Latest Odisha News

BREAKING NEWS

Browsing Category

ଓଡିଶା

Odisha

ନର୍ସିଂ ଚାକିରି ଛାଡ଼ି ସ୍ୱାମୀଙ୍କ ସହ ମିଶି ଶବଦାହ କରୁଛନ୍ତି ଭୁବନେଶ୍ୱରର ମଧୁସ୍ମିତା ପୃଷ୍ଟି

ଭୁବନେଶ୍ୱର: କରୋନା ଅନେକଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । କାହାଠୁ ପ୍ରିୟ ପରିଜନଙ୍କୁ ଛଡ଼ାଇ ନେଇଛି ତ ଆଉ କାହାଠୁ ଅର୍ଥ ଉପାର୍ଜନର ପନ୍ଥା । ମହାମାରୀ ସହ ଲଢ଼ୁ ଲଢ଼ୁ ଅନେକଙ୍କ ଜୀବନଜୀବିକା ବି ଚାଲି ଯାଇଛି । କରୋନା ସହ ସଂଘର୍ଷ ଭିତରେ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି…

‘ୟସ’ର ଲାଣ୍ଡଫଲ୍ ବେଳେ ୧୯୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ଜନ୍ମ ନେଇଛି ବାତ୍ୟା ୟସ୍ । ୨୬ ତାରିଖ ମଧ୍ୟାହ୍ନରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ଲାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଓଡ଼ିଶା ଉପକୂଳର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ…

ଓଡ଼ିଶାରୁ ଦିନକରେ ରେକର୍ଡ ୩୨ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ରେକର୍ଡ କରିଛି । ୨୪ ଘଣ୍ଟାରେ ଓଡ଼ିଶାରୁ ଏଯାଏ ସର୍ବାଧିକ ୩୨ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୩ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି ।…

ବାତ୍ୟା ‘ୟଶ’ରେ ପରିଣତ ହେଲା ଗଭୀର ଅବପାତ, ଏବେ ପାରାଦୀପ ଠାରୁ ୫୪୦ କିମି ଦୂରରେ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି । ଏବେ ବାତ୍ୟା ‘ୟଶ୍’ ପୋର୍ଟବ୍ଲେୟାର ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୦୦ କିମି ଦୂରରେ ରହିଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି । ସେହିଭଳି…

ବାତ୍ୟା ପାଇଁ ୧୦ ଜିଲ୍ଲାରେ ଦୁଇ ଦିନ ବଢ଼ିଲା ଦୋକାନ ଖୋଲିବା ସମୟ

ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁବିଧା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଲକଡାଉନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ସରକାର । ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା ରହିବ ଦୋକାନ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ…

କରୋନାରେ ଆଉ ଜଣେ ସାମ୍ବାଦିକ ମୃତ, ଦ୍ୱିତୀୟ ଲହରରେ ଗଲାଣି ୨୯ ଯୋଦ୍ଧାଙ୍କ ଜୀବନ

ଫୁଲବାଣୀ: ଥମୁନି କରୋନା ମୃତ୍ୟୁ ଆତଙ୍କ । ସମ୍ମୁଖ ଯୋଦ୍ଧାଙ୍କ ଜୀବନ ନେଉଛି ମହାମାରୀ । ରବିବାର ଆଉ ଜଣେ ସାମ୍ବାଦିକ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଦୈନିକ ଖବରକାଗଜ ସର୍ବସାଧାରଣର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା (୪୫)ଙ୍କ ଦେହାନ୍ତ ହୋଇଛି । ଗତ ୨୦ ତାରିଖରେ…

ଓଡ଼ିଶାରେ ୭ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୧୧୦୫୯ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କେବେ ବଢୁଛି ଓ କେବେ ଖସୁଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୫୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ୧୨ ହଜାର ଉପରେ ରହିଥିଲା । ଆଜି କଟକରେ ବଢ଼ିଛି ସଂକ୍ରମଣ । ସର୍ବାଧିକ…

ବଙ୍ଗୋପସାଗରରେ ଗଭୀତ ଅବପାତ ଆଜି ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା । ଆକାର ଧାରଣ କରିବ ୟସ୍ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ଡିପ୍ ଡିପ୍ରେସନ୍ ବା ଗଭୀତ ଅବପାତରେ ପରିଣତ ହୋଇଛି । ଆଜି ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ର ରୂପ ନେବ । ସମୁଦ୍ର ଭିତରେ ବଳ ଗୋଟାଉଛି । ଗତ ୪…

ରାଜ୍ୟର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ

ଭୁବନେଶ୍ବର : ଓଡିଶାର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ । ରାଜ୍ୟରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…

ବାତ୍ୟା ‘ୟଶ’ ଲାଗି ଟ୍ବିନସିଟିରେ ପ୍ରସ୍ତୁତି

ଭୁବନେଶ୍ୱର/କଟକ: ବାତ୍ୟା 'ୟଶ'ର ମୁକାବିଲା ପାଇଁ କଟକ ଏବଂ ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜଳବନ୍ଦୀ ହେବା ଆଶଙ୍କାରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ପମ୍ପ ଲଗାଯାଉଥିବା ସୂଚନା ମିଳିଛି। ବିଏମସି ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।…