Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ବୁଲୁଥିଲା ନକଲି ଆର୍ମି ଅଫିସରଙ୍କ ଗାଡି

ଭୁବନେଶ୍ୱର: ବେଶ କିଛିଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଆର୍ମି ଲେଖାହୋଇଥିବା ଏକ ଗାଡି ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏକ କଳା ରଙ୍ଗର ଦାମୀ ଏସ୍‌ୟୁଭି ମଡେଲ ଗାଡିରେ ଆର୍ମି ଲେଖା ହେବା ସହ ହାଇ ସିକ୍ୟୁରିଟି ଜୋନ୍‌ରେ ଗାଡିଟି ଘୁରିବୁଲୁଥିଲା । ଶେଷରେ ଏହି…

ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ୯୩ ବର୍ଷୀୟ ବୃଦ୍ଧଙ୍କ ବର୍ଥ ଡେ ସେଲିବ୍ରେସନ୍

ବଲାଙ୍ଗିର: କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ବଲାଙ୍ଗିର ସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରୁ ଏମିତି ଚିତ୍ର ସାମନାକୁ ଆସିଛି । ଜଣେ ୯୩ ବର୍ଷୀୟ କରୋନା ସଂକ୍ରମିତ ବୃଦ୍ଧଙ୍କର ଜନ୍ମଦିନ ପାଳନ କରିଛନ୍ତି ଡାକ୍ତର । ଏଥିପାଇଁ ତାଙ୍କ ବେଡ୍ ପାଖରେ ସ୍ୱତନ୍ତ୍ର…

କିନ୍ନରଙ୍କୁ ମିଳିବ ଓଡ଼ିଶା ପୋଲିସରେ ନିଯୁକ୍ତି, ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: କିନ୍ନର କରିବେ ପୋଲିସ ଚାକିରି । ଓଡ଼ିଶା ପୋଲିସରେ ସବ-ଇନିସପେକ୍ଟର ଭାବରେ ସେମାନଙ୍କୁ ନିଯୁକ୍ତି ମିଳିବ । ପୋଲିସ ଏସଆଇ ପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ବିଜ୍ଞପ୍ତି । ଏଥିରେ ଟ୍ରାନ୍ସଜେଣ୍ଡର ବି ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି । ତେବେ…

ଓଡ଼ିଶା ପୋଲିସରେ ୪୭୭ SI ପଦ ପାଇଁ ବାହାରିଲା ନିଯୁକ୍ତି, ଟ୍ରାନ୍ସଜେଣ୍ଡର କରିପାରିବେ ଆବେଦନ

କଟକ: ଓଡ଼ିଶା ପୋଲିସରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ୪୭୭ ସବ-ଇନିସପେକ୍ଟର (ଝଓ) ପଦବୀ ପାଇଁ ନିଯୁକ୍ତି ବାହାରିଛି । ଜାରି ହୋଇଛି ବିଜ୍ଞପ୍ତି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନଲାଇନରେ ଆବେଦନ କରିବେ ଆଶାୟୀ । ଆପାତତଃ ୨୨ ତାରିଖ ସକାଳ ୯ଟାରୁ…

ପ୍ରଥମ ପର୍ଯ୍ୟାୟ ଅନଲକରେ ଖୋଲିପାରେ ଓଡ଼ିଶାର ଏସବୁ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ୧୭ ତାରିଖରୁ ଆରମ୍ଭ ହୋଇପାରେ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା । ସଂକ୍ରମଣ ହାର କମୁଥିବା ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ନେଇ ବିଚାର କରାଯାଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏବେ ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି, ପ୍ରଥମ ପର୍ଯ୍ୟାୟ…

କରୋନା ସେକେଣ୍ଡ ଓ୍ୱେଭ୍ ଦେଶରୁ ନେଲାଣି ୭୧୯ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୨୮

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ୍ ଦେଶରେ ମୃତ୍ୟୁସଂଖ୍ୟାରେ ସୁନାମୀ ଆଣିଛି । ୨ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ସଂକ୍ରମିତ ହୋଇଛନ୍ତି । ବାଦ ପଡ଼ି ନାହାନ୍ତି ଡାକ୍ତର । ଦ୍ୱିତୀୟ ଲହରରେ କେବଳ ଦେଶରୁ ୭୧୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି…

ଓଡ଼ିଶାରେ ନିମ୍ନଗାମୀ କରୋନା ଗ୍ରାଫ: ଆଜି ୪୮୫୨ ପଜିଟିଭ୍, ୧୫ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା ଗ୍ରାଫ । ସେକେଣ୍ଡ ଓ୍ୱେଭରେ ପ୍ରଥମ ଥର ପାଞ୍ଚ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୮୫୨ ପଜିଟିଭ୍ । ଏହି ସମୟରେ ୬୭ ହଜାର ୧୨୨ ଟେଷ୍ଟ ହୋଇଛି । କ୍ୱାରେଣ୍ଟାଇନରୁ ୨ହଜାର ୭୬୫ ଓ ଲୋକାଲ୍ କଣ୍ଟାକ୍ଟ…

ଆସନ୍ତାକାଲି ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ

ଭୁବନେଶ୍ବର : ଆସନ୍ତାକାଲି ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତି ଏହି ବୈଠକରେ ସାମିଲ ହେବେ । ତେବେ କରୋନା ପାଇଁ ଭର୍ଚୁଆଲ ମୋଡରେ ସକାଳ ୧୦ଟାରେ ସମ୍ମିଳନୀ ଆରମ୍ଭ ହେବ । କରୋନା ଭଳି ମହାମାରୀ…

ସଡକ ଦୁର୍ଘଟଣା ଦୁର୍ଘଟଣାରେ ୩ ଗୁରୁତର

ଢେଙ୍କାନାଳ : ପରଜଙ୍ଗ ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ସଡକ ଦୁର୍ଘଟଣା । ୩ଟି ଟ୍ରକ ଧକ୍କାରେ ୩ ଡ୍ରାଇଭର ଗୁରୁତର । ଦୁର୍ଘଟଣାରେ ଗୁରୁତର ଗାଡି ଚାଳକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ତେବେ କେନ୍ଦୁଝର ଆଡୁ ଆଗ ପଛ ଭାବେ ଆସୁଥିବା ୨ଟି ଆଇରନ ବୋଝେଇ ଟ୍ରକକୁ ଏକ ହାଇୱା ଟ୍ରକ ମୁହାଁ…

ରାଜଧାନୀରେ ବଦଳିବ ଟିକା ସମୟ, ସକାଳେ ପ୍ରଥମ ଓ ଅପରାହ୍ନରେ ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଏଣିକି ରାଜଧାନୀ ଭୁବନେଶ୍ବରରେ ବଦଳିବ ଟିକା ସମୟ । ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦିଆଯିବ ଦ୍ବିତୀୟ ଡୋଜ୍ । ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି । ପ୍ରଥମ ଡୋଜ୍ ନେଇଥିବା ଯୁବ ବର୍ଗଙ୍କୁ ନିର୍ଦ୍ଧାରିତ ତାରିଖ ମୁତାବକ ଦିଆଯାଉଛି ଦ୍ବିତୀୟ ଡୋଜ୍ ।…