଦନ ଦେବା ଲାଗି ଆସନ୍ତା ୨୬ରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ । ଏନେଇ ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନକୁ ଯଦି…

ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ବର : ସ୍କୁଲ ଖୋଲିବାକୁ ନେଇ ତତ୍ପର ସରକାର । ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଛି ନୂଆ ଗାଇଡଲାଇନ । ସବୁ ପ୍ରଧାନଶିକ୍ଷକ ଏହି ଗାଇଡଲାଇନ ମାନିବାକୁ ଦିଆଯାଇଛି ନିର୍ଦ୍ଦେଶ । ଆସନ୍ତା ୨୧ରେ ଏକାଦଶ ଓ ୨୫ରେ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିବ । ୨୫ ତାରିଖ ସକାଳ ୯ରୁ ସାଢ଼େ ୧୨ଟା…

ମନୀଷ ମୃତ୍ୟୁ ମାମଲା, ୪ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ପଦାକୁ ଆସିବ ଆହୁରି ଗୁମର । ଆଜିଠୁ ୩ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଜେଏମଏଫସି କୋର୍ଟ । ଝାରପଡ଼ା ଜେଲରେ ଇନଫୋସିଟି ଥାନା ପୋଲିସର ସ୍ପେଶାଲ୍ ଟିମ୍ ପହଞ୍ଚି ୩…

ସଂଯୁକ୍ତ କିଶାନ ମୋର୍ଚ୍ଚାର ପୁରୀ ରେଳଷ୍ଟେସନରେ ରେଳରୋକ

ପୁରୀ: ପୁରୀ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ପୁରୀ ରେଳଷ୍ଟେସନରେ ରେଳରୋକ କରାଯାଇଛି। ତିନି କଳା କୃଷି ଆଇନ ରବ୍ଦ, ସମସ୍ତ କୃଷିଜାତ ଦ୍ରବ୍ୟର ଏମଏସ୍ପି ଦେବା, ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରେ କୃଷକ ଗଣହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ…

ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ବିମାନ ଚଳାଚଳ ପ୍ରସଙ୍ଗ ନେଇ ସିନ୍ଧିଆଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି ଅପରାଜିତା । ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ସିଧାସଳଖ ବିମାନ ଉଡାଣକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି…

ଯୁବକଙ୍କୁ ପଥରରେ ଛେଚି ନିମର୍ମ ହତ୍ୟା

କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ୫ନମ୍ବର ୱାର୍ଡ଼ ଆଜାଦବସ୍ତି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି ବୁଧୁରାମ ସିରିକା ମୁଣ୍ଡା। ସୂଚନାଯୋଗ୍ୟ ଯେ,…

ପୁଣି ଜନନୀ ଯନ୍ତ୍ରଣା, ୨ କିଲୋମିଟର ଚାଲିଲେ ଗର୍ଭବତୀ

ତେଲକୋଇ : ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଫଳରେ ୨ କିଲୋମିଟର ଚାଲିଲେ ଗର୍ଭବତୀ । ଅବସ୍ଥା ଗୁରୁତର ଥିବାରୁ ଗର୍ଭବତୀଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା…

ବୋମା ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର : ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମା ମାଡ ଘଟଣା । ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଓରଫ ରାଘବ ପାଣ୍ଡେ ଆଜି ଟାଉନ ପୋଲିସ ଦ୍ୱାରା ଗିରଫ । ସେ ନମୋ ସେନା ଦଳର ସଦସ୍ୟ ହୋଇଥିବା ବେଳେ ତାଙ୍କ ଘର ପଣ୍ଡାପଡ଼ା ଥାନାର ହୁଣ୍ଡା…