Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୨୨୮୨ ପୋଲିସଙ୍କୁ ଆର୍ନ୍ତିକ ସୁରକ୍ଷା ସେବା ପଦକ

ଭୁବନେଶ୍ୱର: ନକ୍ସଲ ପ୍ରବଣ ଅଞ୍ଚଳରେ କାମ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ନ୍ତିକ ସୁରକ୍ଷା ସେବା ପଦକ । ଓଡ଼ିଶାର ୨୨ଶହ ୮୨ ଜଣଙ୍କୁ ଏହି ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ନକ୍ସଲ ଅଧ୍ୟୁଷିତ ଇଲାକାରେ ୨ବର୍ଷରୁ…

ଆଜି ଓ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଆଜି ଇଦ୍-ମିଲାଦ ପାଇଁ ରାଜ୍ୟରେ ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଂ ଅନୁଷ୍ଠାନ ବନ୍ଦ ରହିବ । ସେହିପରି ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା…

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉସୁଗର ହବ୍ ପାଲଟିଛି ଜଳେଶ୍ୱର । ପୁଣି ଥରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଘଟଣାର ୨ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡ଼େଶ୍ୱରପୁରରୁ…

ଓଡ଼ିଆ ଭାଷାରେ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠପଢ଼ା। ଏନେଇ ଭୁବନେଶ୍ୱରରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, AICTE ଓ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ନବରଙ୍ଗପୁର: ପୁଣି ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ୪ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ନବରଙ୍ଗପୁର ରେଞ୍ଜ ବନବିଭଗ । ଗିରଫ ୪ ଅଭିଯୁକ୍ତ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ଗାଁର ବୃନ୍ଦାବନ ପୂଜାରୀ, ଚିତ୍ରକୋଟ ଗାଁର ଲୁଥର ଟାକରି, ରାୟଗଡା ଜିଲ୍ଲା ଲୁପୁଙ୍ଗ…

ବଦଳିଲେ ଖୋର୍ଦ୍ଧା ଓ ଜଗତସିଂପୁର ଜିଲ୍ଲାପାଳ

ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସ୍ତରରେ ଅଦଳବଦଳ। ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳ। ଜଗତସିଂପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୫ ବ୍ୟାଚ୍ ଆଇଏଏସ ପାରୁଲ ପଟୱାରୀଙ୍କୁ ନୂଆ ନିଯୁକ୍ତି ମିଳିଛି।…

ଲାଟ୍ରିନ ଟ୍ୟାଙ୍କ ନିର୍ମାଣ ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ଟିକିରି ଥାନା ଶଙ୍କରଦା ପଞ୍ଚାୟତ ପଞ୍ଚାଳି ଗାଁରେ ଅଭାବନୀୟ ଘଟଣା । ନିର୍ମାଣାଧୀନ ଲାଟ୍ରିନ ଟ୍ୟାଙ୍କରେ କାମ କରିବା ସମୟରେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ ପଣସ ପଦର ଗାଁର ଗୋବିନ୍ଦ କୁମ୍ଭାର ଓ ପଞ୍ଚାଲି ଗାଁର…

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ଫାଟୁସେନେରୀରେ କଲେ ମହିଳା ମଣ୍ଡଳ ସମାବେଶ

କୋରାପୁଟ : ଦିନକୁ ଦିନ କୋଟିଆରେ ବଢ଼ି ଚାଲିଛି ଆନ୍ଧ୍ରର ଦାଦାଗିରି । ପ୍ରତିଦିନ ଏହି ଅଞ୍ଚଳରେ କିଛି ନା କିଛି କାର୍ଯ୍ୟ କରି ନିଜର ସ୍ଥିତି ଜାହିର କରିବାକୁ ଚାହୁଁଛି ଆନ୍ଧ୍ର । କେତେବେଳେ ଏସବୁ ଅଞ୍ଚଳରେ ରାସ୍ତା କାମ କରୁଥିବା ବେଳେ, ଆଉ କେତେ ବେଳେ ଏହି ଅଞ୍ଚଳକୁ ନିଜର ବୋଲି ଦାବି…

ଅପହଞ୍ଚ ଅଞ୍ଚଳରେ ନୂଆ ଟାଓ୍ବାର ବସାଇବାକୁ ରାଜି ହେଉନି ବିଏସଏନଏଲ

ଭୁବନେଶ୍ବର : ନୂଆ ଟାଓ୍ବାର ବସାଇବାକୁ ଆଉ ରାଜି ନାହିଁ ବିଏସଏନଏଲ । ତେଣୁ ଅପହଞ୍ଚ ଅଞ୍ଚଳରେ ଫୋନ୍ ଟାଓ୍ବାର ବସାଇବାକୁ ଘରୋଇ କମ୍ପାନୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ,…

ମୋବାଇଲ ଲୁଟେରା ଗ୍ୟାଙ୍ଗ ପ୍ରେମୀ ଯୁଗଳ

ପୁରୀ: ପୁରୀ ଟାଉନ ଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ମୋବାଇଲ ଲୁଟ କରୁଥିବା ଗ୍ୟାଙ୍ଗ ହେଉଛନ୍ତି ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳ ଅଭିନବ ଉପାୟରେ ମୋବାଇଲ ଲୁଟ କରୁଥିଲେ । ଗିରଫ ପ୍ରେମୀ ଯୁଗଳ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ମୋବାଇଲ ଲୁଟ କରୁଥିଲେ ।…