Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ତିନି ରଥର ହେବ ଦକ୍ଷିଣ ମୋଡ଼

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଆଜି ଶ୍ରୀଜିଉଙ୍କର ତିନି ରଥରେ ହେବ ଦକ୍ଷିଣ ମୋଡ଼ । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ନାକଚଣା ଦ୍ୱାର ପାଖରେ ଦଣ୍ଡାୟମାନ ହେବେ । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ହେବ ।…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଭର୍ଚୁଆରେ ନବୀନ ନିବାସରୁ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା…

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ପ୍ୟାକେଜ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ…

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଲୋକାର୍ପିତ ହୋଇଛି ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଙ୍କଳନ ‘ମାଟି ଘୋଡା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଗଳ୍ପ ସଙ୍କଳନ ‘ମାଟି ଘୋଡା’କୁ ଲୋକାର୍ପଣ କରିଛନ୍ତି । ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ…

ପୁରୀର ଶ୍ରୀକ୍ଷେତ୍ର ଲଜ ସିଲ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ଦିନ SOP ଉଲଂଘନ ଅଭିଯୋଗ |  ପୁରୀର ପୁଣି ଏକ ଲଜକୁ ସିଲ କଲା ପ୍ରଶାସନ | ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜକୁ ସିଲ କରାଯାଇଛି | ତେବେ ପୂର୍ବରୁ ଗଙ୍ଗା ଲଜ, ଅକ୍ଷୟପାତ୍ର ଫାଉଣ୍ଡେସନ ଓ ସାଗର ଇନ ଲଜ ସିଲ କରାଯାଇଥିବା ବେଳେ ଆଜି ଶ୍ରୀକ୍ଷେତ୍ର ଲଜକୁ ସିଲ…

ମାଆ ଦୁର୍ଗାଙ୍କ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ପବିତ୍ର ହେରାପଞ୍ଚମୀରେ ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ସମିତି ପକ୍ଷରୁ" ମା ଦୁର୍ଗା" ଙ୍କ ପ୍ରତିଷ୍ଠା ଦିବସ ଆରମ୍ଭ କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଜ୍ଞ, ଓ ପୂଜା ତିନି ଦିନ ଧରି କରାଯିବ । ଆସନ୍ତା ୧୮.୭.୨୧ ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ…

ପିସି ଭାଗ ବଣ୍ଟାର ଭିଡିଓ ଭାଇରାଲ

ନୂଆପଡା :  ପିସି ଭାଗବଣ୍ଟାର ଭିଡିଓ ଭାଇରାଲ । କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ । ନୂଆପଡା ସିନାପାଲି ବ୍ଲକରେ ରାଜ୍ୟ ସରକାର ଙ୍କ 5T ର ବେଖାତିର ।  ନୂଆପଡା ଜିଲ୍ଲାରେ ସରକାରୀ ବାବୁ ମାନେ 5T କୁ ବେଖାତିର କରି ଖୁଲୁମଖୁଲା ପିସି କାରବାର କରୁଥିବା ଭିଡିଓ ସାମ୍ନାକୁ ଆସିଛି ।…

ନିୟମଗିରି ଡଙ୍ଗରିୟାଙ୍କ ପାଇଁ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପର ଶୁଭାରମ୍ଭ

ରାୟଗଡ଼ା : ଦୂର ହେବ ଆଦିମ ଜନଜାତି ଡଙ୍ଗରିୟା କନ୍ଧଙ୍କ ଚକ୍ଷୁ ସମସ୍ୟା । କାରଣ ଓଡ଼ିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଆଜି ଶୁଭାରମ୍ଭ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ କୁର୍ଲି ଗ୍ରାମ ପଞ୍ଚାୟତର ଖଜୁରୀ ଓ କାଡ୍ରାଗୁମା…

କାରରୁ ୬୧କେଜି ଗଞ୍ଜେଇ ଜବତ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁରରୁ  ୬୧କେଜି ଗଞ୍ଜେଇ ଜବତ I ଜିଲ୍ଲା ସଦର ମହକୁମା କୁଞ୍ଜ ହୋଟେଲ ଛକ ନିକଟରୁ ଏକ କାରରୁ ୬୧କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ I ଆଜି ଦିନ ସମୟରେ ବୌଦ୍ଧ ଜିଲ୍ଲା ପଟରୁ ଏକ ମାରୁତି ଇକୋ କାରରେ ଦୁଇଜଣ ଯୁବକ ଗଞ୍ଜେଇ ନେଇ ସୋନପୁର ପଟଦେଇ…

ଆସନ୍ତା ୨୦ରୁ ଅଗଷ୍ଟ ପହିଲା ଯାଏଁ ବଲାଙ୍ଗିର ଓ କେନ୍ଦୁଝରକୁ ଟ୍ରେନ୍ ବାତିଲ

ଭୁବନେଶ୍ବର : ଭୁବନେଶ୍ବରରୁ ବଲାଙ୍ଗିର ଓ କେନ୍ଦୁଝରକୁ ବାତିଲ ହେବ ଟ୍ରେନ୍ । ଆସନ୍ତ ୨୦ ତାରଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଟ୍ରେନ୍ ସେବା ବାତିଲ ରହିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବର-ବଲାଙ୍ଗିର-ଭୁବନେଶ୍ବର ସ୍ପେଶାଲ ଏବଂ…