Latest Odisha News

BREAKING NEWS

Browsing Category

ଓଡିଶା

Odisha

କେବୁଲ ଟିଭି ନେଟୱର୍କ ନିୟମାବଳୀରେ ସଂଶୋଧନ

ନୂଆଦିଲ୍ଲୀ : କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ ସଂକ୍ରାନ୍ତରେ…

ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ପ୍ରଥମ ଶ୍ରେଣୀରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ ଲଞ୍ଚ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ରାଜ୍ୟରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାକୁ ଅଧିକ…

କରୋନା ସାଜିଲା କାଳ, ଆପଣାର ହେଲେ ପର

ଭଦ୍ରକ: କରୋନା ମହମାରୀ କେବଳ ମୃତ୍ୟୁର ନୂତନ ସଂଜ୍ଞା ଦେଇନାହିଁ । ଆପଣାର ହୋଇଛନ୍ତି ପର, ପର ସାଜିଛନ୍ତି ସତେ ଅବା ଦେବଦୂତ । ଏପରି ଅନେକ ଉଦାହରଣ ନଜରକୁ ଆସିଛି । ଏହି ଧାରାରେ ଚର୍ଚ୍ଚାକୁ ଆସିଛି ଭଦ୍ରକ ଧାମନଗର ବ୍ଲକ ଅନ୍ତର୍ଗତ ବଡତରଣି ଗାଁ । ଏହି ଗାଁରେ ଜଣେ ବର୍ଷିୟାନ୍ କଳାକାର…

ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଏହା ଦ୍ବାରା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଂଘନ ହେଉଥିବା କହିଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତିଗତ ସ୍ବାଧୀନତା ସହ ସହ ଜଡିତ ଜରୁରୀ ମାମଲାର ଶୁଣାଣିକୁ ଗୁରୁତର ସହ ନେବା ଉଚିତ । ଏଥିରେ କୌଣସି…

କୋଭିଡ ନିୟମ ଉଲ୍ଲଂଘନ; ରାଜ୍ୟରେ ୧୬ କୋଟି ଟଙ୍କାର ଜୋରିମାନା ଆଦାୟ

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କଠାରୁ ଓଡିଶା ପୋଲିସ ଗତ ଅଢେଇ ମାସ ମଧ୍ୟରେ ୧୬ କୋଟି ଟଙ୍କା ଜରିମାନା ଆଦାୟ କରିଥିବା ନେଇ ଓଡିଶା ଡିଜିପି ଅଭୟ କହିଛନ୍ତି। ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଅଭୟ କହିଛନ୍ତି ଯେ ୧,୪୮୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୋରିମାନା…

ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୁବର୍ଣ୍ଣପୁର : ଦେବଦମ୍ପତିଙ୍କ ବିବାହ ଶେଷ ହୋଇଥିବା ବେଳେ ଆଜି ଯୁଗଳ ଦର୍ଶନ । କରୋନା କଟକଣା ଭିତରେ ଶୀଳଷଷ୍ଠୀ ଯାତ୍ରା ଶେଷ ହୋଇଛି ।ସୁବର୍ଣ୍ଣପୁର ଥାନପତି ପଡାର ଚନ୍ଦ୍ରଶେଖର ମନ୍ଦିରରୁ ବରାନୁଗମନ କରି କନ୍ୟା ପିତା ଘରକୁ ବରାତ୍ ପହଞ୍ଚିବା ପରେ, କନ୍ୟା ପିତାଙ୍କ ବାସଭବନରେ ବିବାହ…

ନୟାଗଡ଼ରେ ଲଜ୍ଜା, ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ନୟାଗଡ଼ : ନୟାଗଡ଼ରେ ଲଜ୍ଜା । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ କରାଯାଇଛି ହତ୍ୟା । ନୟାଗଡ଼ ବାଣିଗୋଛା ଥାନା ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ନୟାଗଡ଼ ଏସପି ସିଦ୍ଧାର୍ଥ କାଟାରିଆ । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି…

୨୦୨୨ ସୁଦ୍ଧା ଆଇଟି କ୍ଷେତ୍ରରୁ ଚାକିରି ହରାଇପାରନ୍ତି ୩୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ : ବିଭିନ୍ନ ଆଇଟି କମ୍ପାନିରେ ଚାକିରି କରୁଥିବା ବ୍ୟକ୍ତି ସାବଧାନ । ୨୦୨୨ ସୁଦ୍ଧା ଯାଇପାରେ ଜୀବିକା । ଜାରି ରହିଥିବା ଅଟୋମେସନ ପ୍ରକ୍ରିୟାରେ ଆସିପାରେ ଏହି ବିପତ୍ତି । ଆସନ୍ତା ୨୦୨୨ ସୁଦ୍ଧା ବିଭିନ୍ନ ଆଇଟି କ୍ଷେତ୍ରରୁ ପ୍ରାୟ ୩୦ ଲକ୍ଷ କର୍ମଚାରୀ ସେମାନଙ୍କ ଚାକିରି…

କାଳିଆ ହିତାଧିକାରୀଙ୍କୁ ଅତିରିକ୍ତ ୧୦୦୦ ଟଙ୍କାର ସହାୟତା

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା କୃଷକ, ଶ୍ରମିକ, ଛାତ୍ରଛାତ୍ରୀ, ଆଦିମ ଜନଜାତି, ଗରିବ ଷ୍ରଣୀର ଲୋକେ ଲାଭବାନ ହେବେ । ପ୍ୟାକେଜ ଅନୁଯାୟୀ, କାଳିଆ ଯୋଜନାର ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଦେବାକୁ…

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର : କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ,…