Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟର ୨୫ରୁ ଅଧିକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର: ଗଞ୍ଜାମ, ଗଜପତି, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କୋରାପୁଟ, ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡରେ ମଧ୍ୟମ ବଜ୍ରପାତ ଏବଂ…

ଆଉ ୧୦ ମହାରଣା ସେବାୟତ କରୋନା ପଜିଟିଭ

ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଆଉ ୧୦ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା କଲେକ୍ଟର ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ମୋଟ ୧୮ ଜଣ ସେବାୟତଙ୍କ ସମେତ ୧୨ ଜଣ ମହାରାଣା ସେବାୟତ ଏବଂ ୬ ଜଣ ଭୋଇ କରୋନା ସଂକ୍ରମିତ ହୋଇଛନ୍ତି…

କରୋନାର ମୂଳପୋଛ ପାଇଁ ମାରାଙ୍ଗ ବୁରୁଙ୍କ ନିକଟରେ ମାନସିକ

ବାରିପଦା: କରୋନାରୁ ମୁକ୍ତି ପାଇଁ ଠାକୁରଙ୍କ ପାଖେ ମାନସିକ । ଯେଉଁଠି ସାରା ବିଶ୍ୱ କରୋନା ସଂକ୍ରମଣର ମୂଳପୋଛ ପାଇଁ ଭାକ୍ସିନଠାରୁ ଆରମ୍ଭ କରି ନାନା ବୈଜ୍ଞାନିକ କୌଶଳ ଆପଣାଇଛି, ସେଠି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ଭଳି ଖବର ପ୍ରତିଦିନ…

ବାତ୍ୟା “ୟଶ” ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଯାଜପୁର: ସମ୍ଭାବ୍ୟ ବାତ୍ୟା ୟଶକୁ ମୁକାବିଲା କରିବା ପାଇଁ ଓଡିଶାର ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲାଗୁଡିକୁ ସଗାଜ କରାଯାଉଛି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏକ ବୈଠକରେ ସମସ୍ତ ସତର୍କତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।…

ଚିକିତ୍ସା ନାଁରେ ଲାଞ୍ଚ ନେଇ ନିଲମ୍ବିତ

ମାଲକାନଗିରି: ଖବର ପ୍ରସାରଣ ପରେ ଲାଞ୍ଚୁଆ ବାବୁଙ୍କ ଉପରେ ପଡ଼ିଲା ସରକାରୀ ଛାଟ। ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲେ ଡାକ୍ତର ଓ ଆଟେଣ୍ଡାଣ୍ଟ । ଗତ ୧୯ ତାରିଖ ଦିନ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏପରି ଏକ ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ଆକସନ…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ମିଳିଲା ୨ ମୃତଦେହ

ମାଲକାନଗିରି: ବୁଧବାର ମାଛଧରା ଡଙ୍ଗାବୁଡି ମାମଲାରେ ନିଖୋଜ ଥିଲେ ୩ଜଣ । ଗତକାଲି ନିଖୋଜଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଦମକଳ ବାହିନୀ ଠାବ କରିଥିଲା । ତେବେ ଆଜି ନିଖୋଜ ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଓଡ୍ରାଫ ଟିମ୍ ଓ ଦମକଳ ବାହିନୀ ମିଳିତ ଭାବେ ଆଜି ଜଣେ ଶିଶୁ ଓ ଜଣେ…

ଝିଅର ମୃତ୍ୟୁରେ ମର୍ମାହତ ହୋଇପଡିଥିଲେ ବାପା-ମାଆ, ପିଇଦେଲେ ବିଷ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଗୁମୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ, ନିକଟ ଅତୀତରେ ଗୁମୁରା ଗାଁର ମଦନ ମୋହନ ପିଙ୍ଗୁଆଙ୍କ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। ମାତ୍ର ୧୪ ଦିନର ଏହି ଶିଶୁକନ୍ୟାର ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇ…

ରାଜ୍ୟରେ ୧୨ ହଜାର ପାର୍ କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୫୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୦୧୨ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫୧୧ଟି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

କରୋନା ଚିକିତ୍ସା ପାଇଁ ଓଡ଼ିଶାରେ ପ୍ଲାଜା ଥେରାପୀ ବନ୍ଦ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା ସରକାର ରାଜ୍ୟରେ କରୋନା ଚିକିତ୍ସା ପାଇଁ ପ୍ଲାଜା ଥେରାପି ବନ୍ଦ କରିଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ପ୍ରମୁଖ ମେଡିକାଲ ଅଧିକାରୀଙ୍କୁ…

ମହୁଲ ଫୁଲ ଚୋରା ଚାଲାଣ

ବସୁଲେଇ: ମହୁଲ ଫୁଲ ଚୋରା ଚାଲାଣ ବେଳେ ଧରା ପଡିଲେ ଅଭିଯୁକ୍ତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁ ନିକଟରୁ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ ହୋଇଛି । ମହୁଲ ଫୁଲ ଚାଲାଣ ନେଇ ପୁଲିସ ପାଖରେ ଖବର ଥିବା ବେଲେ ଗାଡ଼ିକୁ ଅଟକାଇ ଜବତ କରିଛି ପୋଲିସ । ଏଥିସହିତ ୩ ଜଣଙ୍କୁ ଗିରଫ…