Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଗାଣ ବର୍ଷାରେ ଜଳବନ୍ଦୀ ଲୋକେ, ଯାତାୟତ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାର କରାଳ ରୂପ । ଦୁଇ ଦିନରେ ଉବୁଟୁବୁ ହେଲା ସହା ବାହ୍ୟ ଜଗତରୁ ବିଛିନ୍ନ ହେଲା ଅନେକ ଅଞ୍ଚଳ । ପୋଲ ଉପରେ ଜଳ ପ୍ରବାହ ହେବା ଯୋଗୁଁ ଗାଡି ମୋଟର ଯିବା ଆସିବା କରିବା ବନ୍ଦ । ଲଗାଣ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳ ଗୁଡିକରେ ହାଇ ଆଲର୍ଟ…

୧ ରୁ ପ୍ଲସ୍ ୨ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ପ୍ଲସ୍-୨ ଅଫଲାଇନ୍ ପରୀକ୍ଷା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ଦିନ କହିଛି। ସରକାରୀ ପ୍ରକାଶନ ଅନୁଯାୟୀ ଏହି ପରୀକ୍ଷା ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ। ରବିବାର ଦିନ ଏହି ପରୀକ୍ଷା କରାଯିବ। ୨ଟି…

ବର୍ଷାପାଣିରେ ବୁଡିଲେ ମା’ ପାଟଣେଶ୍ବରୀ

ବଲାଙ୍ଗୀର: ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଲୋକେ ପାଣି ଘେରରେ ରହିଛନ୍ତି । ନଦୀ ଗୁଡିକରେ ଜଳସ୍ତର ବଢିଚାଲିଥିବା ବେଳେ ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛନ୍ନ ହୋଇପଡିଛି । ଅନ୍ୟ ସ୍ଥାନ ଭଳି ବଲାଙ୍ଗୀରରେ ମଧ୍ୟ ସମନେ ସ୍ଥିତି । ସବୁଆଡେ ଜଳମଗ୍ନ ହୋଇପଡିଥିବା ବେଳେ…

ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାଏର ହେଲା ରିଟ୍ ପିଟିସନ

କଟକ : ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ।ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଏର ହୋଇଛି । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାଏର କରାଯାଇଛି। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବପରି ମୂର୍ତ୍ତ ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡିଛି ବାଲୁକା ବଜାର ପୂଜା କମିଟି । ହେଲେ…

ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ଗାଁ

ଢେଙ୍କାନାଳ: ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସମଗ୍ର ଓଡିଶା । ରେଡ଼ ଆଲର୍ଟରେ ଥିବା ଢେଙ୍କାନାଳର ସ୍ଥିତି ସଙ୍ଗୀନ ହୋଇଛି । ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁଁ ଭୁବନ ବ୍ଲକ ଭୂଷଳ ପଂଚାୟତ ଅନ୍ତର୍ଗତ ଜୟପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏଥି ସହିତ ମାଳପୁରା , ଓଢଣା , ଦଧିସିଙ୍ଗା ଆଦି…

ଫୁଲୁଛି ବୈତରଣୀ

ଭଦ୍ରକ: ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ । ଏଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେକେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଳ ସ୍ତର ୧୮.୧୭ ମିଟର ଉପରେ ପ୍ରବାହିତ ହେଉଛି । ତେବେ ଉପରମୁଣ୍ଡରେ କାନପୁର ବେରେଜ ରହିଥିବା ଏବଂ ଵର୍ତମାନ…

ପାଣି ସୁଅରେ ଫସିଲେ ମହିଳା

ଅନୁଗୁଳ : ବଢ଼ି ପାଣିରେ ଫସିଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ଦମକଳ ବାହିନୀ ମହିଳାଙ୍କୁ ଉଦ୍ଧାର କରିଛି । ଅନୁଗୁଳ ସଦର ହୁଳୁରୁସିଂହା ଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲିଙ୍ଗରା ନାଳରେ ଆଜି ସକାଳୁ ବଢ଼ିପାଣିରେ ଜଣେ ମହିଳା ଫସି ଯାଇଥିଲେ । ମହିଳା ଜଣକ…

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ଗୁଇନ୍ଦାଗିରି ଅଭିଯୋଗରେ ୫ ଅଟକ

ବାଲେଶ୍ୱର: ଗୁଇନ୍ଦାଗିରି ଅଭିଯୋଗରେ ଧରାପଡିଲେ ୫ ଅଭିଯୁକ୍ତ । ଏପରି ଘଟଣା ଦେଶର କୌଣସି ଆନ୍ତର୍ଜାତୀକ ସୀମା ନୁହେଁ ବରଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ସାମ୍ନାକୁ ଆସିଛି । ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଚୋରି ଓ ପଡୋଶୀ ଦେଶକୁ ପଠାଇବା ସନ୍ଦେହରେ…

ବର୍ଷାରେ ବେହାଲ ବାଲେଶ୍ୱର

ବାଲେଶ୍ୱର: ଲଘୁଚାପ ଜନିତ ବର୍ଷାରେ ବେହାଲ ବାଲେଶ୍ୱର ଜିଲ୍ଲା  । ଜଳ ନିଷ୍କାସିତ ହୋଇ ନପାରି ବୁଡିଲା ସହରର ବିଭିନ୍ନ ଅଂଚଳ । ବର୍ଷାଜଳ ନିଷ୍କାସିତ ହୋଇନପାରି ବାଲେଶ୍ୱର ସହର ସାରା ଜଳମଗ୍ନ ହୋଇଯାଇଛି । ଏପରି ପରିସ୍ଥିତି ବାରମ୍ବାର ଉପୁଜୁଥିବାରୁ ଏଥିପାଇଁ ବାଲେଶ୍ୱର ପୌରପାଳିକା ମୁଖ୍ୟ…

ସମୁଦ୍ର ଆଁରେ ଗାଁ

ଜଗତସିଂହପୁର: ଲଗାଣ ବର୍ଷା ଯୋଗୁ କୂଳ ଲଂଘିଲା ସମୁଦ୍ର । ଜନବସତି ଆଡ଼କୁ ମାଡ଼ି ଆସିଲା ସମୁଦ୍ର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଶିଆଳି ନିକଟରେ ଆଜି ଜନବସତି ଆଡ଼କୁ ପ୍ରାୟ ୧୦୦ ମିଟର ମାଡ଼ି ଆସିଛି ସମୁଦ୍ର ଜଳ। ଯାହାଫଳରେ ସମୁଦ୍ର ନିକଟବର୍ତ୍ତୀ ଫଳରେ ପଦ୍ମପୁର,ଶିଆଳି, ରାମତରା ଓ…