Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଜଣେ ସ୍ୱାସ୍ଥ୍ୟକର୍ମୀ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ରାୟଗଡା: ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟଠାରୁ ଆରମ୍ଭ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏବେ ବି ଅନେକଙ୍କ ପାଖକୁ ପହଂଚିପାରିନି ପ୍ରାଥମିକ ସ୍ୱାସ୍ଥ୍ୟସେବା । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଜଗଦଲପୁର ଗାଁରୁ ସାମ୍ନାକୁ ଆସିଛି ବିପର୍ଯ୍ୟସ୍ତ…

ଏଫ୍ ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୪ ବର୍ଷ ପାଇଁ ସେ କୁଳପତି ଭାବେ କାମ କରିବେ । ପ୍ରଫେସର ତ୍ରିପାଠୀ ଉତ୍କଳ…

ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା: ଆଜି DFOଙ୍କୁ ହେବ ପଚରାଉଚରା !

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଖଇରାରେ ସୌମ୍ୟଙ୍କ ପରିବାର ଲୋକେ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ପଚରାଉଚରା ଓ ବୟାନ ରେକର୍ଡ ସାରି ଫେରିଛି ପାରଳାଖେମୁଣ୍ଡି ଥାନା ପୋଲିସ। ଆଜି…

ସାବଧାନ ! ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ୍

ଭୁବନେଶ୍ବର: ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ । ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ୨୭ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଜି ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଓଡ଼ିଶାରେ ବଢ଼ିପାରେ ବର୍ଷା ପରିମାଣ । ଆସନ୍ତା ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ…

ଆଜି ରଥାରୂଢ଼ ମହାପ୍ରଭୁଙ୍କୁ ଅଧରପଣା ଲାଗି

ପୁରୀ: ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ହେବ ।…

ଓଡ଼ିଶାରୁ ୧୯୪୮ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କ ତଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ପାଖାପାଖି ରହୁଛି ଦୈନିକ କରୋନା ଆକ୍ରନ୍ତଙ୍କ ସଂଖ୍ୟା । ୭୦ହଜାରରୁ ଅଧିକ ଟେଷ୍ଟ ହେଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ଶହ ୪୮ ନୂଆ ଆକ୍ରାନ୍ତ । ଏହି ସମୟରେ ୭୯ହଜାର ୩୭୨ କୋଭିଡ୍ ଟେଷ୍ଟ ହୋଇଛି । କ୍ୱାରେଣ୍ଟାଇନରୁ ୧୧ଶହ ୨୦ ଓ ଲୋକାଲ୍…

୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ ସହ ହଷ୍ଟେଲ, ଜାରି ହେଲା ଏସଓପି

ଭୁବନେଶ୍ବର : ଆସନ୍ତା ୨୬ ତାରିଖରୁ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ହଷ୍ଟେଲ । ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ବିଭାଗ,…

ସେତେଟା ଘାତକ ହେବନି ତୃତୀୟ ଲହର

ଭୁବନେଶ୍ବର : ଦେଶରେ କମିବାରେ ଲାଗିଛି ମହାମାରୀ କରୋନା ପ୍ରକୋପ । ସଂକ୍ରମଣ କମୁଥିବା ବେଳେ, ସ୍ଥିତିରେ ମଧ୍ୟ ସୁଧାର ଆସୁଛି । ହେଲେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଚିନ୍ତା ପଶିଲାଣି । କିନ୍ତୁ ଏହି ତୃତୀୟ ଲହର ସେତେଟା ଘାତକ ହେବନି । ଆଇସିଏମଆର ରିପୋର୍ଟରେ କୁହାଯାଇଛଇ ଯେ,…

କଟକରେ କୋଭିଡ୍ ରୋଗୀଙ୍କ ଶବ ସଂସ୍କାର ପାଇଁ ଖୋଲାହେଲା ହେଲ୍ପ ଡେସ୍କ

କଟକ : କୋଭିଡ୍ ରୋଗୀଙ୍କ ଶବ ସଂସ୍କାର ପାଇଁ ଖୋଲାହେଲା ହେଲ୍ପ୍ ଡେସ୍କ । କଟକ କାଳିଆବୁଦା ଶ୍ମଶାନରେ ଏହି ହେଲ୍ପ ଡେସ୍କକୁ ଉଦଘାଟନ କରିଛନ୍ତି ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଭାତ ରଞ୍ଜନ ବିଶ୍ବାଳ । ବର୍ତ୍ତମାନ ସତୀଚୌରା ଶ୍ମାଶନରେ ଶବଦାହ କରାଯାଉଥିବା ବେଳେ, କାଳିଆବୁଦା ଶ୍ମଶାନରେ…