Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ

କେନ୍ଦ୍ରାପଡା :ବାତ୍ୟା ୟଶ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ସାମାନ୍ୟ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ଏଥିଯୋଗୁଁ ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ସମୁଦ୍ର ନିକଟବର୍ତ୍ତୀ ଅଂଚଳ ର ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୦୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ଯେତିକି ବଢୁଛି, ସେତିକି ବଢୁଛି ଲୋକଙ୍କ ଚିନ୍ତା । ତେବେ ସବଠୁ ଅଧିକ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଭୁବନେଶ୍ବର । କାରଣ ରାଜଧାନୀ ଭୁବନେଶ୍ବରରେ କମୁନି ସଂକ୍ରମଣ । ଆଜି ଆଜି ଭୁନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୦୫ ଜଣ ସଂକ୍ରମିତ ।…

ଓଡ଼ିଶାର ଏହି ଗାଁକୁ ଆଜି ଯାଏ ପଶିପାରିନି କରୋନା

ଭୁବନେଶ୍ୱର: ମହାମାରୀ ଆରମ୍ଭ ହେବା ଦିନଠୁ କୋଟି କୋଟି ଲୋକଙ୍କ ଜୀବନ ଗଲାଣି। ଅନେକ ପରିବାର ବେସାହାରା ହୋଇପଡ଼ିଥିବା ବେଳେ କେତେକ ରୋଜଗାର ହରାଇ ବସିରହିଛନ୍ତି। ସମଗ୍ର ବିଶ୍ବକୁ ମହାମାରୀ ଗ୍ରାସ କରିଥିବା ବେଳେ ଏକ ଚମତ୍କାର ଖବର ସାମ୍‌ନାକୁ ଆସିଛି। ଗଲା ୨ ବର୍ଷ ଧରି ମହାମାରୀ…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ; ଗୋଟିଏ ସମୟରେ ୨ଟି ବିପଦ, ପ୍ରଶାସନକୁ କରନ୍ତୁ ସହଯୋଗ

ଭୁବନେଶ୍ୱର: ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ଏକା…

ମାଡ଼ି ଆସୁଛି ବାତ୍ୟା ‘ୟଶ୍’, ବାଲେଶ୍ୱର ନିକଟରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ବାଲେଶ୍ୱର ନିକଟବର୍ତ୍ତୀ କୌଣସି ସ୍ଥାନରେ କରିପାରେ ଲ୍ୟାଣ୍ଡଫଲ୍ । ପାଣିପାଗ ବିଭାଗର ତାଜା ଆକଳ ଅନୁଯାୟୀ ବାତ୍ୟା ‘ୟଶ୍’ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ଭୋର୍ ସମୟରେ ବାତ୍ୟା ‘ୟଶ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ…

ବାତ୍ୟା ‘ୟଶ୍’ ପ୍ରଭାବ, ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ବାତ୍ୟା ‘ୟଶ୍’ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାର ଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ…

କାଳ ବୈଶାଖୀରେ କ୍ଷୟ କ୍ଷତି

କଳାହାଣ୍ଡି: କାଳ ବୈଶାଖୀ ଯୋଗୁ ଅନେକ କ୍ଷୟ କ୍ଷତି ହେଇଛି । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକର ମଦନପୁର ପଞ୍ଚାୟତ ଅଞ୍ଚଳରେ ଅପରାହ୍ନରେ ହୋଇଥିବା ଝଡ଼ ତୋଫାନରେ ଅନେକ କ୍ଷୟକ୍ଷତି ଘଟିଛି । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳ ବାସୀ। ଏହି ଝଡ଼ ତୋଫାନ ରେ ଅଞ୍ଚଳର ଅନେକ ଗୁଡ଼ିଏ ଘର ଭାଙ୍ଗିବା…

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ବର: କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ସମୟ ଖବର କାଗଜର କୋଣାର୍କ ପ୍ରତିନିଧି ସଂଗ୍ରାମ କେଶୋରୀ ମହାପାତ୍ର କରୋନାରେ ପ୍ରାଣ ହରାଇଥିବା ସୂଚନା ମିିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୧ଟା ୨୫ରେ ସେ ମୃତ୍ୟୁବରଣ କରିଛନ୍ତି।…

ସମୁଦ୍ର ଉପକୂଳର ତଳି ଅଞ୍ଚଳରୁ ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ, ଫୋକସରେ ବାଲେଶ୍ୱର

ବାଲେଶ୍ୱର: ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ବାଲେଶ୍ୱରରେ ବେଶୀ ପଡ଼ିପାରେ ୟସର ପ୍ରଭାବ । ଆଜି ଗ୍ରାଉଣ୍ଡରେ ପ୍ରାକ୍ ଓ ପରବର୍ତ୍ତୀ ବାତ୍ୟା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ତଥା ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ।…

ପୁରୀ ବେଳାଭୂମିରେ ମୃତ ଜେଲି ଫିସ

ପୁରୀ: ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସଙ୍କ ମୃତ ଦେହ ଠାବ ହୋଇଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ବୈଜ୍ଞାନିକ କହିଛନ୍ତି। ସାଧାରଣତ ଜେଲି ଫିସ ଗୁଡିକ…