Latest Odisha News

BREAKING NEWS

Browsing Category

ଓଡିଶା

Odisha

ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’କୁ ରେଳପଥ ମାଧ୍ୟମରେ ପେଟ୍ରୋଲିୟମ ସାମଗ୍ରୀ ଯୋଗାଇବାକୁ ଯୋଗାଇବାକୁ ଯୋଜନା ରହିଛି । ଏହି…

ବ୍ୟବସାୟୀଙ୍କୁ ଅପହରଣ, ଓ୍ବେବ୍ ଚ୍ୟାନେଲ ମହିଳା ସାମ୍ବାଦିକାଙ୍କ ସମେତ ୫ ଗିରଫ

ଭୁବନେଶ୍ବର : ରାଜ୍ୟରେ ଚାଞ୍ଚଲ୍ୟ । ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ ଦେବାକୁ କହି ଅପହରଣ । ଘଟଣାରେ ଘଟଣାରେ ଏକ ଓ୍ବେବ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଓ୍ବେବ ଚ୍ୟାନେଲର ସିଇଓ ରାଜ ଫେରାର ହୋଇଯାଇଛି ।…

ଆଫଗାନିସ୍ତାନରେ ବନ୍ଦ ହେବ ମିଡିଆ ହାଉସ

ଆଫଗାନିସ୍ତାନ : ଖୁବଶୀଘ୍ର ଆଫଗାନିସ୍ତାନରେ ବନ୍ଦ ହେବ ମିଡିଆ ହାଉସ । ଦେଶକୁ ତାଲିବାନ କବଜା କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି । ମହିଳା ଉପସ୍ଥାପିକାଙ୍କ ଉପରେ ପ୍ରଥମ ପର୍ଯ୍ୟାୟରେ ନିଷେଧାଦେଶ ଜାରି କରାଯାଇଛି । କିଛି ଦିନ ମଧ୍ୟରେ ଗଣମାଧ୍ୟମ ଉପରେ ଅଙ୍କୁଶ ଜାରି କରାଯାଇପାରେ ବୋଲି…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ବାଲେଶ୍ୱର ଗସ୍ତରେ ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି

ବାଲେଶ୍ୱର:ବାଲେଶ୍ୱର ଗସ୍ତରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ.ମୂରଲୀଧର। ଜିଲ୍ଲା ବାର ଆସୋସିଏସନ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ମୁଖ୍ୟ ବିଚାରପତି । ବାଲେଶ୍ୱର ବିଚାର ବିଭାଗ ଦାୟିତ୍ୱରେ ଥିବା ଉଚ୍ଚନ୍ୟାୟଳୟର ବିଚାରପତି ଦେବବ୍ରତ ଦାଶ ଓ ମୁଖ୍ୟ ବିଚାରପତି…

ବ୍ଲକ୍‌ ଅଧ୍ୟକ୍ଷା ମନୀଷା ଚୌଧୁରୀଙ୍କ ଆବେଦନ ଖାରଜ କଲେ କୋର୍ଟ

କଟକ: କିଛି ଦିନ ହେଲା ଚର୍ଚ୍ଚାରେ ଥିବା ବାଲିପାଟଣା ବ୍ଲକ୍‌ ଅଧ୍ୟକ୍ଷା ମନୀଷା ଚୌଧୁରୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଚଳିତ ମାସ ୩୧ ତାରିଖରେ ହେବ। ଏହି ଭୋଟ୍ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ଖୋର୍ଦ୍ଧା ଜିଲ୍ଲାର…

ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଫଳରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି । ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୧୬ ଟି ଜିଲ୍ଲାରେ ପ୍ରବଳ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ…

ପଡୋଶୀଙ୍କୁ ମାରପିଟ୍ ଅଭିଯୋଗରେ ଅଭିନେତା ବବି ମିଶ୍ର ଥାନାରେ ଅଟକ

ଭୁବନେଶ୍ୱର: ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବବି ମିଶ୍ର । ହେଲେ ଏଥର ରିଲ୍ ନୁହେଁ ବରଂ ରିଅଲ ଲାଇଫରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି । ପଡୋଶୀଙ୍କୁ ଗାଳି ଗୁଲଜ ସହ ମାଡ ମାରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ନୟାପଲ୍ଲୀ ଥାନାରେ ପଡୋଶୀଙ୍କ ଅଭିଯୋଗ…

ଖୋଲିବ ଶୈବପୀଠ ଗୁପ୍ତେଶ୍ୱର

କୋରାପୁଟ:ଖୋଲିବ ଶୈବପୀଠ ଗୁପ୍ତେଶ୍ୱର । ସେପ୍ଟେମ୍ବର ୧ ରୁ ଖୋଲିବ କୋରାପୁଟ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର।ଭକ୍ତ ମାନଙ୍କୁ ଦର୍ଶନ ଦେବେ ବାବା । କୋଭିଡ୍ କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିଲା । ହେଲେ ଏବେ ପୁଣି ଭଗବାନଙ୍କ ଦର୍ଶନ ପାଇବେ ଭକ୍ତମାନେ । କୋଭିଡ୍ କଟକଣା ଅନୁଯାଇ…

ରାଜ୍ୟରେ ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ; ୧୦୫ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୭୯ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୦୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୫୪ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଓଡ଼ିଶା ସମେତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟମାନଙ୍କରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗୁରୁତ୍ବ । ନିଆଯାଉଥିବାବା ପଦକ୍ଷେପକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି…