Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୃତ୍ୟୁମୁଖରେ ପଡିଥିଲେ ବାପା, ଝିଅ ଦେଲେ ନୂଆ ଜୀବନଦାନ

ଭୁବନେଶ୍ୱର: ବାପା ଓ ଝିଅର ନିବିଡ ସମ୍ପର୍କକୁ ଯଥାର୍ଥ କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ୨୨ ବର୍ଷୀୟା ସଲୋନୀ ଗର୍ଗ । ବାପାଙ୍କୁ ନୂଆ ଜୀବନ ଦେବା ପାଇଁ ଅବିଳମ୍ବେ କରିଥିଲେ ନିଜ କିଡନୀ ଦାନ । ଏଭଳି ଏକ ଘଟଣା ଅଗଣିତ ଲୋକଙ୍କୁ ଦେଇଛି ଆତ୍ମ ପ୍ରସନ୍ନତା । ଲଡୁଗାଁର ୪୭…

ସମ୍ଭାବ୍ୟ ବାତ୍ୟା “ଗୁଲାବ” ପାଇଁ ମାଲକାନଗିରିରେ ବ୍ୟାପକ ପ୍ରସ୍ତୁତି

ମାଲକାନଗିରି: ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ମାଲକାଲଗିରି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାର ୭ଟି ବ୍ଲକ ଓ ତହସିଲରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି ।…

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ

କେନ୍ଦୁଝର: ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଅରିନ୍ଦମଙ୍କ ପତ୍ନୀ ସମୀକ୍ଷାଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ । ଆଜି ତାଙ୍କ ଘରକୁ ଯାଇ ଅର୍ଥ…

ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ତ୍ରୀ

ଅନୁଗୁଳ: ଟଙ୍କା ନଫେରାଇବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ହଣାକଟା । ସ୍ୱାମୀକୁ ଟାଙ୍ଗିଆରେ ସ୍ତ୍ରୀ ଆକ୍ରମଣ କରିଥିବା ଅଭିଯୋଗ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଏହି ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ସ୍ତ୍ରୀ ଆକ୍ରମଣ…

ବାତ୍ୟା ମୁକାବିଲାର ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରାଜ୍ୟରେ ଜୋରଦାର ଚାଲିଛି ପ୍ରସ୍ତୁତି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଆଲର୍ଟରେ ଅଛନ୍ତି । ସ୍ଥିତି ଉପରେ ନଜର ରଖିଛନ୍ତି । ଆଜି ବାତ୍ୟା ମୁକାବିଲାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ସ୍ଥିତି…

ଯୋବ୍ରା ବ୍ୟାରେଜରୁ ହାତୀର ମୃତଦେହ ଠାବ

କଟକ: ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃକଦେହ ଠାବ ହୋଇଛି । ମୁଣ୍ଡୁଳିରେ ଫସି ରହିଥିବା ହାତୀଟି ଭାସି ଆସିଥିବା ସନ୍ଦେହ କରାଯାଉଛି । ତେବେ ଏହି ହାତୀଟି ମହାନଦୀରେ ଫସିଥିବା ହାତୀ କି ନୁହେଁ ସ୍ପଷ୍ଟ ହୋଇନି । ଏନେଇ ବନବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ହାତୀର…

ଜଗତପୁର ବ୍ରିଜରୁ ମହାନଦୀକୁ ଡେଇଁଲେ କଲେଜ ଅଧ୍ୟାପକ

କଟକ: ଜଗତପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଜଣେ କଲେଜ ଅଧ୍ୟାପକ । ତାଙ୍କ ନାଁ ଦେବାଶିଷ ଦାସ ଓ ଘର ଚାଉଳିଆଞ୍ଜରେ । ଆଜି ସକାଳେ ଏହି ଅଘଟଣ ଘଟିଛି । ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଅଛନ୍ତି ଦେବାଶିଷ ଦାସ । ସେ ନିଖୋଜ ଅଛନ୍ତି । ଡ୍ରାଇଭର କାର୍ ଚଳାଉଥିଲେ । ବ୍ରିଜ୍…

ରାତି ୯ଟାରୁ ଆରମ୍ଭ ହେବ ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ୱର: ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୨-୩ ଘଣ୍ଟା ଧରି ଚାଲିବ । ଲାଣ୍ଡଫଲ ସମୟରେ ପବନର ବେଗ ୭୫ ରୁ ୮୫ ଓ ସମୟ ସମୟରେ ୯୫ କିଲୋମିଟର ଝଟକା ପବନ ରହିବ । ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ…

ବାତ୍ୟା ପ୍ରଭାବରେ ଓଡ଼ିଶାର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ସ୍ଥଳଭାଗ ଅଭିମୁଖେ ଅଗ୍ରସର ସହ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଲାଣି । ଆରମ୍ଭ ହୋଇଛି ବର୍ଷା ପବନ । ଆଜି ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ…

ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଲାଣି ବାତ୍ୟା: ଜାଣନ୍ତୁ ପବନର ବେଗ କେତେ ?

ଭୁବନେଶ୍ୱର: ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ଗୁଲାବ । ଦକ୍ଷିଣ ଓଡ଼ିଶା ଉପକୂଳ ଆଡେ ଧୀରେ ଧୀରେ ଅଗ୍ରସର ହେଉଛି । ବର୍ତ୍ତମାନ ଗୋପାଳପୁର ଉରକୂଳଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ଭିତରେ ଥାଇ ବି ପ୍ରଭାବ ଦେଖାଇଲାଣି ଗୁଲାବ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବର୍ଷା ପବନ…