Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗାଁରେ ଦନ୍ତା ଆତଙ୍କ

ଭଦ୍ରକ : ଗାଁରେ ଦନ୍ତା ଆତଙ୍କ । ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଗୁଡିକରେ ହାତୀ ପଶି ଆତଙ୍କ ଖେଳାଇଛି । ଆଉ ହାତୀ ଭୟରେ ଲୋକେ ତାଟି କବାଟ ପକାଇ ରହିଛନ୍ତି । ଦିନ ଦିପହରରେ ବି ହାତୀ ଆତଙ୍କ ଖେଳାଇଛିି । ଆଖପାଖ ଗାଁ ବନ୍ତରୁ ନେଇ ଆଗରପଡ଼ାରେ ହାତୀ କିଛି ଦିନ ହେଲା ଗାଁ ଛାଡି ଯିବାର ନାଁ…

ତିଆରି ଚାଲିଛି ତିନି ଦିଅଁଙ୍କ ପାଟ ବସ୍ତ୍ର

ରାଉତପଡ଼ା : କରୋନା କଟକଣା ଭିତରେ ବି ଚାଲିଛି ରଥଯାତ୍ରା ପ୍ରସ୍ତୁତି । ଗୋଟିଏ ପଟେ ରଥ ନିର୍ମାଣ ଚାଲିଥିବା ବେଳେ ଅନ୍ୟ ପଟେ ଚାଲିଛି ତିନି ଦିଅଁଙ୍କର ପାଟ ବସ୍ତ୍ର ତିଆରି । ଆଉ ଖାସ୍ କରି ଏହି ପାଟ ବସ୍ତ୍ର ତିଆରି କରୁଛନ୍ତୀ ଖୋର୍ଦ୍ଧା ରାଉତପଡ଼ା ଗାଁର ବୁଣାକାର ମାନେ । ଛୋଟର ବଡ଼ ସଭିଏଁ…

ଟିଆରପି ସ୍କାମ : ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ମୁମ୍ବାଇ ପୋଲିସ୍‌ର ଚାର୍ଜସିଟ୍

ମୁମ୍ବାଇ : ଟିଆରପି ସ୍କାମ ମାମଲାରେ କୋର୍ଟରେ ଦାଖଲ ହୋଇଛି ଚାର୍ଜ ସିଟ୍ । ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ ରିପବ୍ଲିକ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କ ନାଁ ରହିଛି । କୋର୍ଟରେ ୧୮୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ ଦାଖଲ କରିଛି ମୁମ୍ବାଇ ପୋଲିସ…

ଆମ ଐତିହ୍ୟ : ଏକାମ୍ର କ୍ଷେତ୍ରର ପ୍ରମୁଖ ପ୍ରାଚୀନ ବିଷ୍ଣୁ ମନ୍ଦିର ‘ଅନନ୍ତ ବାସୁଦେବ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏକ ସମୟରେ ୭୦୦ରୁ ଉର୍ଦ୍ଧ୍ବ ପ୍ରାଚୀନ ମନ୍ଦିର ରହିଥିବା ବିଶ୍ୱାସ କରାଯାଉଥିବାବେଳେ ଏବେ ସେଥି ମଧ୍ୟରୁ ପ୍ରାୟ ୩୦୦ ମନ୍ଦିର ଭିନ୍ନ ଭିନ୍ନ ସ୍ଥିତିରେ ରହିଛି । ଚକ୍ରକ୍ଷେତ୍ର ଭାବେ ଅଭିହିତ…

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ମହାପ୍ରଭୁଙ୍କ ଚମ୍ପକ ଦ୍ବାଦଶୀ ନୀତି

ପୁରୀ : ପରମ୍ପରା ଅନୁଯାୟୀ ରୁକ୍ତିଣୀ ବିବାହ ଅର୍ଥାତ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ସରିବା ପରେ ବର କନ୍ୟା ବେଶରେ ସଜ୍ଜିତ ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ପାଲିଙ୍କିରେ…

ମହାନଦୀରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

କଟକ : ମହାନଦୀରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ, ବୟସ ପାଖାପାଖି ୪୦ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଆଜି ମଧ୍ୟାହ୍ନ ସମୟରେ କଟକ ହରିଣ…

ରେଳ ଷ୍ଟେସନରେ ଟଚ୍- ଫ୍ରି ହେବ ଟିକେଟ୍ ଚେକିଂ

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ ରେଳ ବାଇର ପଦକ୍ଷେପ । ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ…

ଚନ୍ଦକାରେ ହାତୀଙ୍କୁ କରାଯିବ ଟ୍ରାକ୍, ଦେହରେ ଲାଗିବ ରେଡିଓ କୋଲାର୍‌

ଭୁବନେଶ୍ବର : ଚନ୍ଦକାରେ ବଣୁଆ ହାତୀଙ୍କୁ କରାଯିବ ଟ୍ରାକ୍ । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ପ୍ରାୟାସ । କାରଣ ଏବେ ହାତୀଙ୍କ ଦେହରେ ଲାଗିବ ରେଡିଓ କୋଲାର୍‌ । ରାଜ୍ୟରେ ପ୍ରଥମ ଥର ପାଇଁ ଚନ୍ଦକାରେ ଏପରି ରେଡିଓ କୋଲାରିଂ କରାଯିବ । ଯାହାଦ୍ବାରା ହାତୀଙ୍କ ଗତିବିଧି…

ଦେବସ୍ନାନ ପୂର୍ଣ୍ଣିମା ଶୃଙ୍ଖଳିତ କରିବାକୁ ବୈଠକ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା କିଭଳି ଶାନ୍ତି ଶୃଙ୍ଖଳାରେ ଅୟୋଜନ କରାଯିବ ସେ ନେଇ ହୋଇଛି ଆଲୋଚନା । ପୁରୀ ଏସପି କେ ବିଶାଳ ସିଂ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି। ସେହିପରି କିଭଳି ସୁରକ୍ଷା ବ୍ୟବସ୍ଥା ରହିବ , କେଉଁ ଅଫିସର କେଉଁଠି ଡ୍ୟୁଟିରେ ରହିବେ,…

କରୋନାରେ ପ୍ରାଣ ହରାଇଲା ଆଉ ଜଣେ ମାଓନେତା

ମାଲକାନଗିରି : ମାଓ ସଙ୍ଗଠନକୁ ଘାରିଛି କରୋନା ସଂକ୍ରମଣ ଚିନ୍ତା । ଏଭଳି ସ୍ଥିତିରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି ଆଉ ଜଣେ ମାଓନେତା । ଉତ୍ତର ତେଲେଙ୍ଗାନା ଏରିଆ କମିଟି ଚିଫ୍ ହରିଭୂଷଣ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି…