Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେଶରେ ପ୍ରଥମ ବାର୍ଡଫ୍ଲୁ ଜନିତ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ସାମ୍ନାକୁ ଆସିଛି ପ୍ରଥମ ବାର୍ଡଫ୍ଲୁ ଜନିତ ମୃତ୍ୟୁ । ଦିଲ୍ଲୀସ୍ଥିତ ଏମସରେ ଆଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁରେ ପ୍ରାଣ ହରାଇଛନ୍ତି ଜଣେ ୧୧ ବର୍ଷ ବୟସ୍କ ବାଳକ । ବାଳକ ଜଣକ ପ୍ରାଣ ହରାଇବା ପରେ ତାଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, କର୍ମଚାରୀଙ୍କୁ…

ଭୁବନେଶ୍ବର ଓ ଖୋର୍ଦ୍ଧାରେ ଚିନ୍ତା ବଢ଼ାଉଛି ଡେଙ୍ଗୁ

ଭୁବନେଶ୍ବର : ଭୁବନେଶ୍ବର ଓ ଖୋର୍ଦ୍ଧାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ତଥା ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଖୋର୍ଦ୍ଧା…

ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କଲା ଓୟୁଏଟି

ଭୁବନେଶ୍ବର : ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆପାତକାଳୀନ ପ୍ଲାନ । ଏହି ଆପାତକାଳୀନ ପ୍ଲାନକୁ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ ଚାଷୀର ସୁରକ୍ଷା ପାଇଁ କଣ କରାଯିବ, ତାହା ଏଥିରେ ଉଲ୍ଲେଖ ରହିଛି ।…

ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ବଡ଼ ଖୁଲାସା, ୪ ଦିନ ପୂର୍ବରୁ ହୋଇଥିଲା ହତ୍ୟା ଯୋଜନା

ଭୁବନେଶ୍ବର : ଭୁବନେଶ୍ବର ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ବଡ଼ ଖୁଲାସା । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପାଇଁ ୪ ଦିନ ପୂର୍ବରୁ ଯୋଜନା କରିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ହତ୍ୟାକାଣ୍ଡ ଦିନ ସକାଳ ୯ଟାରେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା ଜଗନ୍ନାଥ ।…

ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ଯୋଗୁ ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଜୁଲାଇ ୨୧ରେ କଟକ,…

କେତେ ସତ ? ମାଲକାନଗିରିରେ ଅଜଣା ରୋଗ ଆତଙ୍କ

ମାଲକାନଗିରି: ଅଜଣା ତଥା ରହସ୍ୟମୟ ରୋଗ ପାଇଁ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । ବିଗତ ୧୫ଦିନରେ କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗାଁରେ ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଡାକ୍ତରୀ ଦଳର ରିପୋର୍ଟ କିନ୍ତୁ କିଛି ଭିନ୍ନ ବୟାନ କରିଛି । ସୁଧାଖଣନ୍ଟା…

ଶିଳପୁଆରେ ସ୍ତ୍ରୀର ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ

ଯାଜପୁର ଟାଉନ: ଘରୋଇ କଳହରୁ ମୁଣ୍ଡରେ ପିତ୍ତ ଚଢ଼ିଗଲା । ହିତାହିତ ଜ୍ଞାନ ହରାଇ ବସିଲେ ସ୍ୱାମୀ । ସ୍ତ୍ରୀର ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥି ସ୍ୱାମୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇଶ୍ୱରପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ବୀଣାପାଣି ଦାସ । ଗତକାଲି ଏହି…

ରଥରେ ଚଢ଼ି ସେଲଫି, ୨ ଯୁବକଙ୍କ ଫଟୋ ଭାଇରାଲ୍

ପୁରୀ: କରୋନା ଯୋଗୁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏପରିକି ବଡ଼ଦାଣ୍ଡରେ ଘର ଛାତ ଉପରୁ ବି ରଥଯାତ୍ରା ଦେଖିବା ମନା । ଏଭଳି ସମୟରେ ରଥ ଉପରେ ଚଢ଼ି ଦୁଇ ଜଣ ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ହୋଇଛି । ଫଟୋରେ ଦେଖିବାକୁ ମିଳିଛି ଦୁଇ ଜଣ…

ନନ୍ଦନକାନନରେ ନୂଆ ଅତିଥି: ମାଆ ହେଲା ସିଂହୀ ବିଜଲୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହର ବଂଶବୃଦ୍ଧି ହୋଇଛି । ମାତୃତ୍ୱ ଲାଭ କରିଛି ସିଂହୀ ବିଜଲି । ଆଜି ସେ ତିନୋଟି ଛୁଆ ଜନ୍ମ ଦେଇଛି । ସେଥିରୁ ଗୋଟିଏ ନବଜାତ ସିଂହର ମୃତ୍ୟୁ ହୋଇଛି । ସିଂହ ସଫାରୀର ଏକ ସ୍ୱତନ୍ତ୍ର ସେଲରେ ଅଛି ବିଜଲୀ । ମେଡିକାଲ ଅଫିସର ଓ ନନ୍ଦନକାନନ…

ଏସଟିଏଫ୍ ପଞ୍ଝାରେ ପୁଣି ବାଘ ଶିକାରୀ: ଡିଲ୍ ବେଳେ ବାଘ ଛାଲ ଓ ବନ୍ଧୁକ ସହ ଗିରଫ

ବୌଦ୍ଧ: ରାଜ୍ୟରେ ବଢ଼ି ଚାଲିଛି ବାଘ ଶିକାର । ପୁଣି ଜଣେ ଶିକାରୀକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିରା ଗାଁ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ହର ରଣା ଓ ଘର କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗି ଗାଁରେ ।…