Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆତଙ୍କବାଦୀ ଆକ୍ରମଣ, ୪ମୃତ

ସୋପୋର : ପୁଣି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣ ୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ଜଣ ପୋଲିସ ସହିଦ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ଜମ୍ମୁ କାଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ପୋଲିସ ସହିଦ ହୋଇଯାଇଛନ୍ତି । ଏହି ଆକ୍ରମଣରେ…

ମଦ ବେପାରୀକୁୁ କାବୁ କଲେ ଗାଁ ଲୋକେ, ରନ୍ଧା ମଦ ଜବତ

ସୋନପୁର: ସଚେତନ ନାଗରିକର ଭୂମିକା ତୁଲାଇଲେ ଗାଁ ଲୋକେ । ରନ୍ଧା ଦେଶୀ ମଦ ବେପାରୀଙ୍କୁ ଧରି ପୋଲିସରେ ଜିମା ଦେଲେ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ସୋନପୁର ଜିଲ୍ଲାର ମାନପୁର ଅଂଚଳ । ସୂଚନା ଅନୁଯାୟୀ ଝାରବାହାଳି ଗାଁରୁ ଦୁଇଜଣ ବ୍ୟକ୍ତି ଏକ କାର ଯୋଗେ ରନ୍ଧା ମଦ ଧରି…

ଯବାନଙ୍କୁ ମାଡ ଅଭିଯୋଗ ,ଥାନାରେ ଏତଲା

ଗୁଣୁପୁର : ଯବାନଙ୍କୁ ମାଡ ଅଭିଯୋଗ । ଆଇଆରଵି ଏନ ଯବାନଙ୍କୁ କମାଣ୍ଡାଣ୍ଟଙ୍କ ମାଡ଼ ଅଭିଯୋଗ । ଘଟଣା ନେଇ ଥାନାରେ ଏତାଲା ଦିଆଯାଇଥିବା ବେଳେ ଯବାନଙ୍କୁ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାୟଗଡା ଜିଲ୍ଲାର ଗୁଣୁପୁର ଭାମିନି ପୋଲିସ ବାଟାଲିଅନରେ ଘଟିଛି ଘଟଣା । କମାଣ୍ଡାଣ୍ଟ…

ଘର ଭିତରୁ ଉଦ୍ଧାର ହେଲା ଭାଲୁ

ଝରିଗାଁ  : ଘର ଭିତରୁ ଉଦ୍ଧାର ହେଲା ଭାଲୁ ।  ୩ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନ ବିଭାଗ । ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଭାଲୁକୁ ଉଦ୍ଧାର କରାଯାଇଛି । ନବରଙ୍ଗପୁର ଝରିଗାଁ ଥାନା ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରକୁ ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର…

ରାଜ୍ୟରେ ହେବ UG/PG ପରୀକ୍ଷା, ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ UG/PG ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି…

ବିବାହ ପାଇଁ ସଜବାଜ ଦେବ ଦମ୍ପତି

ସୋନପୁର: ମହାପ୍ରଭୁ ଶିବ ଓ ମା ପାର୍ବତୀଙ୍କ ବିବାହ ପ୍ରସ୍ତୁତି l ଶୀତଳ ଷଷ୍ଠୀ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି l ସୁନାର ନାଗ ଓ ରୂପାର ବିମାନ ହେଉଛି ସୋନପୁର ସହରର ଶୀତଳ ଷଷ୍ଠୀ ଯାତ୍ରାର ସ୍ଵତନ୍ତ୍ରତା l ଏଥି ପାଇଁ ଜିଲ୍ଲା କୋଷାଗାରରୁ ବାହାର କରାଯାଇଛି ୧୦୮ଭରିର ସୁନା…

ଆଜିଠାରୁ ଇନ୍ଦୋର ଅନଲକ୍

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ଆଜିଠାରୁ ଅନଲକ୍ । ଆଜିଠାରୁ ସହରର ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଖୋଲିବ । ତେବେ ସରକାର ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ  ।  ଅନଲକ୍ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଅନୁଯାୟୀ ସହର ଖୋଲାଯିବ, କିନ୍ତୁ ସହରର…

ଲଘୁଚାପ ଜନିତ ପ୍ରବଳ ବର୍ଷା, ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ରାଜ୍ୟରେ ସତର୍କତା ଜାରି । ଆଜି ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୁଳ ଜିଲ୍ଲାକୁ ରେଡ୍…

ଦେବସ୍ନାନ ଯାତ୍ରା; ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ

ପୁରୀ: ଜୁନ୍ ୨୪ରେ ଦେବ ସ୍ନାନା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ କରାଯାଇଛି। ଦଇତାପତି ନିଯୋଗ ସେକ୍ରେଟାରୀ ଦୁର୍ଗା ପ୍ରସାଦ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଭୁଙ୍କ ପହଣ୍ଡି…

୩ ବର୍ଷରେ ବଜ୍ରପାତ ନେଲାଣି ୪୮ ଜୀବନ

ଢେଙ୍କାନାଳ: ଗତ ତିନି ବର୍ଷ ମଧ୍ୟରେ ଢେଙ୍କାନାଳରେ ହୋଇଥିବା ବଜ୍ରପାତରେ ପ୍ରାୟ ୪୮ ଜଣଙ୍କ ଜୀବନ ଯାଇଛି। ଏନେଇ ଡିଷ୍ଟ୍ରିକ୍ଟ ଇମରଜେନ୍ସି ଓ୍ବିଙ୍ଗ୍ କହିଛି। ଶଶାଙ୍କ ଶେଖର ମିଶ୍ର ନାମକ ଜଣେ ଅଧିକାରୀ କହିଛନ୍ତି ଯେ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା ବେଳେ ଆବଶ୍ୟକୀୟ…