Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗକୁ ବଢୁଛି ବାତ୍ୟା ‘ଗୁଲାବ’: ମଧ୍ୟରାତ୍ରିରେ କରିବ ଲାଣ୍ଡଫଲ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା ଗୁଲାବ । ସ୍ଥଳଭାଗ ମୁହାଁ ହେଉଛି । ଅଧିକ ବଳ ଗୋଟାଇ ମାଡି ଆସୁଛି ବାତ୍ୟା । ଏବେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି । ଗୋପାଳପୁର ଉପକୂଳଠାରୁ ୨୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଓ ଆନ୍ଧ୍ରପ୍ରଦେଶରେ…

ବାତ୍ୟାର ରୂପ ନେଲା ‘ଗୁଲାବ’

ଭୁବନେଶ୍ବର : ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀରତ ଅବପାତ ବାତ୍ୟାର ରୂପ ନେଇଛି । ଏଥିପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ବାତ୍ୟା ଗୁଲାବ ଘଣ୍ଟାପ୍ରତି ୭…

ମାସେ ଯାଏଁ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବ ବିଜେଡି

ଭୁବନେଶ୍ବର : ଗାନ୍ଧୀ ଜୟନ୍ତୀରୁ ଜନ ସଚେତନତା ଅଭିଯାନ ପରିବର୍ତ୍ତେ ମାସେ ଯାଏଁ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବ ବିଜେଡି । ମହାମାରୀ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଭିନ୍ନ ସମାଜସେବା…

ଅକ୍ଟୋବରରେ ଠପ୍ ହେବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ : ଚଳିତ ମାସ ବାକି ରହି ଯାଇଛିକି ଆପଣଙ୍କ ବ୍ୟାଙ୍କ କାମ । ତାହେଲେ ସେପ୍ଟେମ୍ବର ୩୦ ଭିତରେ ସାରନ୍ତୁ ନିଜର ସମସ୍ତ ବ୍ୟାଙ୍କ କାମ । କାହିଁକି ନାଁ ଅକ୍ଟୋବରରେ ବ୍ୟାଙ୍କ ସେବା ହେବ ଠପ୍ । ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ…

ବିଏସଏଫ୍ କ୍ୟାମ୍ପରେ ଅଘଟଣ, ସର୍ଟ ସର୍କିଟ ଯୋଗୁଁ ଜଣେ ଯବାନ ମୃତ, ୨ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବିଏସଏଫ କ୍ୟାମ୍ପରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଯବାନ ଆହତ ହୋଇଛନ୍ତି । ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ସମଗ୍ର କ୍ୟାମ୍ପ ଚାର୍ଜ ହୋଇ ଯାଇଥିଲା । ଫଳରେ ବିଦ୍ୟୁତ୍ ଆଘାତ ଲାଗି…

ମାଡି ଆସୁଛି ବାତ୍ୟା ଗୁଲାବ , ମୁକାବିଲା ପାଇଁ ପ୍ରସ୍ତୁତ ମାଲକାନଗିରି ଜିଲ୍ଲା ପ୍ରଶାସନ

ମାଲକାନଗିରି : ମାଡି ଆସୁଛି ବାତ୍ୟା ଗୁଲାବ । ସାମ୍ଭବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ମାଲକାନାଗିରି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଗଲାଣି । ପାଣି ପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି ପରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଧକ୍ଷତାରେ ବାତ୍ୟା ମୁକାବିଲା କରିବା ପାଇଁ ଭରଚୁଆଲ ମାଧ୍ୟମରେ…

ଗୁପ୍ତ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ଖୁଲାସା, ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା

ଭୁବନେଶ୍ବର : ଡିଆରଡିଓ ତଥ୍ୟ ଲିଙ୍କ ଘଟଣା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ପ୍ରତିକ୍ରିୟା। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲ ହାଜତ କୁ ପଠା ଯାଇଛି। ପୁଣି ଆବଶ୍ୟକ ପଡ଼ିଲେ ରିମାଣ୍ଡ ରେ ଆସିବେ। ରହସ୍ୟମୟ ଯୁବତୀ ସମ୍ପର୍କରେ ସୂଚନା ଦେଲା କ୍ରାଇମବ୍ରାଞ୍ଚ । ବିବାହ ର…

ବାତ୍ୟା ମୁକାବିଲା ପାଇଁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରୁରୀ ବୈଠକ

ଗୁଣୁପୁର : ଗଭୀର ଅବପାତର ରୂପ ନେଇଛି ଲଘୁଚାପ । ଧିରେ ଧିରେ ଉପକୂଳ ମୁହାଁ ହୋଇ ମାଡି ଆସୁଛି ବାତ୍ୟା । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ଜରୁରୀ ବୈଠକ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ । ଗୁଣୁପୁର, ରମନଗୁଡ। ବିଡିଓ ଓ ତହସିଲଦାରଙ୍କ ସହ ଅନ୍ୟାନ୍ୟ ଅଧିକାରୀ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି, ୭ ଜିଲ୍ଲାରେ ନିୟୋଜିତ ହେବେ ୪୨ ଓଡ୍ରାଫ ଓ ୨୪ ଏନଡିଆରଫ ଟିମ୍

ଭୁବନେଶ୍ବର : ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଗଭୀର ଅବପାତର ରୂପ ନେବା ପରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା । ବର୍ତ୍ତମାନ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଗତି କରୁଛି । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ । କଳିଙ୍ଗପାଟ୍ଟନମରେ…

ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଯାଜପୁର : ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖରେ ଅମର ଆତ୍ମାର ସଦଗତି ପାଇଁ ପ୍ରଦୀପ ପ୍ରଜ୍ୱଳନ ସହ ନୀରବ ପ୍ରାର୍ଥନା…