Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ବେଳାଭୂମିରେ ମୃତ ଜେଲି ଫିସ

ପୁରୀ: ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସଙ୍କ ମୃତ ଦେହ ଠାବ ହୋଇଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ବୈଜ୍ଞାନିକ କହିଛନ୍ତି। ସାଧାରଣତ ଜେଲି ଫିସ ଗୁଡିକ…

ଅଜଗର ଅଣ୍ଡା ସୁରକ୍ଷା ପାଇଁ ଏକ୍ସ ରେ

ଖୋର୍ଦ୍ଧା: ଖୋର୍ଦ୍ଧା ଗଡ଼ ନିଅଳରେ ଅଜଗର ଅଣ୍ଡା ଦେବା ଘଟଣା। ଅଜଗର ଅଣ୍ଡାକୁ ଏକ୍ସ ରେ କଲା ବନ ବିଭାଗ। ୩୦ ଟି ଅଣ୍ଡାରୁ ୨ ଟି ଅଣ୍ଡାର ଆଜି ଏକ୍ସ ରେ କରା ଯାଇଛି । ଚନ୍ଦକା ଡିଏଫଓ ଙ୍କ ନିର୍ଦ୍ଦେଶରେ ହଳଦିଆ ରେଞ୍ଜ ତରଫରୁ ୨ ଟି ଅଣ୍ଡାକୁ ଆଣି ହଳଦିଆ ରେଞ୍ଜର ଫରେଷ୍ଟର ସୁବାସ ବେହେରା…

ଏବେ କେତେ ଦୂରରେ ଅଛି ବାତ୍ୟା ୟସ୍, ଘଣ୍ଟାପ୍ରତି ବେଗ କେତେ ?

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସମୁଦ୍ର ଭିତରୁ ବଳ ସାଉଣ୍ଟୁଛି ବାତ୍ୟା । ଦିନ ୧୨ଟା ସୁଦ୍ଧା ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଆଗକୁ ବଢୁଛି ୟସ୍ । ପୋର୍ଟ…

ଭଦ୍ରକରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଭଦ୍ରକ: ବ୍ରାଉନସୁଗର ଚାଲାଣ ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲଓ୍ୱେ ଓଭର ବ୍ରିଜ ପାଖରୁ ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ତିନି ଜଣେ ବେପାରୀଙ୍କୁ ବାନ୍ଧିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନେ ହେଲେ…

କରୋନା ଯାଞ୍ଚ ଅଭିଯାନ: ଆଜିଠୁ ରାଜ୍ୟରେ ତିନି ମାସ ଡୋର୍ ଟୁ ଡୋର୍ ସର୍ଭେ

ଭୁବନେଶ୍ୱର: କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ବି ମୁକାବିଲା ପାଇଁ ବହୁ ପଦକ୍ଷେପ ହାତକୁ ନେଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରରେ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ । ବସ୍ତିରେ ଘରକୁ…

ବାତ୍ୟା ପରବର୍ତ୍ତୀ ଉଦ୍ଧାର ପାଇଁ ବାଲେଶ୍ୱରରେ ପହଞ୍ଚିଲେଣି ବିଭିନ୍ନ ଜିଲ୍ଲାରୁ ଓଡ୍ରାଫ୍ ଟିମ୍

ବାଲେଶ୍ୱର: ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଜିରୋ କାଜୁଆଲିଟିକୁ ଫୋକସ କରି ମୁକାବିଲା ପ୍ରସ୍ତୁତି ଚାଲିଛି । ବାତ୍ୟାରେ ବାଲେଶ୍ୱର ଜିଲ୍ଲା ବେଶୀ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ଓଡ୍ରାଫର ୧୨ଟି…

ବାତ୍ୟା ‘ୟଶ’ ମୁକାବିଲା ପାଇଁ ଓଡ଼ିଶାରେ ମୁତୟନ ହୋଇଛନ୍ତି ୬୦ ଓଡ୍ରାଫ ଟିମ୍

ପାରାଦୀପ: ବାତ୍ୟା 'ୟଶ'କୁ ଦୃଷ୍ଟିରେ ରଖି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଉଦ୍ଧାର, ରିଲିଫ୍ ଏବଂ ଥଇଥାନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ସହିତ ଓଡ଼ିଶାରେ ନିୟୋଜିତ ହୋଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସର ୬୦ଟି ଟିମ୍। ଏନେଇ ପାରାଦୀପର…

ବାତ୍ୟା ମୁକାବିଲା: ୫ ଜିଲ୍ଲା ପାଇଁ ୫ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ୫ଟି ଜିଲ୍ଲାରେ ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା…

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ, ବାତ୍ୟା ନେଇ କରିପାରନ୍ତି ସତର୍କ

ଭୁବନେଶ୍ୱର: ଆଜି ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟାରେ ବେଳେ ଭିଡିଓ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ । କଣ କହିବେ ତାଉପରେ ନଜର ରହିଛି । ବାତ୍ୟା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ପାରନ୍ତି । ଓଡ଼ିଶା ଉପକୂଳରେ ବାତ୍ୟାର…

ଗୋଟିଏ କ୍ଲିକରେ ପଢ଼ନ୍ତୁ ସକାଳର ୫ଟି ଗୁରୁତ୍ୱପୂର୍ଣ୍ଣ ଖବର

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି । ଏବେ ବାତ୍ୟା ‘ୟଶ୍’ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି । ସାମୁଦ୍ରିକ ଝଡ଼ ‘ୟଶ୍’ ଆସନ୍ତା ୨୪ ଘଣ୍ଟା ଅତି ଭୟଙ୍କର ବାତ୍ୟାରେ ପରିଣତ ହେ ବ। ‘ୟଶ୍’ ଉତ୍ତର-ଉତ୍ତରପଶ୍ଚିମ…