Latest Odisha News

BREAKING NEWS

Browsing Category

ଓଡିଶା

Odisha

ତପୁଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ୱର: ମହାମାରୀ କରୋନା କବଳରେ ସେଲିବ୍ରିଟି । କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଥିବା ବେଳେ ଅମ୍ଳଜାନ ସ୍ତର ଖସିବାରେ ଲାଗିଛି । ତପୁଙ୍କର ଏବେ ଲମ୍ବା ସମୟ ଧରି…

ପୋଲିସ ଗୁଳିରେ ଟଳିଲେ ମହିଳା ମାଓନେତ୍ରୀ

ମାଲକାନଗିରି: ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର । ପୋଲିସ ଗୁଳିଲେ ଜଣେ ମହିଳା ମାଓନେତ୍ରୀ ନିହତ । ତେବେ ତାଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନାହିଁ । ତାଙ୍କ ପାଖରୁ ଜବତ ହୋଇଛି AK-47 । ଦାନ୍ତେୱାଡା ଜିଲ୍ଲାର କୁମାକଲେଙ୍ଗ ଜଙ୍ଗଲରେ ମାଓ କାମ୍ପ ଚାଲିଥିବା ଗୁଇନ୍ଦା ସୂଚନା…

ବାହାବେଦୀରେ ହୋମ ନିଆଁ ଜଳିବା ଆଗରୁ ଉଠିଲା କୋକେଇ: ବାହାଘର ୪ଦିନ ପୂର୍ବରୁ କରୋନା ନେଲା ବର ଜୀବନ

ଭଦ୍ରକ: ବାହା ଲଗ୍ନ ଧାର୍ଯ୍ୟ ହୋଇଥିଲା । ବିବାହ ପାଇଁ ସରିଥିଲା ସବୁ ପ୍ରସ୍ତୁତି । ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ବି ଦିଆ ସରିଥିଲା । ଘର କାନ୍ଥରେ ବର-କନିଆ ନାଁ ବି ଲେଖା ସରିଥିଲା । ଚନ୍ଦ୍ରମଣି ସହିତ ଶୁଭସ୍ମିତା । କିନ୍ତୁ ଚନ୍ଦ୍ରମଣିଙ୍କ ଭାଗ୍ୟରେ ସେ ସୁଖ ନଥିଲା । ବାହାଘରକୁ ନେଇ…

ଦେଶର ସର୍ବୋତ୍ତମ ଆଇଟିଆଇ ମଧ୍ୟରେ ଦ୍ୱାଦଶ ସ୍ଥାନରେ (ଆଇଟିଆଇ) ବ୍ରହ୍ମପୁର

ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଆଇଟିଆଇ) ବ୍ରହ୍ମପୁର ଦେଶର ସର୍ବୋତ୍ତମ ଆଇଟିଆଇ ମଧ୍ୟରେ ଦ୍ୱାଦଶ ସ୍ଥାନ ଅଧିକାର କରିଛି। ଗ୍ରେଡିଂ ତାଲିକାରେ ୫ ପଏଣ୍ଟରୁ ୪.୦୫ରେ ରହିଛି ବ୍ରହ୍ମପୁର ଆଇଟିଆଇ। ଏମ୍‌ଏସ୍‌ଡିଇ ଦେଶର ଶ୍ରେଷ୍ଠ…

ଟେଷ୍ଟ କ୍ରିକେଟରେ କିଏ କିଙ୍ଗ: ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଆଜି ଇଣ୍ଡିଆ-ନ୍ୟୁଜିଲାଣ୍ଡ ଟକ୍କର

ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ କିଏ ମାରିବ ବାଜି ? ଭାରତ ନା ନ୍ୟୁଜିଲାଣ୍ଡ ? କିଏ ଟେଷ୍ଟରେ ବେଷ୍ଟ ? ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟକ୍କର ହେବ । ଟିମ୍ କୋହଲି ବନାମ ଟିମ୍ କେନ୍ । ମୁକାବିଲା ଜୋରଦାର ହେବା…

ଓଡ଼ିଶାରୁ କରୋନା ନେଲା ୩୭ ଜୀବନ, ଜୁନରେ ଆଜି ସୁଦ୍ଧା ଗଲାଣି ୭୦୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ୪୦ ତଳକୁ ଖସିଛି । ୨୪ ଘଣ୍ଟାରେ ଆଉ ୩୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୪ ଜିଲ୍ଲାରୁ ସଂକ୍ରିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କ ପ୍ରାଣ ହରାଇଛନ୍ତି । ସେହିପରି କଟକ,…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ, ୩୮୦୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ଆଜି ବଢ଼ିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୦୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୬୩୧ । ଗତକାଲି ୬୩ହଜାର ୪୨୧ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଆଜି ୬୪ହଜାର ୮୫୦ ନମୁନା ପରୀକ୍ଷା ହୋଇଛି । ଆଜି…

ରାସ୍ତା ଉପରେ ଟ୍ୟାଙ୍କରରୁ ଏସିଡ୍ ଲିକ୍, ଧୂଆଁମୟ ହୋଇଗଲା ରାଜରାସ୍ତା

ଖୋର୍ଦ୍ଧା: ଏସିଡବାହୀ ଟ୍ୟାଙ୍କରରୁ ଏସିଡ୍ ଲିକ୍ । ଧୂଆଁମୟ ହୋଇଗଲା ରାଜରାସ୍ତା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚମ୍ପାଗଡ଼ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଛି । ଗତକାଲି ରାତିରେ ଘଟିଥିଲା ଏହି ଘଟଣା । ଫଳରେ ଜାତୀୟ ରାଜପଥ ଧୂଆଁମୟ…

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଫିଟନେସ୍, ପରମିଟ୍ ଓ ଲାଇସେନ୍ସ ବୈଧତା

ଭୁବନେଶ୍ବର : ପୁଣି ବଢ଼ିଲା ମୋଟରଯାନ ସମ୍ପର୍କିତ ନଥିପତ୍ରର ବୈଧତା । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନଥିପତ୍ରର ଅବଧିକୁ ବଢ଼ାଇଛି ପରିବହନ ବିଭାଗ । ପୂର୍ବରୁ ଏ ସଂକ୍ରମୀୟ ମାର୍ଗଦର୍ଶିକା ଜାରି କରିଥିଲା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ । ଆଜି ରାଜ୍ୟ ପରିବହନ…

ଦୁଇଟି ଡୋଜ ଟିକା ନେବା ପରେ ସଂକ୍ରମଣର ଅନୁଧ୍ୟାନ ପାଇଁ ବୈଷୟିକ କମିଟି ଗଠନ

ଭୁବନେଶ୍ବର: କୋଭିଡ୍ ଟିକାର ଦୁଇଟି ଡୋଜ ନେବା ପରେ ବି କିଛି ସଂକ୍ରମିତ ହେଉଛନ୍ତି। ଏଭଳି କିଛି କେସ ଆସିବା ପରେ ଏହାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଦ୍ୱିତୀୟ ଡୋଜ…