Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୈଶାଖ ଶୁକ୍ଳ ତୃତୀୟା -ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା

ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଦିବସ (ଦିନଟି) ଅକ୍ଷୟ ତୃତୀୟା ବା ଅକ୍ଷିତୃତୀୟା ନାମରେ ପରିଚିତ । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି, ଦିନ ଯେ କୌଣସି ଶୁଭ କାର‌୍ୟ୍ୟ କରାଗଲେ \'ଅକ୍ଷୟ ଫଳ\' ପ୍ରାପ୍ତ ହୋଇଥାଏ । ଏହି…

ଓଡ଼ିଶାରେ ୬ ଲକ୍ଷ ଟପିଲା କରୋନା କେସ୍: ୨୪ ଘଣ୍ଟାରେ ଆଉ ୧୧, ୮୦୫ ପଜିଟିଭ୍

ଭୁବନେଶ୍ୱର: କେବେ ବଢୁଛି, ପୁଣି କେବେ ଖସୁଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଦୈନିକ ସଂକ୍ରମଣ । ଆଜି ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୫ ସଂକ୍ରମିତ । ଗତକାଲି ଅପେକ୍ଷା ୫୮୫ଟି କମ୍ । ଗତକାଲ ରାଜ୍ୟରୁ ଚିହ୍ନଟ ହୋଇଥିଲେ…

ବାଲେଶ୍ୱରରେ ପୋଲ ତଳକୁ ଖସିଲା କାର୍, ୩ ମୃତ ଓ ୨ ଗୁରୁତର

ବାଲେଶ୍ୱର: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର୍ । ଦୁର୍ଘଟଣାରେ ୩ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନାର ବିର୍ଲା ଟାୟା ନିକଟରେ ଏହି ଦୁର୍ଘଟଣା ଘଟିଛି । ୨ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗୁ ହେଲା ୧୪୪ ଧାରା

ବ୍ରହ୍ମଗିରି : ଆସନ୍ତାକାଲି ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ଚନ୍ଦନଯାତ୍ରା ପାଇଁ ପୁରୀରେ କଟକଣା ଲଗାଯାଇଛି । ସେହିପରି ବ୍ରହ୍ମଗିରିର ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ମଧ୍ୟ ଲାଗିଛି କଟକଣା । ଆସନ୍ତାକାଲି ଅଲାରନାଥଙ୍କ ଚନ୍ଦନଯାତ୍ରା ଥିବାରୁ ୧୪୪ ଧାରା ଲଗାଯାଇଛି । ମନ୍ଦିର ସହ…

ଚିନ୍ତା ବଢ଼ାଉଛି ଟିକା ସଙ୍କଟ, କାଲି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି ବାଧକ ।…

ବ୍ଲାକ ଫଙ୍ଗସ ଚିହ୍ନଟ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ମହାମାରୀ କରୋନା ମଧ୍ୟରେ ଏବେ ଚିନ୍ତା ବଢ଼ାଇଲାଣି ବ୍ଲାକ୍ ଫଙ୍ଗସ ସଂକ୍ରମଣ । ରାଜ୍ୟରେ ବ୍ଲାକ୍ ଫଙ୍ଗସ ସଂକ୍ରମିତ ଚିହ୍ନଟ ହେବା ପରେ ତତ୍ପର ହୋଇଛନ୍ତି ସରକାର । ବ୍ଲାକ୍ ଫଙ୍ଗସ ଚିହ୍ନଟ ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ଏହି କମିଟି ବ୍ଲାକ ଫଙ୍ଗସ୍‌…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୮୮ ପଜିଟିଭ୍

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରୁ ପ୍ରତିଦିନ ଚିହ୍ନଟ ହେଉଛନ୍ତି ସର୍ବାଧିକ ଆକ୍ରାନ୍ତ । ଯାହାକୁ ନେଇ ରାଧାନୀବାସୀଙ୍କ ଚିନ୍ତା ବଢ଼ିଛି । ଏଭଳିସ୍ଥିତିରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୯୮୮ ସଂକ୍ରମିତ ।…

କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଛି ତ୍ରାହି । ବର୍ଷା ଯୋଗୁଁ ରାଜ୍ୟରେ କିଛି ଦିନ ହେଲା ଖସିଛି ପାରଦ । ଫଳରେ ଲୋକେ ଗରମରୁ ଆଶ୍ବସ୍ତି ଲାଭ କରିଛନ୍ତି । ସେହିପରି ରାଜ୍ୟର ସମସ୍ତ ସହରର ତାପମାତ୍ରା ହ୍ରାସ ପାଇଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ରାଜ୍ୟରୁ ସୁସ୍ଥ ହେଲେ ୯୩୨୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଭୟଭୀତ ହେଲେଣି ଲୋକେ । ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଆଉ ୯୩୨୯ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

କରୋନା ପାଇଁ ବାତିଲ ହେଲା ଦୁଇ ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନ୍

ଭୁବନେଶ୍ବର : ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ପ୍ରତିଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ରେଳବାଇ । ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଆଉ ଦୁଇ ଯୋଡା ବିଶେଷ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ । ୦୮୪୯୩/୦୮୪୯୪…