Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝାରପଡ଼ା ଜେଲରୁ ମିଳିଲା ଆଉ ଏକ ମୋବାଇଲ

ଭୁବନେଶ୍ବର : ଜେଲରେ ହେଉଛି ଚଢ଼ାଉ । ଜବତ ହେଉଛି ବିପୁଳ ସାମଗ୍ରୀ । ହେଲେ ପୁଣି ଜଏଦୀଙ୍କ ନିକଟରୁ ଜବତ ହେଉଛି ବେଆଇନ ସାମଗ୍ରୀ । ଆଜି ଝାରପଡ଼ା ଜେଲରୁ ମିଳିଛି ଆଉ ଏକ ମୋବାଇଲ । ଜେଲ୍ ଅଧିକ୍ଷକଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ମୋବାଇଲ ଜବତ କରାଯାଇଛି । ମାଟି ତଳେ ପୋତା ହୋଇ…

ବାତ୍ୟା ‘ୟଶ’: ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ବାତ୍ୟାର ରୂପ ନେବ ‘ୟଶ’। ୨୫ ତାରିଖ ବେଳକୁ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ…

ବାତ୍ୟା ‘ୟଶ’ ପାଇଁ ପୋଲିସ ଡିଜିଙ୍କ ସମୀକ୍ଷା

ଭୁବନେଶ୍ବର : ଆସୁଛି ବାତ୍ୟା । ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ । ତେବେ ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଓ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏହା ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବାତ୍ୟାକୁ କିପରି…

ଆସିନି ବାତ୍ୟା, ଝଡବର୍ଷା ଭାଙ୍ଗିଦେଲା ଘର ଦୁଆର

ମାଲକାନଗିରି: ବାତ୍ୟା ୟସ୍ ପାଇଁ ଉପକୂଳବର୍ତ୍ତି ଜିଲ୍ଲାଗୁଡିକ ସଜାଗ ଥିବାବେଳେ ମାଲାକନଗିରି ଜିଲ୍ଲାରେ ଘୁର୍ଣ୍ଣିଝଡ ସହ ପ୍ରବଳ ବର୍ଷାରେ ବ୍ୟପକ କ୍ଷୟକ୍ଷତି ହୋଇଛି । ପଡିଆ ବ୍ଲକରେ ପ୍ରବଳ ବର୍ଷା ଓ ଝଡରେ ୩୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଥିବାବେଳେ ଟିଣ ଘରର ଛପର ଉଡିଯାଇଛି । ରାସ୍ତାରେ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୦୪୧ କରୋନା ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଇଁ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ଏଠାରୁ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୦୪୧ ପଜିଟିଭ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୯୦ ।…

ସମ୍ଭାବ୍ୟ ବାତ୍ୟା ‘ୟଶ’; ଭଦ୍ରକରେ ପହଞ୍ଚିଲେ ୪ ଏନଡିଆରଏଫ୍ ଟିମ୍

ଭଦ୍ରକ: ସମ୍ଭାବ୍ୟ ବାତ୍ୟା 'ୟଶ' ପୂର୍ବରୁ ଭଦ୍ରକରେ ପହଞ୍ଚିଛନ୍ତି ଘଊଜୠର ଗୋଟିଏ ଟିମ। ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାପାଳ ଜ୍ଞାନ ଦାସ ଶନିବାର ହୋଇଥିବା ଏକ ଜରୁରୀ ବୈଠକରେ ସମସ୍ତ ବିଭାଗର ଅଧିକାରୀ…

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୧୫ରୁ ଅଧିକ ଅସୁସ୍ଥ

ପାରାଦୀପ: ପାରାଦୀପ ଗଡ଼ ଶିଳ୍ପାଞ୍ଚଳରେ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହୋଇଛି। ଫଳରେ ପ୍ରାୟ ୧୫ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିଷାକ୍ତ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୬୨୭ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଥମିବାର ନାଁ ନେଉନି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୬୨୭ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଅବପାତ ରୂପ ନେଲା ବାତ୍ୟା ‘ୟଶ’, ପାରାଦୀପ-ସାଗରଦୀପ ମଝିରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର : ବଳ ଗୋଟାଉଛି ବାତ୍ୟା ‘ୟଶ’ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ବାତ୍ୟାର ରୂପ ନେବ ‘ୟଶ’ । ସେହିପରି ୨୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର…

କେତେଦିନ ଚାଲିବ ଲାଲ୍ ସେନାର ଆତଙ୍କରାଜ ?

ମାଲକାନଗିରି: ରକ୍ତମୁଖା ଲାଲ୍ ସେନାର ଭିତ୍ତିହୀନ ଆନ୍ଦୋଳନ । ପ୍ରତିଦିନ ସରକାରୀ ସମ୍ପତ୍ତି ଧ୍ୱଂସ କରି ନିଜ ଲକ୍ଷ୍ୟହୀନ ଆନ୍ଦୋଳନର ଦ୍ୱାହି ଦେଉଛି । ପୁଣିଥରେ ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ସୂଚନା ଅନୁଯାୟୀ ଉନ୍ନୟନ ମୂଳକ କାମକୁ ବିରୋଧ କରି ବିଜାପୁର…