Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନାରେ ଆଖି ବୁଜିଲେ ଭିଜିଲାନ୍ସ ଜଜ୍ ରାଜକିଶୋର ନାୟକ

ଭୁବନେଶ୍ବର : ରାଜ୍ୟରେ ସାଂଘାତିକ ହେଉଛି ମହାମାରୀ କରୋନା । ପ୍ରତିଦିନ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କିଲର ଭାଇରସ । ଆଜି କରୋନାରେ ପ୍ରାରଣ ହରାଇଛନ୍ତି ଜଣେ ବିଚାରପତି । ମହାମାରୀ କରୋନାରେ କଟକ ଭିଜିଲାନ୍ସ ବିଚାରପତି ରାଜକିଶୋର ନାୟକଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୧୯୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ଜୀବନ ବି ନେଇଚାଲିଛି ଭୂତାଣୁ । ତେବେ ସଂକ୍ରମଣ ଭିତରେ ଚିନ୍ତା ବଢ଼ାଇଛି ହଟସ୍ପଟ ପାଲଟିଥିବା ଭୁବନେଶ୍ବର । ଏଠାରେ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ,…

କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି । ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଶ୍ବସ୍ତି ଅନୁଭୁବ କରିଛନ୍ତି ଲୋକେ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତି କମିଥିବା ବେଳେ, ସମସ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ…

୧୬ ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟିଂ ସେଣ୍ଟର, ମୁଖ୍ୟମନ୍ତ୍ରୀଙ୍କ କୋଡ଼ିଏ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଉକ୍ତ ଜିଲ୍ଲା ଗୁଡ଼ିକ ମଧ୍ୟରେ ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ ଗଜପତି…

ରାଉରକେଲାରେ ଟିକାକରଣ, ୧୮+ ବର୍ଗରେ ୩୮୦୦ ବ୍ୟକ୍ତି ନେଲେ ପ୍ରଥମ ଡୋଜ

ରାଉରକେଲା: ରାଉରକେଲା ସହରର ୮ଟି କେନ୍ଦ୍ରରେ ଆଜି ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସୂଚନା ଅନୁସାରେ ନିର୍ଦ୍ଧାରିତ ସମୟ ସକାଳ ୮ଟାରୁ ଦିନ ୧୨ଟା ଭିତରେ କୋଭିଡ୍ ନିୟମ ପାଳନ କରି ମୋଟ ୩୮୦୦ ଲୋକ ଟିକା ନେଇଛନ୍ତି। ସବୁ କେନ୍ଦ୍ରରେ ଟିକାଦାନ…

ପୁରୀ ଚନ୍ଦନ ଯାତ୍ରାରେ ଜାରି ହେବ ୧୪୪ ଧାରା

ପୁରୀ: ଆସନ୍ତା ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇଛି। ତଦନୁଯାୟୀ,…

ଓଡ଼ିଶାରେ ୭ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଡିଆରଡିଓ

ଭୁବନେଶ୍ୱର: କରୋନା ରୋଗୀଙ୍କ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାରେ ୭ଟି ପ୍ଲାଣ୍ଟ ସ୍ଥାପନ ଲାଗି ନିଷ୍ପତ୍ତି ହୋଇଛି। ଏନେଇ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍…

ବଜ୍ରପାତରେ ୩ ମୃତ

ଭୁବନେଶ୍ୱର: ଓଡିଶାରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ବାରକାନି ଗାଁର ଦୁଇଜଣ ମହିଳା ଗାଧୋଇବାକୁ ପୋଖରୀକୁ ଯିବାବେଳେ ବଜ୍ରପାତ ଶିକାର ହୋଇଥିଲେ। ମହିଳାମାନଙ୍କ ମଧ୍ୟରୁ ପାନିବୁଦି…

୧୯ ଦିନରେ ୧୧ଟି ରାଜ୍ୟକୁ ୧୦,୦୦୦ ଟନ୍‌ରୁ ଅଧିକ LMO ପଠାଇଛି ଓଡ଼ିଶା

ଭୁବନେଶ୍ୱର: ଅମ୍ଳଜାନ ଅଭାବ ଯୋଗୁ ସାରା ଦେଶରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଅଭାବ ଦୂର କରିବା ପାଇଁ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶା ପୋଲିସର ସହାୟତାରେ ଗତ ୧୯ ଦିନ ମଧ୍ୟରେ ୧୦,୦୦୦ ଟନ୍‌ରୁ ଅଧିକ ୫୫୯ଟି ଅକ୍ସିଜେନ…

ନୀରବିଗଲେ ଆଙ୍କର ଓ ଆର୍‌ଜେ ସବନମ୍

ଭୁବନେଶ୍ୱର: ଆରପାରିରେ ସବନମ୍ ସିରିନ୍ । ଅନେକ ଲୋକ ଏହି ଖବରକୁ ବିଶ୍ୱାସ କରିପାରୁନାହାନ୍ତି । ଓଡିଶା ଗଣମାଧ୍ୟମରେ ସବନମ୍‌ଙ୍କ ନାଁ ବେଶ ଜଣାଶୁଣା । ହେଲେ ଆଜି ସେ ସମସ୍ତଙ୍କୁ ଟିକେ ଅଧିକ ମନେ ପଡିଛନ୍ତି । କାହିଁକି ନା କରୋନାରେ ସଂକ୍ରମିତ ହୋଇ ସବନମ୍ ଚାଲିଯାଇଛନ୍ତି ଆରପାରିକୁ । କନକ…