Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ରୋଗରେ ଅନ୍ତର୍ଭୁକ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ରାଜ୍ୟ ସରକାର ମହାମାରୀ ରୋଗ ଅନ୍ତର୍ଭୁ କରିଛନ୍ତି । ୧୮୯୭ ମହାମାରୀ ଅଧିନିୟମ ଅନୁଯାୟୀ ବ୍ଲାକ୍ ଫଙ୍ଗସକୁ ମହାମାରୀ ରୋଗରେ ସାମିଲ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି…

ସମ୍ଭାବ୍ୟ ବାତ୍ୟା ନେଇ ସମସ୍ତ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ସାଗରରେ ଆସନ୍ତା ୨୨ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟ ହୋଇପାରେ । ଏହା କ୍ରମଶଃ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ…

ଆସୁଛି ବାତ୍ୟା “ୟଶ”, ପ୍ରସ୍ତୁତ ଜଗତସିଂହପୁର ପ୍ରଶାସନ

ଜଗତସିଂହପୁର: ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସୁଛି ବାତ୍ୟା “ୟଶ୍‌” । ଏହି ବାତ୍ୟା ଆମ୍ଫାନ୍ ସହ ସମକକ୍ଷ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଆଜିଠୁ ସାଧାରଣ ଜନତାଙ୍କ ସମେତ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଜଗତସିଂହପୁରରେ…

ପୁରୀ ଶିଳ୍ପୀଙ୍କ ନିଆରା କଳାକୃତି, ଗଢିଲେ କେଦାରନାଥ ମନ୍ଦିରର କ୍ଷୁଦ୍ର ମଡେଲ୍

ପୁରୀ: କୋଭିଡ ପ୍ରୋଟୋକଲ୍ ମଧ୍ୟରେ ଗତ ମେ ୧୭ ତାରିଖରେ କେଦାରନାଥ ମନ୍ଦିରକୁ ଖୋଲାଯାଇଛି। ଆଉ ଏହାର କିଛି ଦିନ ପରେ ପୁରୀର ଜଣେ ଯୁବ କଳାକାର ବିଶ୍ୱଜିତ୍ ନାୟକ କେଦାରନାଥ ମନ୍ଦିରର ଏକ କ୍ଷୁଦ୍ର ମଡେଲ୍ ତିଆରି କରିଛନ୍ତି। ବିଶ୍ୱଜିତ ଏହି ମଡେଲକୁ ପାଖାପାଖି ୧୭୫ଟି ଆଇସକ୍ରିମ ଷ୍ଟିକ୍…

ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲଟର ଆଇସିୟୁ ବେଡ୍ ଲୋକାର୍ପିତ

ରାଉରକେଲା: ଆଜି ଭର୍ଚୁଆଲ ମୋଡରେ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ…

ଭଦ୍ରକ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ

ଭଦ୍ରକ: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର କୋଭିଡ୍ ୱାର୍ଡରେ ଅଗ୍ନିକାଣ୍ଡ । ଭଦ୍ରକ ଡାକ୍ତରଖାନା ପରିସରରେ ଥିବା କୋଭିଡ ୱାର୍ଡର ଡିଜି ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଡିଜି ରୁମରେ ସାମାନ୍ୟ କ୍ଷୟକ୍ଷତି ହୋଇଛି । ଅଗ୍ନିକାଣ୍ଡ…

ସୁଦର୍ଶନଙ୍କ ସଂଗ୍ରହାଳୟରେ ଅଛି ୪ ହଜାରରୁ ଅଧିକ ପୁରାତନ ସାମଗ୍ରୀ

ଭୁବନେଶ୍ୱର : ନିଜ ଆଗ୍ରହ ଓ ଉଦ୍ୟମ ବଳରେ ଭୁବନେଶ୍ୱରସ୍ଥିତ ଜାଗମରା ଅଞ୍ଚଳର ସୁଦର୍ଶନ ସାହୁ ନିଜ ଘରେ ଏକ ଛୋଟ ସଂଗ୍ରହାଳୟ କରି ପାରିଛନ୍ତି। ସେ ଏହାର ନାମ 'ଗୋପୀନାଥ ହେରିଟେଜ ମ୍ୟୁଜିୟମ ଅଫ ବ୍ରାସ ଆଣ୍ଡ ବେଲ ମେଟାଲ କ୍ରାଫ୍ଟ ଆଣ୍ଡ ନେଗଲେକଟେଡ ଆର୍ଟସ' ରଖିଛନ୍ତି। ସେ ଓଡ଼ିଶାର ବିଭିନ୍ନ…

ଜମିବାଡ଼ି ବିବାଦରୁ ନାବାଳକକୁ ନିର୍ମମ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଗୁରୁବାର ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ବିବାଦ ଯୋଗୁଁ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ଏଥିରେ ବିଫଳ ହୋଇ ସେହି ପରିବାରର ୮ ବର୍ଷର…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ଜଣେ ଉଦ୍ଧାର

ମାଲକାନଗିରି: ବହୁଚର୍ଚ୍ଚିତ ଚିତ୍ରକୋଣ୍ଡା ମାଛଧରା ଡଙ୍ଗାବୁଡି ମାମଲା । ଗତକାଲି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗାବୁଡି ଘଟଣାରେ ନିଖୋଜ ତିନିଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଦମକଳ ବାହିନୀ ଜଣକର ମୃତଦେହ ଠାବ କରିବାରେ ସଫଳ ହୋଇଛି । ଗତକାଲିଠୁ ସର୍ଚ୍ଚ ଅପରେସନ୍…

ପୁଣି ଏକ ଦୁଃଖଦ ଖବର, କରୋନାରେ ଆଖି ବୁଜିଲେ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ବଡ ପୁଅ ଯଶୋବନ୍ତ

ଭୁବନେଶ୍ୱର : ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ବାପା ରଘୁନାଥ ମହାପାତ୍ରଙ୍କ…